Home Middle

୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ ହ୍ରାସ କରିଛି। କମ୍ପାନୀ ଦିନକୁ ଦିନ ଋଣ ଚାପରେ ଫସୁଥିବା ଦେଖି ବେଦାନ୍ତ…

ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସରକାର

ଇମ୍ଫାଲ,୨୭ା୯: ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ସମଗ୍ର ରାଜ୍ୟକୁ ଏକ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ୧୯ଟି ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେଶନ ଅଞ୍ଚଳ ବ୍ୟତୀତ ସମଗ୍ର ରାଜ୍ୟକୁ ସଶସ୍ତ୍ର…

ଆଧାର କାର୍ଡ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର

ନୂଆଦିଲ୍ଲୀ,୨୭।୯: ଆଧାର କାର୍ଡକୁ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର ବୋଲି ବର୍ଣ୍ଣନା କରି ଭାରତ ସରକାର ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ ଇନଭେଷ୍ଟର୍ସ ସର୍ଭିସର ରିପୋର୍ଟକୁ ଖାରଜ କରିଛନ୍ତି। ସେପ୍ଟେମ୍ବର ୨୧ରେ ଏକ ରିପୋର୍ଟ ଜାରି କରି ମୁଡିଜର…

ମହାକାଶକୁ ସାଟେଲାଇଟ୍‌ ପଠାଇଲା ଇରାନ

ତେହେରାନ,୨୭ା୯: ଇରାନ ସଫଳତାର ସହ ଏକ ଇମେଜିଙ୍ଗ ସାଟେଲାଇଟ୍‌ ବୁଧବାର ପୃଥିବୀପୃଷ୍ଠରୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାରେ ଦେଶର ମହାକାଶ ପ୍ରଯୁକ୍ତିକୁ ବ୍ୟବହାର କରାଯାଇପାରିବ। ଇରାନର ଯୋଗାଯୋଗ ମନ୍ତ୍ରୀ ଇସା ଜାରେପୋର କହିଛନ୍ତି, ନୋର-୩ ଉପଗ୍ରହକୁ…

ନାଗପୁର ବନ୍ୟାରେ ଉବୁଟୁବୁ, ଶିନ୍ଦେ ପାଳନ କରୁଛନ୍ତି ଗଣେଶ ଉତ୍ସବ: ସଞ୍ଜୟ ରାଉତ…

ମୁମ୍ବାଇ,୨୭।୯ : ମହାରାଷ୍ଟ୍ରର ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନାକରିଛନ୍ତି। ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ସରକାର ଲୋକଙ୍କ…

ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ

ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ ନୂଆଦିଲ୍ଲୀ,୨୭।୯: ପାର୍ବଣ ଆସିଛି। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ତେବେ ପର୍ବପର୍ବାଣୀ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ…

ରକେଟ୍‌ ସେଲ୍‌ ସହ ଖେଳୁଥିଲେ ପିଲା, ବିସ୍ଫୋରଣ ହୋଇ ୮ଜଣଙ୍କ ଜୀବନ ଗଲା

ଇସଲାମାବାଦ,୨୭ା୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଘରେ ରକେଟ ଲଞ୍ଚର ସେଲ୍‌ ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ପରିବାରର ୪ ପିଲାଙ୍କ ସମେତ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଏନେଇ ପୋଲିସ ସୂଚନା ଦେଇଛି। ଏସ୍‌ଏସ୍‌ପି କହିଛି,…

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହାକୁ ଛାଡପତ୍ରର କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ବେଞ୍ଚ କହିଛି…

ଆମେ ନୁହଁ କ୍ଷମତା ଲୋଭୀ: ଦେବଗୌଡା…

ବେଙ୍ଗାଲୁରୁ,୨୭।୯ : ଜନତା ଦଳ ଧର୍ମନିରପେକ୍ଷ(ଜେଡିଏସ) ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ମେଣ୍ଟରେ ଯୋଗ ଦେଇଥିଲା। ଏହାକୁ ନେଇ ନାନା ଆଲୋଚନା ହେଉଛି। ଜେଡିଏସ ଦଳ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କ୍ଷମତା ଲୋଭ ଯୋଗୁ ଦଳ…

୧୪ ଦେଶର ୪୦ ଖାଲିସ୍ତାନୀଙ୍କ ୱାଶିଂଟନରେ ଗୁପ୍ତ ବୈଠକ: ୮୭ ଦେଶ ବିରୋଧରେ ବିପଜ୍ଜନକ ଷଡଯନ୍ତ୍ର…

ନୂଆଦିଲ୍ଲୀ,୨୭।୯ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନରେ ଖାଲିସ୍ତାନ ସମ୍ବନ୍ଧୀୟ ବିପଜ୍ଜନକ ଯୋଜନା ସହିତ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱର ୧୪ ଦେଶରୁ ୪୦ଜଣ ଖାଲିସ୍ତାନୀ ଆତଙ୍କବାଦୀ ଅଂଶଗ୍ରହଣ କରିଥିଲେ। ବୈଠକରେ ଉପସ୍ଥିତ…

ନୀତୀଶଙ୍କ ବହୁ ସମର୍ଥକ ଆମ ଯୋଗାଯୋଗରେ: କୁଶବାହା…

ପାଟନା,୨୭।୯ : ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଅନେକ ଜେଡିୟୁ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସମ୍ପୂର୍ଣ୍ଣ ଧ୍ୱଂସ…

ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି

ଓ୍ବାଶିଂଟନ୍‌,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍‌ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି ସମସ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri