Home Middle

ଲଢୁଆ ବ୍ୟାଟିଂ କରି ଜିତିଲା ଅଷ୍ଟ୍ରେଲିଆ, ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିଛି। ଧାର୍ଯ୍ୟ ୨୯୨ ରନର ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ଓ୍ବିକେଟ ହରାଇ ୨୯୩ ରନ କରିଥିଲା। ଏହି ବିଜୟ…

ରାହୁଲ-ବରୁଣ ଭେଟ, ରାଜନୈତିକସ୍ତରରେ କଳ୍ପନାଜଳ୍ପନା ଆରମ୍ଭ…

ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତାଙ୍କ ସମ୍ପର୍କୀୟ ତଥା ଭାଜପା ଏମପି ବରୁଣ ଗାନ୍ଧୀଙ୍କ ସହ କିଛି ସମୟ ସାକ୍ଷାତ କରିଛନ୍ତି। ସୂତ୍ରରୁ ପ୍ରକାଶ ମଙ୍ଗଳବାର କେଦାରନାଥ ମନ୍ଦିରରେ ଦର୍ଶନ ସମୟରେ ଏହି ବାର୍ତ୍ତାଳାପ ହୋଇଥିଲା। ସାଧାରଣତଃ…

ବିହାରରେ ୭% ଲୋକ ଗ୍ରାଜୁଏଟ, ଏକ ଚର୍ତୁଥାଶଂ ଲୋକ ୫ମ ଫେଲ୍‌ : ସର୍ଭେ

ନୂଆଦିଲ୍ଲୀ,୭।୧୧: ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାତିଗତ ଜନଗଣନାର ଅର୍ଥନେୈତିକ ଓ ଶିକ୍ଷାଗତ ରିପୋର୍ଟ ସାମ୍ନାକୁ ଆସିଛି। ମଙ୍ଗଳବାର ଗୃହରେ ଉପସ୍ଥାପିତ ରିପୋର୍ଟରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବିହାରରେ ମାତ୍ର ୭% ଲୋକ ଗ୍ରାଜୁଏଟ ଅଛନ୍ତି। ସେହିଭଳି…

ଅଧିକାର ମାଗିବାରୁ ଲାଠି ଚାର୍ଜ, ଅଙ୍ଗନୱାଡି କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, ଭିଡିଓ ଭାଇରାଲ…

ପାଟନା,୭।୧୧ : ବିହାରର ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି, କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ଦରମାକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ…

ଛାଡପତ୍ର ନ ଦେଇ ହିନ୍ଦୁ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି କଂଗ୍ରେସ ପ୍ରାର୍ଥୀ, ସତ୍ୟପାଠରୁ ପଡ଼ିଲା ଜଣା…

ଜୟପୁର,୭।୧୧ : ରାଜସ୍ଥାନର ଜୟପୁରର କିଶାନପୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମିନୁଦ୍ଦିନ କାଗଜି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି। ୫୦ ବର୍ଷ ବୟସ୍କ ଅମିନ ବିନା ଛାଡପତ୍ରରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ରିଟର୍ଣ୍ଣିଂ…

ନିର୍ଦ୍ଦେଶ ପରେ ଉପବାଚସ୍ପତି ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ। ସେ ବୁଧବାର ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ…

ସେମିଫାଇନାଲରେ ଭାରତ-ଆଫଗାନିସ୍ତାନ ହେବ କି ଭେଟ ?…

ମୁମ୍ବାଇ,୭।୧୧ : ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ୧୬ ପଏଣ୍ଟ ସହିତ ରହି ସେମିଫାଇନାଲ ପାଇଁ ଟିକେଟ ପାଇସାରିଛି। ସେହିପରି ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ…

ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାସମତୁଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପାଟ୍‌ କ୍ୟୁମିନ୍ସଙ୍କ ନେତୃତ୍ୱରେ…

ଜେଲରୁ ଚାଲିବ କି କେଜରିଓ୍ବାଲଙ୍କ ଶାସନ ? ଏନେଇ କ’ଣ କହୁଛି ଦେଶର ଆଇନ…

ନୂଆଦିଲ୍ଲୀ,୭।୧୧ : ଆମ ଆଦମୀ ପାର୍ଟି ଦାବି କରୁଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲେ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ନିଜେ ସରକାରଙ୍କୁ ଜେଲରୁ ଚଳାଇବେ। କିନ୍ତୁ ଏହା ଦେଶର…

ଯୁଦ୍ଧରେ ଯୋଗଦେବାକୁ ଚେତାବନୀ ଦେଲା ଇରାନ, ଘେରାଉ କରିବାକୁ ଆମେରିକା ପଠାଇଲା ପରମାଣୁ…

ଓ୍ବାଶିଂଟନ୍‌,୭।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ସାମିଲ ହେବା ନେଇ ଚେତାବନୀ ଦେଇଛି। ତେବେ ଇରାନକୁ ସତର୍କ କରାଇ ଆମେରିକା ପର୍ସିଆନ ଗଲ୍ଫକୁ ପରମାଣୁ ବୁଡାଜାହାଜ ପଠାଇଛି। ଇସ୍ରାଏଲକୁ ଗାଜା ସୀମାରେ ଯୁଦ୍ଧ ରୋକିବା ପାଇଁ…

ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନ…

ଏକାଠି ନିର୍ବାଚନ ଲଢ଼ିବେ ପିଏମଏଲ-ଏନ, ଏମକ୍ୟୁଏମ-ପି…

ଇସଲାମାବାଦ,୭।୧୧ : ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଏବଂ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ମଙ୍ଗଳବାର ଘୋଷଣା କରିଛନ୍ତି ସେମାନେ ଫେବୃଆରୀ ୮ ସାଧାରଣ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଜିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri