Home Middle

ଗାଜାର ସ୍ଥିତି ବହୁତ ଖରାପ, ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ,୨୮ା୧୦: ଗାଜାରେ ଅବସ୍ଥା ଅତ୍ୟନ୍ତ ଖରାପ। ଆମେ ଆମର କର୍ମଚାରୀଙ୍କ ବିଷୟରେ ଚିନ୍ତିତ। ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ। ତେଣୁ ଖୁବ୍‌ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ନିବେଦନ କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ…

ପଞ୍ଜାବରେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ ପଣ୍ଡ, ୧୦ ଆଇଏସଆଇଏସ ଆତଙ୍କବାଦୀ ଗିରଫ…

ଇସଲାମାବାଦ,୨୮।୧୦: ଗତ କିଛି ଦିନ ହେବ ପାକିସ୍ତାନରେ ବିଭିନ୍ନ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ହେବାରେ ଲାଗିଛି। ଏନେଇ ପୋଲିସ ବିଭାଗ ସତର୍କ ରହିଛି। ଏହି କ୍ରମରେ ପଞ୍ଜାବ ପ୍ରଦେଶର କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) କହିଛି ଶନିବାର ଦିନ ଏହି ପ୍ରଦେଶରେ…

ଆବ୍ରାହମ ଲିଙ୍କନଙ୍କ ଆତ୍ମାର ଫଟୋ ଉଠାଇଥିଲେ ଏହି ବ୍ୟକ୍ତି, ଭାଇରାଲ ହେଉଛି ଫଟୋ

ଓ୍ବାଶିଂଟନ୍‌, ୨୮।୧୦: ସ୍ପିରିଟି ଫଟୋଗ୍ରାଫି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହା ଏକ ପ୍ରକାର ଫଟୋଗ୍ରାଫି ଯାହା ମୃତ ଲୋକମାନଙ୍କର ଆତ୍ମାକୁ ଫଟୋରେ କଏଦ କରାଯାଏ। ଫଟୋଗ୍ରାଫିର ଉଦ୍ଭାବନ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ଫଟୋଗ୍ରାଫି ଖୁବ୍‌ ଲୋକପ୍ରିୟ ହୋଇଥିଲା। ୱିଲିୟମ…

ମଣିପୁର ହିଂସା ଘଟଣାରେ ତଦନ୍ତ ଅଧିକାରୀଙ୍କ ଉପରେ ରହିଛି ଅଧିକ ଚାପ

ଇମ୍ଫାଲ,୨୮/୧୦: ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ସମେତ ୬ଟି ରାଜ୍ୟରୁ ୧୪ଟି ଆଇପିଏସ ଏବଂ ୬ ଜଣ ଇନ୍ସପେନ୍ସକ୍ଟରଙ୍କୁ ପଠାଯାଇଛି। ସେଠାରେ ୪୨ଟି ଏସଆଇସଟି ୩ ହଜାର ମାମଲାର ଅନୁସନ୍ଧାନ କରୁଛନ୍ତି। କିନ୍ତୁ ଏତେ ଅଧିକ ମାମଲାର ଅନୁସନ୍ଧାନ…

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୦: ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦg କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି…

ଆମେରିକାରେ ବଢିଛି ଭାରତୀୟ ଆମ୍ବର ଚାହିଦା

ଓ୍ବାଶିଂଟନ୍‌,୨୮।୧୦: ବିଦେଶରେ ବଢିଛି ଭାରତୀୟ ଆମ୍ବର ଚାହିଦା। ଆମ୍ବ ରପ୍ତାନିକାରୀମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅନ୍ୟତମ। ଭାରତର ମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀ ମଧ୍ୟରୁ ଜଣେ। ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି। ତେବେ ଭାରତୀୟ ଆମ୍ବର…

ପୁଟିନଙ୍କ ମୃତ୍ୟୁ! ସତ ନା ଗୁଜବ

ମସ୍କୋ,୨୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ ଚ୍ୟାନେଲରେ…

ଶେଖ ହସିନାଙ୍କୁ ପଦରୁ ହଟାଇବାକୁ ଏକଜୁଟ ହେଲେ ବିରୋଧୀ

ଢାକା,୨୮।୧୦: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଆସନ୍ତା ବର୍ଷ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଏକ ଦଳହୀନ କାର୍ଯ୍ୟନିର୍ବାହୀ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହି ଦାବି…

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ରତ୍ନ ଖଚିତ ଖଣ୍ଡା

ଇଂଲଣ୍ଡ,୨୮।୧୦: ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ (ପ୍ରାୟ ୧,୯ କୋଟି ଟଙ୍କା)ରେ ନିଲାମ ହୋଇଛି। ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଏହି ଖଣ୍ଡା ବୋଲି କୁହାଯାଉଛି। ପୋର୍ଟ ଏଲିଅଟ…

ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ

ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ…

ବାଜିଲା ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି! ୨୦୦ ହେଲିକପ୍ଟର ସହ ଇରାନ ଆରମ୍ଭ କଲା ଯୁଦ୍ଧାଭ୍ୟାସ

ତେହେରାନ,୨୮।୧୦: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଇରାନ ସେନା ୨୦୦ ହେଲିକପ୍ଟର ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଇରାନ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ସେ କହିଛି, ମଧ୍ୟ ପୂର୍ବ ବା ମିଡଲ ଇଷ୍ଟରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନର…

୨୦ କୋଟି ନ ଦେଲେ କରିବୁ ହତ୍ୟା: ମୁକେଶ ଅମ୍ବାନୀଙ୍କୁ ଆସିଲା ଏଭଳି ଧମକ

ମୁମ୍ବାଇ,୨୮।୧୦: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ ପଠାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri