Home Middle

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ ଗୌଡ…

ଆମେରିକାକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ

ନ୍ୟୁୟର୍କ,୨୬।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମି ନ ଥିବାବେଳେ ଯୁଦ୍ଧର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଇସ୍ରାଏଲକୁ ହମାସ ଅକ୍ରମଣ କରିବା ପରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ସେହି ଯୁଦ୍ଧର ନିଆଁ ବର୍ତ୍ତମାନ ଆମେରିକାରେ ଦେଖିବାକୁ ମିଳିଛି।…

ହସ୍ପିଟାଲରେ ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ

ଲକ୍ଷ୍ନୌ,୨୬।୧୦: ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ। ଉତ୍ତରପ୍ରଦେଶ କାନପୁରରର ଏକ ହସ୍ପିଟାଲରେ ଥାଲାସେମିଆରେ ଆକ୍ରାନ୍ତ ୧୪ ଜଣ ପିଲାଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ରକ୍ତ ଦେବା ପରେ ୧୨ ଜଣ ହେପାଟାଇଟିସ ଏବଂ ୨ ଜଣ ଏଚଆଇଭିରେ ଆକ୍ରାନ୍ତ…

୨୦୨୫ ସୁଦ୍ଧା ବିଶ୍ୱଯୁଦ୍ଧ, ଭାରତ ହେବ ବିଶ୍ୱଗୁରୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୨୬।୧୦ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ୨୦୨୦ ଜାନୁଆରୀରେ ତାଙ୍କ ରାଶି ମକରରେ ପ୍ରବେଶ କରିଥିଲେ ଏବଂ ଜାନୁୟାରୀ ୨୦୨୩ରୁ ଶନି ଦେବ କୁମ୍ଭରେ ପ୍ରବେଶ କରିଛନ୍ତି। ଏହି ସ୍ଥିତି ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଭୌଗୋଳିକ…

ପାଠ ପଢ଼ିଥିବା ସ୍ତ୍ରୀଙ୍କୁ ଚାକିରି କରିବାକୁ ବାଧ୍ୟ କରି ଭରଣପୋଷଣ ବନ୍ଦ ପାରିବେନି ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୨୬।୧୦ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ତ୍ରୀ ପାଠ ପଢ଼ିଥିଲେ ତାଙ୍କୁ ଚାକିରି କରିବାକୁ ସ୍ବାମୀ ବାଧ୍ୟ କରିପାରିବେ ନାହିଁ। ସେହିପରି ସ୍ତ୍ରୀଙ୍କୁ ଚାକିିରି କରିବାକୁ କହି ଜାଣିଶୁଣି ସ୍ବାମୀ ଭରଣପୋଷଣ ଦେବାକୁ ଅମଙ୍ଗ ହେଉଥିବା ଗ୍ରହଣ କରାଯାଇ ପାରିବ ନାହିଁ।…

ଗୁଗଲ ମ୍ୟାପରେ ଆସୁନି ଇସ୍ରାଏଲ-ଗାଜାର ଲାଇଭ ଟ୍ରାଫିକ

ଗାଜା,୨୬।୧୦: ଗାଜାକୁ ବିଭିନ୍ନ କୋଣରୁ ଘେରିବା ସହ ଅଞ୍ଚଳକୁ ନାକାବନ୍ଦୀ କରିବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର ଗ୍ରୀନ ଫ୍ଲାଗ୍‌ ମିଳିପାରେ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ…

ଚାଇନାକୁ ନାହିଁ ବିଶ୍ୱାସ, ଯେ କୌଣସି ସମୟରେ କରିପାରେ ଆକ୍ରମଣ…

ନୂଆଦିଲ୍ଲୀ,୨୬।୧୦ : ଭାରତ ଏବଂ ଚାଇନା ମଧ୍ୟରେ ଅନେକ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପ୍ରତ୍ୟେକ ବୈଠକରେ ଭାରତ ସ୍ପଷ୍ଟ ଭାବରେ କହିଛି ଯେପର୍ଯ୍ୟନ୍ତ ଚାଇନା ସୀମା ନିକଟରେ ପାଟ୍ରୋଲିଂ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ…

ଇସ୍ରାଏଲ-ହମାସ ଯୁଦ୍ଧ ମୃତ୍ୟୁ ସଂଖ୍ୟା ଟପିଲା ୮ ହଜାର…

ଜେରୁଜେଲମ,୨୬।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ…

ଭାରତରେ ଆଗକୁ ମିଳିବନି ପିଇବା ପାଣି, ୨୦୨୫ରୁ ଅନୁଭୁତ ହେବ ପ୍ରଭାବ…

ଜେନେଭା/ନୂଆଦିଲ୍ଲୀ,୨୬।୧୦ : ମିଳିତ ଜାତିସଂଘ ଏହାର ଏକ ରିପୋର୍ଟରେ ଚେତାବନୀ ଦେଇଛି ଭୂତଳ ଜଳ ହ୍ରାସ ନେଇ ଭାରତ ସଙ୍କଟ ଆଡକୁ ଗତି କରୁଛି। ରିପୋର୍ଟରେ କୁହାଯାଇଛି ଗଙ୍ଗା ଅବବାହିକାର କିଛି ଅଞ୍ଚଳ ଏହି ଟିପିଂ ପଏଣ୍ଟ ଅତିକ୍ରମ କରିସାରିଛନ୍ତି ଏବଂ…

ଗାଜା ଯୁଦ୍ଧ ବିରାମ ପ୍ରସ୍ତାବକୁ ବିରୋଧ କଲେ ଚାଇନା-ରୁଷିଆ…

ଜେନେଭା,୨୬।୧୦ : ଗାଜାରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ବୈଠକରେ ଅସ୍ତ୍ରବିରତି ନେଇ ପୁଣି ଥରେ ସହମତି ହୋଇପାରି ନାହିଁ। ବୁଧବାର ଆମେରିକା ଏବଂ ରୁଷିଆ ୟୁଏନଏସସିରେ ଦୁଇଟି ପୃଥକ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଉଭୟଙ୍କୁ…

ଜି-୨୦ ସମ୍ମିଳନୀର ଏହି ଘୋଷଣା ପାଇଁ ହମାସ କଲା ଆକ୍ରମଣ: ବାଇଡେନ

ଓ୍ବାଶିଂଟନ୍‌,୨୬।୧୦: ଜି-୨୦ ଶିଖର ସମ୍ମିଳନୀରେ ହୋଇଥିବା ଏକ ପ୍ରମୁଖ ଘୋଷଣାକୁ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଅନ୍ୟତମ କାରଣ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶିଖର ସମ୍ମିଳନୀରେ ସ୍ବାକ୍ଷାରିତ ହୋଇଥିବା ଭାରତ ମଧ୍ୟ ପୂର୍ବ-ୟୁରୋପ…

ଆମେରିକା ଶାନ୍ତି ପାଇଁ ଏକ ବଡ ପ୍ରତିବନ୍ଧକ: ଚାଇନା…

ବେଜିଂ,୨୬।୧୦: ଚାଇନା ସାମରିକ ସାମର୍ଥ୍ୟର ସମ୍ପ୍ରସାରଣ ଉପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ର ରିପୋର୍ଟ ନେଇ ଚାଇନା କ୍ରୋଧିତ ହୋଇ କହିଛି ବିଶ୍ୱରେ ଆଞ୍ଚଳିକ ଶାନ୍ତି ପାଇଁ ଆମେରିକା ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ। ଚାଇନା ଆଣବିକ ବିସ୍ତାର ବିଷୟରେ ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri