Video: ଶୀତୁଆ ସକାଳରେ ଫେରିଲା ପଥୋତ୍ସବ, ଖେଳକୁଦ ସାଙ୍ଗକୁ ନାଚଗୀତର ମଜା ନେଲେ ରାଜଧାନୀବାସୀ
ଭୁବନେଶ୍ୱର,୨୪ା୧୨: ଗୋଟିଏ ବର୍ଷର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରର ଶୀତୁଆ ସକାଳରେ ପୁଣି ଆୟୋଜିତ ହୋଇଛି ପଥୋତ୍ସବ। ଭୋର ୬ଟା ୩୦ରୁ ପଥ ଉତ୍ସବ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ନୂଆ ରୂପରେ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ…
ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୪ା୧୨: ସଞ୍ଜୟ ସିଂହଙ୍କ ନେତୃତ୍ୱରେ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫ୍ଆଇ)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଲୟ। ଭାରତୀୟ କୁସ୍ତି ସଂଘର ବିଦ୍ୟମାନ ନିୟମାବଳୀକୁ ଆଡ କରି ରବିବାର ଦିନ ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ବ…
ପରୀକ୍ଷାରେ ଶିକ୍ଷକ ଖାତା ନେଇଯିବାରୁ ସରକାରଙ୍କ ବିରୋଧରେ ମାମଲା ଦାୟର କଲେ ଛାତ୍ର, କ୍ଷତିପୂରଣ ଦାବି
ସିଓଲ,୨୪।୧୨: ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ର ବର୍ଷକର ସିଲାବସକୁ କିପରି ଅଧ୍ୟୟନ କରିବାକୁ ସକ୍ଷମ ହୋଇଛନ୍ତି, ତାହା ଜାଣିବାରେ ଧାରଣା ଦେଇଥାଏ। ପରୀକ୍ଷା କେବଳ ବିଦ୍ୟାଳୟ କିମ୍ବା କଲେଜ ସ୍ତରୀୟ ଶିକ୍ଷାର ମୂଲ୍ୟାଙ୍କନ ପାଇଁ ନୁହେଁ ବରଂ ଚାକିରି ପାଇଁ ମଧ୍ୟ କରାଯାଏ।…
ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା
ବାରାମୂଳା,୨୪।୧୨: ଜମ୍ମୁ-କଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାଳାମୂଳାରେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍ଏସ୍ପି ମହମ୍ମଦ ଶଫି ମୀର। ସେ ମସଜିଦରେ ନମାଜ ପଢ଼ୁଥିବା ବେଳେ ଆତଙ୍କବାଦୀ ଗୁଳମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ…
ବିମାନରେ ୧୧ ଡଜନ ସାପ
ମୁମ୍ବାଇ,୨୪ା୧୨ବ୍ୟାଙ୍କକ୍ରୁ ଆସିଥିବା ଏକ ବିମାନର ବିସ୍କୁଟ୍ ଏବଂ କେକ୍ ପ୍ୟାକେଟଗୁଡ଼ିକ ମଧ୍ୟରେ ୧୧ ଡଜନ ସାପ୍ ଲୁଚାଇ ରଖାଯାଇଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ…
ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ୍ର
ନୂଆଦିଲ୍ଲୀ,୨୪ା୧୨(ପି.ଟି.)ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ବର୍ଣ୍ଣ…
ଗୌତମ ଆଦାନିଙ୍କ ବଡ଼ ଘୋଷଣା, ଏହି କମ୍ପାନୀର ବିକିବେ ୫୮୪ କୋଟି ଟଙ୍କାର ଶେୟାର
ମୁମ୍ବାଇ,୨୩ା୧୨: ଅଦାନୀ ସମୂହର କମ୍ପାନୀ ଆଦାନି ୱିଲମାରକୁ ନେଇ ବଡ଼ ଖବର ଆସିଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଦାନି ୱିଲମାର ୧.୨୪% କିମ୍ବା ୧.୬ କୋଟି ଟଙ୍କାର ଶେୟାର ବିକ୍ରି କରିବ। ଏହି ଶେୟାର ୨୬ ଡିସେମ୍ବରରୁ ୩୧…
ହିନ୍ଦୀ ଭାଷାଭାଷୀ ତାମିଲନାଡୁରେ କରୁଛନ୍ତି ଶୌଚାଳୟ ସଫା: ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ…
ଚେନ୍ନାଇ,୨୩।୧୨ : ଡିଏମକେ ନେତା ଦୟାନିଧି ମାରାନଙ୍କ ବିବୃତ୍ତି ଏକ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତର ବନାମ ଦକ୍ଷିଣ ବିତର୍କକୁ ଇନ୍ଧନ ଦେଇ ସେ କହିଛନ୍ତି ତାମିଲନାଡୁରେ ୟୁପି ଏବଂ ବିହାରର ହିନ୍ଦୀ ଭାଷାଭାଷୀ ଲୋକମାନେ ଶୌଚାଳୟ ସଫା କରୁଛନ୍ତି।…
ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ଦେଲେ ଅନୁଭବ, କହିଲେ- ‘ଏବେ ରିଲାକ୍ସ ଲାଗୁଛି’
ଭୁବନେଶ୍ୱର, ୨୩।୧୨: କେନ୍ଦ୍ରାପଡ଼ା ଏମପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ନେବାକୁ ହାଇକୋର୍ଟ ଅନୁମତି ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘କୋର୍ଟଙ୍କ ଏହି ନିଷ୍ପତ୍ତି ପର ତାଙ୍କୁ ଏବେ…
ସନ୍ତାନ ଜନ୍ମ ପାଇଁ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ଲାଗି ପାରୋଲରେ ଯାଇ ପାରିବେ କଏଦୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କର ମାତାପିତା ହେବା ଏବଂ ସନ୍ତାନ ଜନ୍ମ କରିବାର ଅଧିକାର ରହିଛି। ଏପରି ବ୍ୟକ୍ତି ଜେଲରେ ଥିଲେ ମଧ୍ୟ ଦେଶର ନାଗରିକ। କୋର୍ଟ କହିଛନ୍ତି, ଭାରତର ନ୍ୟାୟପାଳିକା ସର୍ବଦା ବନ୍ଦୀମାନଙ୍କର…
ସ୍ବାମୀଙ୍କୁ ସର୍ବସାଧାରଣରେ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର: ହାଇକୋର୍ଟ…
ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ ବିବାହିତ ଦମ୍ପତିଙ୍କ ଛାଡ଼ପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ସ୍ବାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ ବୋଲି…
ବିଜ୍ଞାପନ ବିଭାଗକୁ ପୁନର୍ଗଠନ କରିବ ଗୁଗଲ୍, ଚାକିରି ହରାଇବା ଭୟରେ ୧୨ ହଜାର କର୍ମଚାରୀ
ନୂଆଦିଲ୍ଲୀ, ୨୩।୧୨ : ଆମେରିକୀୟ ଟେକ୍ ଜାଏଣ୍ଟ ଗୁଗଲ୍ ଏହାର ସେଲସ ୟୁନିଟକୁ ପୁନର୍ଗଠନ କରିବାକୁ ଯୋଜନା କରୁଛି। କମ୍ପାନୀର ଏହି ନିଷ୍ପତ୍ତି ପରେ ଅନେକ କର୍ମଚାରୀଙ୍କ ମନରେ ଛଟେଇ ଭୟ ସୃଷ୍ଟି ହୋଇଛି, ଯେତେବେଳେ ପୂର୍ବରୁ କମ୍ପାନୀ ୧୨ ହଜାର…
Archives


