ଆଗକୁ ବଢ଼ିବ ଇଲେକ୍ଟ୍ରି କାର୍‌ ଚାହିଦା: ୨୦୨୪ରେ ୩୦ରୁ ୪୦% ବିକ୍ରି ବୃଦ୍ଧି ଆକଳନ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଘରୋଇ ବଜାରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ଚାହିଦା ବୃଦ୍ଧି ପାଇଛି। ଏପରିକି ଆଗକୁ ଆହୁରି ଇଭି କାର୍‌ ବିକ୍ରି ବଢିବ ବୋଲି ଟାଟା ମୋଟର୍ସର ଏମ୍‌ଡି (ଇଭି ଆଣ୍ଡ ପିଭି ଡିଭିଜନ) ଶୈଳେଶ ଚନ୍ଦ୍ରା କମ୍ପାନୀର ଇଭି ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।

ସେ ଆହୁରି କହିଛନ୍ତି, ୨୦୨୪ରେ ଇଭି କାର୍‌ ବିକ୍ରି ୩୦ରୁ ୪୦% ବୃଦ୍ଧି ଘଟିବା ସମ୍ଭାବନା ଥିବାବେଳେ ୮ ଲକ୍ଷରୁ ୩୦ ଲକ୍ଷର ଇଭି କାର୍‌ ର ବିକ୍ରି ଚାହିଦା ବଢିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ୨୦୨୩ରେ ଇଭି କାର୍‌ ୯୦,୦୦୦ରୁ ୯୫,୦୦୦ ୟୁନିଟ୍‌ ବିକ୍ରି ହୋଇଥିଲାବେଳେ ୨୦୨୪ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଦେଶର ଯାତ୍ରୀବାହୀ ( ପାସେଞ୍ଜର ଭେଇକିଲ/ ପିଭି) କାର୍‌ ବିକ୍ରି ପରିମାଣ ୭ରୁ ୮% ବଢିବ ବୋଲି ସେ ଆକଳନ କରିଛନ୍ତି। ଏପରିକି ୨୦୨୩ରେ ମୋଟ ଘରୋଇ ଯାତ୍ରୀବାହୀ କାର୍‌ ୪.୧ମିଲିୟନ ବିକ୍ରି ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍‌, ନହେଲେ ହଡ଼ପ ହୋଇଯିବ ସବୁ ପେନସନ

ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ...

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ...

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର...

ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା...

ବିକଳ୍ପ ଶକ୍ତିର ଉପଯୋଗ ଉପରେ ମାନବ ଜାତିର ଗୁରୁତ୍ୱ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ପେଟ୍ରୋଲିୟମ ଆଣ୍ଡ ନାଚୁରାଲ ଗ୍ୟାସ୍‌ ବା ଏମ୍‌ଓପିଏନଜି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ...

ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ମାଲାବାର

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଖୁବଶୀଘ୍ର ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ବୋଲି...

ଆଜିଠାରୁ ଫାସ୍‌ଟାଗର ନୂଆ ନିୟମାବଳୀ

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜପଥରେ ଗମନାଗମନକୁ ସୁଗମ କରିବା ସହିତ ଚାଳକଙ୍କର ସମୟ ରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାର ଟୋଲଗେଟ୍‌ଗୁଡିକରେ ସ୍ବୟଂଚାଳିତ ଟୋଲ ଟିକସ ବ୍ୟବସ୍ଥା...

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ହୋଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri