Home Middle

କାରରେ ରକ୍ତ ଜୁଡୁବୁଡୁ ମୃତଦେହ, ଚିହ୍ନଟ ନେଇ ତଦନ୍ତ ଜାରି…

ନୂଆଦିଲ୍ଲୀ,୧୫।୧୧ : ଦିଲ୍ଲୀର ଗାଜିପୁରରେ ଏକ କାର ଭିତରେ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ମୃତ ଶରୀରଟି ଜଣେ ଅଜଣା ପୁରୁଷଙ୍କର। ପୋଲିସ ଏବଂ ଫୋରେନସିକ ଟିମ ଏହି ଘଟଣାର…

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ: କ‘ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…

ମୁମ୍ବାଇ,୧୫।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ସେମିଫାଇନାଲ ମ୍ୟାଚ ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଯଦିଓ ଭାରତ ୨୦୧୫ ଏବଂ ୨୦୧୯ରେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ଉଭୟ ସେମିଫାଇନାଲ ମ୍ୟାଚରେ…

ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌!

ମସ୍କୋ,୧୫।୧୧: ରୁଷିଆରେ ଆଗକୁ ନିର୍ବାଚନ ଆସୁଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି। ପୁଟିନ ଦେଶରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନିୟନ୍ତ୍ରିତ କରୁଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି ପୁଟିନ। ଅନ୍ତର୍ଜାତୀୟ ଗଣମାଧ୍ୟମ…

୧୨ ଦିନରେ ପୃଥିବୀର ସର୍ବେକ୍ଷଣ, ୨୦୨୪ରେ ନାସା-ଇସ୍ରୋ ମିଳିତ ଭାବେ କରିବେ କାର୍ଯ୍ୟ…

ନୂଆଦିଲ୍ଲୀ,୧୫।୧୧: ନିର୍ଦ୍ଦିଷ୍ଟ ଭାବରେ କମ୍ପନ ସହିତ ଜଡିତ ପରୀକ୍ଷଣ ପରେ ନାସା-ଇସ୍ରୋ ସିନ୍ଥେଟିକ ଆପର୍ଚର ରାଡାର (ଏନଆଇଏସଏଆର) ୨୦୨୪ ର ପ୍ରଥମ ତ୍ରୟମାସରେ ଲଞ୍ଚ ହେବ। ନାସାଏନଆଇଏସଏଆର ପ୍ରୋଜେକ୍ଟ ମ୍ୟାନେଜର ଫିଲ ବାରେଲା କହିଛନ୍ତି ଇସ୍ରୋ ଆସନ୍ତା ବର୍ଷର ପ୍ରଥମ ତ୍ରୟମାସରେ…

ଜାତିସଂଘରେ ଯୌନ ଶୋଷଣ ଉପରେ ପରଦା ପକାଇଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, କଙ୍ଗୋରେ ୧୦୪ ମହିଳାଙ୍କ ପ୍ରତି ଲଜ୍ଜାଜନକ କାର୍ଯ୍ୟ କରିଥିଲେ ଅଧିକାରୀ…

ଜେନେଭା,୧୫।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କେବଳ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମିଳିତ ଜାତିସଂଘ ଇତିହାସରେ ସବୁଠାରୁ ବଡ ଯୌନ ଶୋଷଣ ଦୁର୍ନୀତି ଉପରେ ପରଦା ପକାଇଛି। ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅଣଦେଖା କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ…

ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା…

ପ୍ରଭାବଶାଳୀ ଭାରତୀୟରୁ ଜେଲ୍ ପର୍ଯ୍ୟନ୍ତ, ଜାଣନ୍ତୁ କିପରି ଥିଲା ସୁବ୍ରତ ରୟଙ୍କ ଯାତ୍ରା

ନୂଆଦିଲ୍ଲୀ, ୧୫।୧୧: ସାହାରା ଗ୍ରୁପ୍‌ ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସୁବ୍ରତଙ୍କୁ ରବିବାର ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ, ୧୪।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତେବେ ହୃଦଘାତ…

ବଳାତ୍କାର ପୀଡିତା କହିଲେ ମୁଁ ବିବାହ କରି ଖୁସିରେ ରହୁଛି, ଦୋଷୀଙ୍କ ଦଣ୍ଡ କୋହଳ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜଣେ ୧୧ ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ ସେ ଜେଲରେ ବିତାଇଥିବା ସମୟକୁ ହ୍ରାସ କରି ସୁପ୍ରିମକୋର୍ଟ ଦଣ୍ଡ କୋହଳ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଝିଅର ବିବୃତ୍ତିକୁ ଗ୍ରହଣ କରିଛନ୍ତି। ସେ…

ବ୍ରହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମଙ୍ଗଳବାର ସେ ବହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରୋଜେକ୍ଟ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଏଏପି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୧୪।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଆମ୍ ଆଦମୀ ପାର୍ଟିକୁ ଭାରି ପଡିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏଏପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିଭଳି…

ମୁଖ୍ୟମନ୍ତ୍ରୀ ନମସ୍କାର ପରେ କଲେ ଖବରଦାତାଙ୍କ ଆରତି, ଭିଡିଓ ଭାଇରାଲ…

ପାଟନା,୧୪।୧୧ : ବିହାର ସିଏମ ନୀତୀଶ କୁମାର ଗତ କିଛି ଦିନ ହେବ ତାଙ୍କ ବିବୃତ୍ତି ଏବଂ ଆଚରଣ ପାଇଁ ଖବରରେ ଅଛନ୍ତି। ବିଧାନସଭାରେ ମହିଳାଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ଦେବା ପରେ ସେ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri