ବିଆରଆଇରେ ସାମିଲ ହେବାକୁ ବାଇଡେନକୁ ନିମନ୍ତ୍ରଣ ଦେଲେ ଜିନପିଙ୍ଗ
ଓ୍ବାଶିଂଟନ୍,୧୬।୧୧: ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଟ୍ରିଲିୟନ ଡଲାର୍ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଆରମ୍ଭ କରିଛି। ଯେଉଁଥିରେ…
ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାକୁ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍ର ବିଜୟ ଟାର୍ଗେଟ୍
କୋଲକାତା,୧୬।୧୧: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ ମିଲରଙ୍କ ଦମ୍ଦାର ଶତକୀୟ ଇନିଂସ୍ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯.୪…
ଧର୍ମନିରପେକ୍ଷତାର ଅର୍ଥ ଅଣଧାର୍ମିକ ନୁହେଁ, ସବୁ ଧର୍ମ ପ୍ରତି ସମାନ ସମ୍ମାନ: ଜୟଶଙ୍କର
ଲଣ୍ଡନ/ନୂଆଦିଲ୍ଲୀ,୧୬ା୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଭାରତ ପାଇଁ ଧର୍ମନିରପେକ୍ଷତାର ଅର୍ଥ ଅଣ-ଧାର୍ମିକ ନୁହେଁ ବରଂ ସମସ୍ତ ଧର୍ମକୁ ସମାନ ଭାବରେ ସମ୍ମାନ କରିବା, କିନ୍ତୁ ଅତୀତର ‘ଆପତ୍ତିଜନକ’ ସରକାରୀ ନୀତି ଦେଶର ସର୍ବ ବୃହତ ଧର୍ମକୁ ଅନୁଭବ…
AUS Vs SA 2nd semi final: ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ
କୋଲକତା, ୧୬।୧୧: କୋଲକତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଯାଇଛି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ…
୧୨୪ ଦିନ ପରେ ପ୍ରଶାନ୍ତ ମହାସାଗରରେ ଖସିଲା ଚନ୍ଦ୍ରୟାନ-୩ ଭଗ୍ନାବଶେଷ…
ହାଇଦ୍ରାବାଦ,୧୬।୧୧ : ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି। ୧୪ ଜୁଲାଇ ୨୦୨୩ ରେ ଚନ୍ଦ୍ରୟାନ-୩କୁ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂରକୁ…
ବିରାଟ-ଶାମିଙ୍କ ପରି ରେକର୍ଡ ସୃଷ୍ଟି କଲା ଡିଜନି ହଟଷ୍ଟାର
ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୋଟିଏ ପଟେ ବିରାଟ କୋହଲି ଓ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ପରେ ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡିଜନି ହଟଷ୍ଟାର ମଧ୍ୟ ଏକ ନୂଆ ରେକର୍ଡ…
କଂଗ୍ରେସ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ ,ଭିଡିଓ ଭାଇରାଲ…
ଜୟପୁର,୧୬।୧୧ : ଲୋକମାନେ ରାଜସସ୍ଥାନର ବହରୋଡ-କଟପୁତଲି ଜିଲାର ବହରୋଡ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ବଲଜିତ ଯାଦବଙ୍କୁ ଜୋତାମାଳ ପିନ୍ଧାଇଛନ୍ତି। ବାସ୍ତବରେ, ଯେତେବେଳେ ସେ ଭୋଟରଙ୍କ ନିକଟକୁ ଭୋଟ ମାଗିବାକୁ ଯାଇଥିଲେ, କ୍ରୋଧିତ…
ଭାରତୀୟ ସୀମା ଅଞ୍ଚଳକୁ ଦଖଲ କରିବା ନେଇ ଜୁଣ୍ଟାର ଧମକ
ନାପିଦ୍ୱ,୧୬।୧୧: ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ଧରି ମ୍ୟାନମାର୍ ସେନା ଓ ବିଦ୍ରୋହୀ ଗୋଷ୍ଠୀ ଆଣ୍ଟି-ଜୁଣ୍ଟା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମ୍ୟାନମାରର ଚିନ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏୟାର…
କିଏ ଜିତିବ ଦ୍ୱିତୀୟ ସେମିଫାଇନାଲ, ଭାରତ ସହ ଖେଳିବ କିଏ ଫାଇନାଲ, କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…
କୋଲକାତା,୧୬।୧୧ : ବିଶ୍ୱକପ କ୍ରିକେଟ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ଗୂରୁବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ କିଏ ଜିତିବ ଏବଂ କିଏ ଭାରତ ସହ…
କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ
ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର ଥିଲା…
ପିଲାଙ୍କ କାନ ଧରି ଖେଳିଲେ ମୋଦି, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୧୧ : ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ସ୍ନେହ ରହିଛି। ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ପିଲାମାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳିଥାଏ। ସେ ସମ୍ପ୍ରତିି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି। ଏହି…
ଯୁଦ୍ଧ ଭିତରେ ୟୁକ୍ରେନ ଛାଡିଥିଲେ ଭାରତୀୟ ଏମବିବିଏସ ଛାତ୍ରୀଛାତ୍ର, ଏବେ ଏହି ଦେଶର ୟୁନିଭରସିଟିରେ ନେଲେ ଆଡମିଶନ
ନୂଆଦିଲ୍ଲୀ/ତାସକେଣ୍ଟ,୧୬।୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଧ୍ୱଂସ ବିଭୀଷିକା ବନ୍ଦ ହୋଇନାହିଁ। ରୁଷିଆ ସୈନ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ମୁହଁତୋଡ ଜବାବ ଦେଉଛନ୍ତି। ଯୁଦ୍ଧରେ ଅନେକ ଘର, ସ୍କୁଲ…
Archives


