Home Middle

ଡ୍ରାଇଭର ଢୁଳାଉଥିଲେ ସତର୍କ କରାଇବ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଟ୍ରେନ୍‌ ଚଳାଉଥିବାବେଳେ ଡ୍ରାଇଭରଙ୍କ ଆଖିପତା ଲାଗିଗଲେ, ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିକ ଡିଭାଇସ୍‌ ଏହାକୁ ଚିହ୍ନଟ କରି ତାଙ୍କୁ ଟ୍ରେନ୍‌ ଅଟକାଇବା ପାଇଁ ସତର୍କ କରାଇଦେବ। ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ (ଏନ୍‌ଏଫ୍‌ଆର୍‌) ଏଭଳି ଏକ ଡିଭାଇସ୍‌ ବିକଶିତ…

କେନ୍ଦ୍ରର ଫମ୍ପା ବିକାଶ ପଦାରେ ପଡ଼ିଲା: କଂଗ୍ରେସ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି-୨୦ ସମିଟ୍‌ ଆୟୋଜନ ସ୍ଥଳ ନବନିର୍ମିତ ଭାରତ ମଣ୍ଡପମ୍‌ରେ ପାଣି ଜମିଥିବାର ଭିଡିଓ ଶେୟାର କରି କେନ୍ଦ୍ର ସରକାରଙ୍କ ଫମ୍ପା ବିକାଶ ପଦାରେ ପଡ଼ିଲା ବୋଲି ରବିବାର କଂଗ୍ରେସ କହିଛି। ଉକ୍ତ ଭିଡିଓରେ ପାଣି ଜମିଥିବା କରିଡରରେ ଲୋକେ…

ୟୁଏନ୍‌ଏସ୍‌ସିର ସମ୍ପ୍ରସାରଣ ଦାବି ଉଠିଲା

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି୨୦ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ସମ୍ପ୍ରସାରଣ ଦାବିକୁ ଦୋହରାଇବା ସହ ବିଶ୍ୱର ନୂଆ ବାସ୍ତବତାର ପ୍ରତିଫଳନ ଲାଗି ବୈଶ୍ୱିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ସ୍ପଷ୍ଟ…

୧୨ରେ ଘୂର୍ଣ୍ଣିବଳୟ: ଆଜି ୧୯ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୧।୯(ଅନୁରାଧା ମହାରଣା): ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସୋମବାରଠାରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ

ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ…

ସୁଦାନର ରାଜଧାନୀ ଖାର୍ତୁମ ଉପରେ ଡ୍ରୋନ ଆକ୍ରମଣ: ୪୦ ମୃତ, ୩୬ରୁ ଅଧିକ ଆହତ…

ନୂଆଦିଲ୍ଲୀ,୧୧।୯ : ସୁଦାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ଆରଏସଏଫ ମଧ୍ୟରେ ବିବାଦ ମଧ୍ୟରେ ରାଜଧାନୀ ଖାର୍ତୁମର ଏକ ବଜାରରେ ଡ୍ରୋନ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪୦ଜଣଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ କର୍ମୀ କହିଛନ୍ତି ୩୬ ରୁ ଅଧିକ ଲୋକ…

ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୧୦୦ ଟପିଲା, ୧୫୦୦ ଭାରତୀୟଙ୍କୁ ନେଇ ବଢ଼ିଲା ଚିନ୍ତା…

ରାବତ,୧୧।୯: ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି। ଏଥିସହ ୨,୦୫୯ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି ଭାରତୀୟଙ୍କର କ୍ଷତି ହେବାର ଖବର ନାହିଁ। ରାବତରେ ଥିବା…

ରିଜର୍ଭ ଡେରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୦ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍‌ ସୁପର-୪ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ଫଳରେ ରିଜର୍ଭ ଡେ ଅର୍ଥାତ ସୋମବାର ମ୍ୟାଚ୍‌ ପୁଣି ଖେଳାଯିବ। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଟସ୍‌…

ମୋଦିଙ୍କ ‘ଗ୍ୟାରେଣ୍ଟି’ ଭାରତ ପାଇଁ ଖୋଲିଦେଲା ମହାଶକ୍ତି ହେବାର ରାସ୍ତା

ନୂଆଦିଲ୍ଲୀ,୧୦।୯: ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜି -୨୦’ ଶିଖର ସମ୍ମିଳନୀରେ ଉପସ୍ଥିତ ଥିବା ବିଶ୍ୱର ପାଞ୍ଚଟି ମହାଶକ୍ତି ମଧ୍ୟରେ ତାଙ୍କର ଗୋଟିଏ ଗ୍ୟାରେଣ୍ଟି ପୂରଣ କରିଥିଲେ, ସେତେବେଳେ ଏହା କୂଟନୈତିକ ସାମ୍ମୁଖ୍ୟରେ ଭାରତ ପାଇଁ ଏକ ପ୍ରମୁଖ ବିଜୟ ବୋଲି…

ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ, ୧୮୫ କିଲୋମିଟର ପ୍ରତି ଘଣ୍ଟାରେ ବହୁଛି ପବନ

ଓ୍ବାଶିଂଟନ,୧୦।୯: ଆମେରିକାରେ ଘୂର୍ଣ୍ଣିଝଡ଼ ଲି କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଆମେରିକାର ନ୍ୟାସନାଲ ହରିକେନ ସେଣ୍ଟର ରିପୋର୍ଟ କରିଛି ଯେ ହ୍ୟୁରେନ ଲି ପ୍ୟୁର୍ଟ୍ରୋ ରିକୋର ଉତ୍ତର ଦିଗକୁ ଗତି କରୁଛି। ସେ କହିଛନ୍ତି ଯେ ଏହି ଝଡ଼…

ବିକାଶର ନୂଆ କିର୍ତ୍ତିମାନ ସ୍ଥାପନ କରିବ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ/ପ୍ୟାରିସ,୧୦।୯: ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ରବିବାର ଶେଷ ହୋଇଛି। ଜି -୨୦ ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି…

ଭାରତକୁ ପ୍ରଶଂସା କଲା ରୁଷିଆ

ନୂଆଦିଲ୍ଲୀ/ମସ୍କୋ,୧୦ା୯: ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଇତିମଧ୍ୟରେ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି। ଏଥିସହିତ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜି -୨୦ର ଅଧ୍ୟକ୍ଷତା କରିବା ଭାରତର ଦାୟିତ୍ୱ ଅଟେ। ନଭେମ୍ବର ଶେଷରେ ଜି -୨୦ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri