ପୁଟିନ୍ ହମାସ୍ ସଦୃଶ
ଓ୍ବାଶିଂଟନ୍,୨୧ା୧୦: ଇସ୍ରାଏଲ ଓ ୟୁକ୍ରେନ୍କୁ ଯୁଦ୍ଧରେ ସମର୍ଥନ ପାଇଁ ଆମେରିକୀୟମାନେ ଆହୁରି ଅନେକ ବିଲିୟନ୍ ଡଲାର ଖର୍ଚ୍ଚ କରିବା ଉଚିତ। ଦେଶବାସୀଙ୍କୁ ଏହା ବୁଝାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ନୂଆ ମିଶନ ଆରମ୍ଭ କରିଛନ୍ତି। ଆମେରିକା ହିଁ ବିଶ୍ୱରୁ…
୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍
ତେଲ୍ ଆଭିଭ୍/ଗାଜା ସିଟି,୨୧ା୧୦: ଇସ୍ରାଏଲ-ଗାଜା ଯୁଦ୍ଧର ଚତୁର୍ଦ୍ଦଶ ଦିନରେ ଶୁକ୍ରବାର ହମାସ୍ ପକ୍ଷରୁ ୨୦୦ ପଣବନ୍ଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରାଯାଇଛି। ଏନେଇ ସଙ୍ଗଠନର ମୁଖପାତ୍ର ଗାଜି ହମାଦ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନବିକ ଦୃଷ୍ଟିକୋଣରୁ ଜଣେ ଆମେରିକୀୟ ମହିଳା…
ପାର୍ଟନରଙ୍କୁ ଛାଡ଼ିଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ୍,୨୧ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ ଟିଭି ଜର୍ନାଲିଷ୍ଟ ପାର୍ଟନର ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କୁ ଛାଡ଼ିଦେଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ନିକଟରେ ଆଣ୍ଡ୍ରେଆ ଲିଙ୍ଗଗତ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଥିଲେ। ଗତମାସରେ ମେଲୋନି ଖବରଦାତାମାନଙ୍କୁ କହିଥିଲେ, ତାଙ୍କୁ ଆଣ୍ଡ୍ରେଆଙ୍କ ମନ୍ତବ୍ୟକୁ ନେଇ ବିଚାର…
ଟିଏମସି ଏମପି ମହୁଆ ମୋଇତ୍ରଙ୍କ ବଢିଲା ଅଡୁଆ
ନୂଆଦିଲ୍ଲୀ,୨୦।୧୦: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଟିଏମସି ଏମପି ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନି କହିଛନ୍ତି। ହୀରାନନ୍ଦାନି…
ରଣକ୍ଷେତ୍ରରେ ନେତାନ୍ୟାହୁ
ଗାଜା,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନି ଭୟଙ୍କର ହେଉଛି। ଏହାରି ଭିତରେ ଖାନ ୟୁନିସରେ ଆଇଡିଏଫ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୨୧ଜଣଙ୍କର ମତ୍ୟୁ ହୋଇଛି। ସେହିପରି ଗାଜା ଚର୍ଚ୍ଚରେ ଆକ୍ରମଣକୁ ନେଇ ପୁଣି ଥରେ ଇସ୍ରାଏଲକୁ ଦାୟୀ କରିଛି ହମାସ। ଚର୍ଚ୍ଚ…
ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କରିପାରିବ ଆରଏସଏସ
ଚେନ୍ନାଇ,୨୧।୧୦: ରାଷ୍ଟ୍ରିୟ ସଂୟ ସେବକ ସଂଗଠନ (ଆରଏସଏସ)କୁ ମସଜିଦ-ଚର୍ଚ୍ଚ ଥିବା ରାସ୍ତାରେ ରାଲି କିମ୍ବା ପଦଯାତ୍ରା କରିବାକୁ ଅନୁମତି ମଳିଛି। ୨୨ରୁ ୨୯ଅକ୍ଟୋବର ତାମିଲନାଡୁର ୩୫ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରିବାକୁ ମାଡ୍ରାସ ହାଇକୋର୍ଟ ଆରଏସଏସକୁ ଅନୁମତି ଦେଇଛନ୍ତି। ରାସ୍ତାରେ ମସଜିଦ…
ସ୍ବଭାବିକ ହେଲା ବସ୍ ଚଳାଚଳ: ୩୧ ଯାଏ ଧର୍ମଘଟ ସ୍ଥଗିତ
ଭୁବନେଶ୍ୱର,୨୦।୧୦: ପୁଣି ସ୍ବଭାବିକ ହେଲା ବସ୍ ଚଳାଚଳ। ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ବସ ଧର୍ମଘଟ ଆସନ୍ତା ୩୧ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଶୁକ୍ରବାର ରାତିରେ ଭୁବନେଶ୍ୱରରେ…
ପୁରୁଣା ମାମଲାର ଶୀଘ୍ର ଶୁଣାଣି ପାଇଁ ସବୁ ହାଇର୍କୋଟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦।୧୦: ମାମଲାର ଶୁଣାଣିରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଶୁକ୍ରବାର କହିଛନ୍ତ, ଯଦି ନ୍ୟାୟିକ ବ୍ୟବସ୍ଥାରେ ଆଇନଗତ ପ୍ରକ୍ରିୟା ଏପରି ମନ୍ଥର ହୁଏ ତେବେ ଆବେଦନକାରୀମାନେ ନିରାଶ ହୋଇପାରନ୍ତି। ତେଣୁ ପୁରୁଣା ମାମଲାର ଶୀଘ୍ର ଶୁଣାଣି ଏବଂ…
ଇସ୍ରାଏଲୀଙ୍କୁ ଭିସା ମାଫ୍: ବିନା ଭିସାରେ ଯାତ୍ରା କରିପାରିବେ ଆମେରିକା
ଓ୍ବାଶିଂଟନ୍,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇହୁଦୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତେବେ ଏହାରି ଭିତରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇସ୍ରାଏଲ…
ହଠାତ୍ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…
ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ। ଯାହାଯୋଗୁ…
ଦେଶକୁ ମିଳିଲା ପ୍ରଥମ ରାପିଡ ଏକ୍ସ ଟ୍ରେନ ‘ନମୋ ଭାରତ’
ନୂଆଦିଲ୍ଲୀ,୨୦।୧୦: ଦେଶକୁ ମିଳିଛି ପ୍ରଥମ ରାପିଡ ଏକ୍ସ ଟ୍ରେନ। ଶୁକ୍ରବାର ଉତ୍ତରପ୍ରଦେଶର ସହିଦାବାଦ ଠାରେ ଦିଲ୍ଲୀ-ଗାଜିଆବାଦ-ମେରୁଟ (RRTS) କରିଡରର ପ୍ରାଥମିକ ବିଭାଗକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ରାପିଡ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ନାଁ ରଖାଯାଇଛି…
ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ପଣ୍ଡୁବି ‘ଇମ୍ଫାଲ’
ନୂଆଦିଲ୍ଲୀ,୨୧।୧୦: ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତୀୟ…
Archives


