‘ଭୟଭୀତ ପଳାତକ’
ଇସଲାମାବାଦ,୨୧ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଶନିବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଇମ୍ରାନଙ୍କ ଦଳ ତାଙ୍କୁ ଜାତୀୟ ଅପରାଧୀ କହିବା ସହ ‘ଭୟଭୀତ ପଳାତକ’ ଘରକୁ ଫେରିବା ପାଇଁ ରାସ୍ତା ପ୍ରସ୍ତୁତ କରି ରାଜ୍ୟର ଲଜ୍ଜା,…
ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ପଦକ ପାଇଁ କେତେ…
ଭୁବନେଶ୍ୱର,୨୧ା୧୦: ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଆଥ୍ଲେଟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅକ୍ଟୋବର ୨୬ରୁ ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେବ। ଏହି କ୍ରୀଡ଼ାର ୩୧ ବିଭାଗରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍ଲେଟ…
ଶ୍ରୀଲଙ୍କାର ସହଜ ବିଜୟ, ୫ ଓ୍ବିକେଟରେ ଜିତିଲା…
ଲକ୍ଷ୍ନୌ,୨୧।୧୦ : ବିଶ୍ୱକପ କ୍ରିକେଟର ୧୯ ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚରେ ଟସ ଜିତି ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବର୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଦଳ ଅଧିନାୟକ…
ଗାଜାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଲା
ଜେରୁଜେଲମ୍,୨୧ା୧୦: ଇସ୍ରାଏଲ୍-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୫ଦିନରେ ପହଞ୍ଚିଛି। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ୍ ସ୍ଥିତିକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି। ଏହି ସମୟରେ ପାଲେଷ୍ଟାଇନ ସ୍ବାସ୍ଥ୍ୟ…
ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ରନ…
ମୁମ୍ବାଇ,୨୧।୧୦ : ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଦଳ…
୩ ମାସର ଶିଶୁକନ୍ୟା ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅଭିଯୁକ୍ତଙ୍କୁ କହିବାର ସୁଯୋଗ ନ ଦେଇ କିପରି ହେଲା ଫାଶୀ ଦଣ୍ଡାଦେଶ…
ନୂଆଦିଲ୍ଲୀ,୨୧।୧୦ : ତିନି ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାକୁ ଏକ ନୂତନ ଶୁଣାଣି ପାଇଁ ପଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶୁଣାଣି ସମୟରେ ଅଭିଯୁକ୍ତଙ୍କୁ…
ରାହୁଲ ଗାନ୍ଧୀ କାଗଜ ବାଘ: କବିତାଙ୍କ କଟାକ୍ଷ…
ହାଇଦ୍ରାବାଦ,୨୧।୧୦ : ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି ରାହୁଲ…
ପାକିସ୍ତାନରେ ନଓ୍ବାଜ
ଇସଲାମବାଦ,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ପାକିସ୍ତାନ ଫେରିଛନ୍ତି। ନୱାଜଙ୍କ ବିମାନ ଦ୍ୱି ପ୍ରହର ୨ଟା ୫ସମୟରେ ଉମ୍ମିଦ-ଇ-ପାକିସ୍ଥାନ ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏୟାରପୋର୍ଟରେ ପହଞ୍ଚି ସେ ଇମିଗ୍ରେସନ ପ୍ରକ୍ରିୟା ଶେଷ କରିଛନ୍ତି।…
ଇସ୍ରାଏଲର ସ୍ଥଳ ଆକ୍ରମଣରେ ବାଧା ସାଜିଛନ୍ତି ଆମେରିକା-ବ୍ରିଟେନ…
ଜେରୁଜେଲମ/ଓ୍ବାଶିଂଟନ,୨୧।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ସେନା ଗତ କିଛି ଦିନ ହେବ ଗାଜା ଷ୍ଟ୍ରିପ ଉପରେ ବୋମା ମାଡ କରୁଛି। ଗାଜାରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି। ଏଥିପାଇଁ ଗାଜା ସୀମାରେ ଇସ୍ରାଏଲ…
ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲର ଯୋଜନା, ବଢ଼ିଲା ବୁଲେଟପ୍ରୁଫ ଜ୍ୟାକେଟ ଚାହିଦା…
ଜେରୁଜେଲମ, ୨୧୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଶୀଘ୍ର ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି…
ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍: ଆରବିଆଇ ଗଭର୍ନର
ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ ନେଣଦେଣ…
କ୍ୟାନ୍ସର ମେଡିସିନ୍ରୁ ଇନ୍ସୁଲିନ୍ ଯାଏ..ଏଣିକି ଏମ୍ସରେ ମାଗଣାରେ ମିଳିବ ମହଙ୍ଗା ଔଷଧ; ଦେଖନ୍ତୁ ତାଲିକା…
ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍ସର, ମଧୁମେହ, ଆର୍ଥ୍ରାଇଟିସ୍, ସୋରିୟାସିସ୍ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ ଠିକ୍…
Archives


