ଯେଉଁଠି ଜାହାଜଙ୍କୁ ଦିଆଯାଏ କବର!
ଜନ୍ମ ପରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କେବେ ନିର୍ଜୀବ ବସ୍ତୁର ମୃତ୍ୟୁ କଥା ଶୁଣିଛନ୍ତି। ମଣିଷର…
ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ପୁଣିଥରେ ଦୋଛକିରେ, ଶାହାଙ୍କ ଗସ୍ତ ଉପରେ ନଜର…
ପାଟନା,୧୨।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଛି। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଛି। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ…
ବିଆରଆଇ ବିବାଦ ବେଳେ ଚାଇନାକୁ ଗସ୍ତ କରିବେ ପ୍ରଚଣ୍ଡ
କାଠମାଣ୍ଡୁ,୧୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଚଳିତ ମାସ ୨୩ରେ ଚାଇନା ଗସ୍ତ କରିବେ। ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟ (ବିଆରଆଇ)କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ପ୍ରଚଣ୍ଡ ଚାଇନା ଗସ୍ତ କରିବା ସବୁ ଦେଶକୁ…
ମୁହାଁମୁହିଁ ହେବେ ଭାରତୀୟ ମିଗ-୨୯ ପାକିସ୍ତାନ ଜେଏଫ-୧୭ ଯୁଦ୍ଧ ବିମାନ…
ନୂଆଦିଲ୍ଲୀ/ଇସଲାମାବାଦ,୧୨।୯ : ଶେଷ ଥର ପାଇଁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ବାୟୁସେନା ମଧ୍ୟରେ ଡଗ ଫାଇଟ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଫେବୃଆରୀ ୨୦୧୯ ରେ ଦେଖିବାକୁ ମିଳିଥିଲା। ପୁଣି ଥରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହେବାକୁ…
ବ୍ରିଟିଶ୍ ଗଣମାଧ୍ୟମର ଅଭିଯୋଗ, ଜି-୨୦ରେ ସୁନକଙ୍କୁ ଅଣଦେଖା କଲା ଭାରତ
ଇଂଲଣ୍ଡ,୧୨।୯: ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି। ସୁନକଙ୍କୁ ମୋଦି ସରକାର ଅଣଦେଖା କରିଥିବା ଅଭିଯୋଗ…
ଭୋଟ ବ୍ୟାଙ୍କ ପାଇଁ ବିରୋଧୀ କରୁଛନ୍ତି ସନାତନ ରାଜନୀତି: ଭାଜପା…
ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଅଭିଯୋଗ କରିଛି ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ହୋଇଥିବା ଆକ୍ରମଣ ହେଉଛି ବିରୋଧୀ ଦଳ ’ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ର ଲୁକ୍କାୟିତ ଏଜେଣ୍ଡା। ଏହି…
ବିମାନ ଯାତ୍ରାକୁ ଭୟ କରନ୍ତି କିମ୍, ପ୍ରାୟତଃ ଟ୍ରେନରେ କରିଥାନ୍ତି ଯାତ୍ରା…
ପ୍ୟୋଙ୍ଗୟାଙ୍ଗ,୧୨।୯ : ବାସ୍ତବରେ କୁହାଯାଇଛି ଯେ ଉଭୟ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲ ଏବଂ ତାଙ୍କ ଜେଜେବାପା କିମ ଇଲ ସାଙ୍ଗ ବିମାନ ଯାତ୍ରାକୁ ଭୟ କରୁଥିଲେ। ବିମାନ ଯାତ୍ରା ସମୟରେ ତାଙ୍କ ଜେଟରେ ବିସ୍ଫୋରଣ ଦେଖି…
ବ୍ରିଟିଶ ଏକାଡେମୀ ବୁକ୍ ପ୍ରାଇଜ୍ ୨୦୨୩ରେ ଭାରତୀୟ ମୂଳର ଦୁଇ ଲେଖକ
ଲଣ୍ଡନ, ୧୨।୯: ବ୍ରିଟିଶ ଏକାଡେମୀ ବୁକ୍ ପ୍ରାଇଜ୍ ୨୦୨୩ପାଇଁ ଭାରତୀୟ ମୂଳର ଦୁଇ ଲେଖକଙ୍କୁ ମନୋନୀତ କରାଯାଇଛି। ବିଶ୍ୱର ୬ଟି ଲେଖକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଛି। ସେଥିରେ ଭାରତୀୟ ବଂଶୋଦ୍ଭବ ନନ୍ଦିନୀ ଦାସ ଏବଂ କ୍ରିସ…
ଅଭେଦ୍ୟ କିଲ୍ଲା ହେଉଛି କିମ୍ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…
ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ ଜୋଙ୍ଗଙ୍କର ପ୍ରଥମ ବିଦେଶ ଯାତ୍ରା। ଏହି ସମୟରେ ଆମେରିକାର ଅଧିକାରୀମାନେ କହିଛନ୍ତି ଜୋଙ୍ଗ ଉନ…
ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ
ଭୁବନେଶ୍ୱର,୧୨।୯(ସୁନିତ୍ ମିଶ୍ର): ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଧାୟକ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବାହାର କରିଦିଆଯାଇଛି। ସୌମ୍ୟ ନିଜର ସମ୍ପାଦକୀୟ ମାଧ୍ୟମରେ ବିଜେଡିକୁ ଟାର୍ଗେଟ…
ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି
ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ…
ରୁଷିଆରେ ପହଞ୍ଚିଲେ କିମ୍
ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍ ଜୋଙ୍ଗ ଉନ୍ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।…
Archives


