ନୂଆବର୍ଷ ପାଇଁ ଗାଇଡଲାଇନ: ରାତି ୧୨ଟା ୩୦ ପରେ ବନ୍ଦ ହୋଇଯିବ ହୋଟେଲ, ବାର
ଭୁବନେଶର,୨୬।୧୨: ଆଇ କେଇଟା ଦିନ ପରେ ବିଦାୟ ନେବ ୨୦୨୩। ଆରମ୍ଭ ହେବ ନୂଆବର୍ଷ ୨୦୨୪। ନୂଆ ବର୍ଷକୁ ଧୁମ ଧାମରେ ପାଳିବା ପାଇଁ ଏବେ ଠୁ ଯୁବପିଢି ପ୍ଲ୍ାନିଂ କରିସାରିଲେଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ…
ବାଂଲାଦେଶରେ କମୁଛି ହିନ୍ଦୁଙ୍କ ଜନସଂଖ୍ୟା, କାରଣ ଏସବୁ ନୁହେଁ ତ?…
ଢାକା,୨୬।୧୨ : ଭାରତର ପଡୋଶୀ ବନ୍ଧୁ ଦେଶ ବାଂଲାଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ଜନସଂଖ୍ୟା ୧୨୦ କୋଟି। ସେଥିମଧ୍ୟରୁ ୧୧୦ କୋଟି ଭାରତରେ ବାସ କରନ୍ତି। ହିନ୍ଦୁ ଜନସଂଖ୍ୟାରେ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି।…
ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ
ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି…
ଓଢଣା ତଳେ ଗୁଟଖା ଖାଉଛନ୍ତି ବୋହୂ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ
ଆଗ୍ରା,୨୬।୧୨: ଉତ୍ତର ପ୍ରଦେଶ ଆଗ୍ରାସ୍ଥିତ ପରାମର୍ଶ କେନ୍ଦ୍ରରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ନୂଆବୋହୂର ଗୁଟଖା ଖାଇବା ନିଶା ଦେଖି ଶାଶୁଘରେ ଚହଳ ପଡିଛି। ସ୍ଥିତି ଏମିତି ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଲାଣି। ସ୍ବାମୀ ସମେତ ଶାଶୁଘର ଲୋକ…
୨୦୨୪ ନିର୍ବାଚନ ଜିତିବା ନୁହେଁ ସହଜ: କଂଗ୍ରେସ ସାମ୍ନାରେ ରହିଛି ବଡ଼ ଚ୍ୟାଲେଞ୍ଜ…
ନୂଆଦିଲ୍ଲୀ,୨୬।୧୨ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୦୨୪ ନିର୍ବାଚନ ଜିତିବା ପାଇଁ ବିଭିନ୍ନ ରଣନୀତି ଆପଣେଇବା ଆରମ୍ଭ କରିଛି। ତେବେ ଦଳ…
ମୋଦିଙ୍କୁ ଥରୁରଙ୍କ ଖୋଲା ଚ୍ୟାଲେଞ୍ଜ: ମୋ ସହିତ ନିର୍ବାଚନ ଲଢ଼ିଲେ ହାରିଯିବେ ଆପଣ…
ଥିରୁଭାନନ୍ତପୁରମ,୨୬।୧୨ : କଂଗ୍ରେସ ଏମପି ଶଶି ଥରୁର ତାଙ୍କର ବିବାଦୀୟ ବିବୃତ୍ତି ନେଇ ପୁଣି ଥରେ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ମୋଦି ଥିରୁଭାନନ୍ତପୁରମରୁ ମୋ ବିରୋଧ ନିର୍ବାଚନ…
ଆଇପିଏଲ ୨୦୨୪ ପୂର୍ବରୁ ଚାଇନାକୁ ବିସିସିଆଇର ଝଟକା: ଚାଇନିଜ ବ୍ରାଣ୍ଡ ଉପରେ ବ୍ୟାନ ଲାଗିବା ଆଶଙ୍କା…
କୋଲକାତା୨୬।୧୨ : ଆଇପିଏଲ ୨୦୨୪ ପୂର୍ବରୁ ବିସିସିଆଇ ଆକ୍ସନ ମୋଡରେ ଅଛି। ପୂର୍ବରୁ ଭାରତ ସରକାର ଚାଇନାର ବ୍ରାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ତ୍ତମାନ ବିସିସିଆଇ ମଧ୍ୟ ଚାଇନାର ବ୍ରାଣ୍ଡ ବିରୋଧରେ ବଡ ପଦକ୍ଷେପ ନେବାକୁ ଯୋଜନା କରୁଛି। ଆଇପିଏଲ…
ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର: ଲଞ୍ଚପ୍ୟାଡରେ ସୁଯୋଗ ଉଣ୍ଡି ବସିଛନ୍ତି ୨୦୦ ଜଣ…
ଶ୍ରୀନଗର,୨୬।୧୨ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀଙ୍କ ଦ୍ୱାରା ୧୮ଟି ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ କରାଯାଇଛି ଯେଉଁଥିରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଏହି…
ୟୁଟ୍ୟୁବ୍ରେ ବିଶ୍ୱର No1 ନେତା ପାଲଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା…
ପୋଷାକ ଖୋଲି ଠେଙ୍ଗାରେ ପିଟି ଗୁପ୍ତାଙ୍ଗରେ ପକାଇଲେ ଲଙ୍କାଗୁଣ୍ଡ: ସେନା ନିର୍ଯାତନା ବଖାଣିଲେ ପୀଡିତ, ଭିଡିଓ ଭାଇରାଲ…
ଶ୍ରୀନଗର,୨୬।୧୨ : ଜମ୍ମୁ-କଶ୍ମୀରର ପୁଞ୍ଚରେ ଡିସେମ୍ବର ୨୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ସେନା ଯବାନ ଶହୀଦ ହୋଇଥିଲେ। ଏହା ପରେ ସେନା ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା।…
ଖର୍ଚ୍ଚ କମ୍ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ
କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ ଗରିବ…
Train Fire: ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ଭିଡିଓ ଭାଇରାଲ,ତଦନ୍ତ ଆରମ୍ଭ…
ମୁମ୍ବାଇ,୨୬।୧୨: ମଙ୍ଗଳବାର ମହାରାଷ୍ଟ୍ରର ନାନ୍ଦେଡରେ ଏକ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ପୂର୍ଣ୍ଣା-ପାର୍ଲୀ ପାସେଞ୍ଜର ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଟ୍ରେନରେ ନିଆଁ ଲାଗିଥିବାର ଭିଡିଓ ଏବେ ସୋସିଆଲ…
Archives


