Home Middle

କମଲନାଥଙ୍କ ଉପରେ ପଡିଲା ପରାଜୟର ଖଣ୍ଡା, ଜିତୁ ପଟୱାରୀ ମଧ୍ୟପ୍ରଦେଶର ନୂଆ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ, ୧୬।୧୨: ମଧ୍ୟପ୍ରଦେଶ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହୋଇଛି। ନିର୍ବାଚନରେ ​​ପରାଜୟ ପରେ କମଲ ନାଥ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇ କମାଣ୍ଡ ଜିତୁ ପଟୱାରୀଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଉମାଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳର…

ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା ଅନୁଯାୟୀ ଆପଲ ଏବଂ ସାମସଙ୍ଗ ଉପକରଣରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହି…

ଗୁଗଲରୁ କାହିଁକି ଛଟେଇ ହେଲେ ୧୨ ହଜାର କର୍ମଚାରୀ, ପ୍ରକାଶ କଲେ ସିଇଓ ସୁନ୍ଦର ପିଚାଇ…

ମୁମ୍ବାଇ,୧୬।୧୨ : ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା। ଏଥି ସହିତ, କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କ…

କର୍ମଚାରୀ ଟ୍ରାଫିକ ନିୟମ ପାଳନ ନ କଲେ ମାଲିକଙ୍କ ପାଖରେ ଅଭିଯୋଗ କରିବ ପୋଲିସ ବିଭାଗ: ନୂଆ ଟ୍ରାଫିକ ଆଇନ…

ବେଙ୍ଗାଲୁରୁ,୧୬।୧୨ : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପାନେ ଦେବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। ଏହି ଅନୁଯାୟୀ, ଯଦି କୌଣସି କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତେବେ ପୋଲିସ ଏହି ଘଟଣାରେ…

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା…

ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଭାଜପା ନେତା ପାଲଟିଲେ ବସ କଣ୍ଡକ୍ଟର: ଭିଡିଓ ଭାଇରାଲ…

ଜୟପୁର,୧୬।୧୨ : ଯେତେବେଳେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା, ସେତେବେଳେ ଅନେକ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିଲା ଯେଉଁଥିରେ ପୂର୍ବତନ ରାଜ୍ୟସଭା ଏମପି ତଥା ବିଧାୟକ କିରୋଡି ଲାଲ ମୀନାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

ଆମେରିକାରେ ରହିବା ଲୋଭ: ନିଜ ସନ୍ତାନଙ୍କୁ ବର୍ଡରରେ ଛାଡି ଚାଲିଯାଉଛନ୍ତି ମାତାପିତା, ତିନି ବର୍ଷରେ ମାମଲାରେ ୨୩୩ ପ୍ରତିଶତ ବୃଦ୍ଧି…

ଓ୍ବାଶିଂଟନ,୧୬।୧୨ : ଆମେରିକାରେ ବସବାସ କରିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଭାବରେ ବିବେଚନା କରାଯାଉଛି। ଏନେଇ ଲୋକଙ୍କୁ ଅନେକ କାଗଜପତ୍ର ଦେଇ ଯିବାକୁ ପଡିଥାଏ। ତଥାପି, ଅନେକ ଥର ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ ହୋଇଥାଏ। ଭାରତରୁ ବହୁ ଲୋକ ବେଆଇନ ଭାବେ…

କ୍ୟାରି ବ୍ୟାଗ ପାଇଁ ଟଙ୍କା ନେବା ପଡିଲା ମହଙ୍ଗା, କଞ୍ଜ୍ୟୁମର କୋର୍ଟ ଷ୍ଟୋର ଉପରେ ଲାଗୁ କଲେ ଜରିମାନା…

ନୂଆଦିଲ୍ଲୀ,୧୬।୧୨ : ଦିଲ୍ଲୀର ଜିଲା ଉପଭୋକ୍ତା ବିବାଦ ସମାଧାନ କମିଶନ (ଡିସିଡିଆରସି) ଏକ ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ ଲାଇଫଷ୍ଟାଇଲ ଷ୍ଟୋରକୁ କାଗଜ ପରିବହନ ବ୍ୟାଗ ପାଇଁ ୭ ଟଙ୍କା ଚାର୍ଜ କରି ଥିବାରୁ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…

ତୃତୀୟ ବିଶ୍ୱଯୁଦ୍ଧ ଘନେଇଲା: ଗାଜା ଯୁଦ୍ଧର ନିଆଁ ବ୍ୟାପିଲା ଲେବାନନ ସୀମାରୁ ୟେମେନ, ଲୋହିତ ସାଗରରେ ସ୍ଥିତି ମୁହାଁମୁହିଁ…

ଜେରୁଜେଲମ,୧୬।୧୨ : ଇସ୍ରାଏଲର ଲଗାତାର ବୋମା ମାଡ ଯୋଗୁଁ ଗାଜାରେ ବହୁକୋଠା ଭାଙ୍ଗିଯାଇଛି। ଗାଜା ଏବେ ସମତଳ ଭୂମି ହୋଇପଡ଼ିଛି। ଭଙ୍ଗାକୋଠାର ଆବର୍ଜନା ଗଦା ହେବାରେ ଲାଗିଛି। ଗାଜାରେ ବର୍ତ୍ତମାନ କମ ଅଟ୍ଟାଳିକା ଏବଂ ଅଧିକ ଆବର୍ଜନା ଅଛି । ଏହା…

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ରାହୁଲ ଗାନ୍ଧୀ କହିଲେ କାରଣ

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ ଉପଦ୍ରବ…

ଭାରତରେ ବାଲ୍ୟ ବିବାହରେ ବୃଦ୍ଧି, ୧୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ,୧୬।୧୨ : ନିକଟ ଅତୀତରେ, ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ,…

ଶୀତ ରାତିରେ ଖୋଲା ଆକାଶ ତଳେ କେହି ଶୋଇବେ ନାହିଁ : ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ…

ଲକ୍ଷ୍ନୌ,୧୬।୧୨ : ଶୀତ ରାତିରେ ଖୋଲା ଆକାଶ ତଳେ କେହି ଯେପରି ଶୋଇବେ ନାହିଁ , ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା କଡରେ ଖୋଲା ସ୍ଥାନରେ ଶୋଇଥିବା ବ୍ୟକ୍ତିଙ୍କୁ ରାତ୍ରି ଆଶ୍ରୟସ୍ଥଳକୁ ନେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri