ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍
ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍ ଲିଙ୍କ୍ ଗାଜାରେ ଅନ୍ତର୍ଜାତୀୟ…
୮୭ ରନରେ ଜିତିଲା ନେଦରଲାଣ୍ଡ…
କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨ ରନ…
ମେଟ୍ରୋ ଟ୍ରେନ୍ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ
ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ ଥିବା…
ହସ୍ପିଟାଲରୁ ଇନ୍ଧନ, ଅକ୍ସିଜେନ ହଟାଉଛି ହମାସ୍
ଜେରୁଜେଲମ୍,୨୮ା୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ହମାସ୍ ସାଧାରଣ ନାଗରିକ ସାମଗ୍ରୀର ଅପବ୍ୟବହାର କରିଥିବା ଅଭିଯୋଗ କରିଛି। ଆଇଡିଏଫ୍ କହିଛି, ଆତଙ୍କବାଦୀ ସଂଗଠନ ହମାସ୍ ଶିଫା ହସ୍ପିଟାଲରୁ ଅତ୍ୟାବଶ୍ୟକ ସାମଗ୍ରୀ ହଟାଉଛି ଏବଂ ଆତଙ୍କବାଦୀ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ଯାହା…
ନିଜ ପସନ୍ଦର ପୁଅଙ୍କୁ ବିବାହ କରିବା ଯୁବତୀଙ୍କର ଅଧିକାର, ପରିବାର କରିପାରିବେନି ଆପତ୍ତି ,ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୨୮।୧୦ : ଯଦି କୌଣସି ଯୁବତୀ ଜଣେ ପୁଅକୁ ପସନ୍ଦ କରନ୍ତି ତା’ହେଲେ ସେହି ପୁଅକୁ ବିବାହ କରିବାର ଅଧିକାର ତାଙ୍କର ଅଛି। ପରିବାର ମଧ୍ୟ ଏଥିରେ ଆପତ୍ତି କରିପାରିବେ ନାହିଁ। ସମ୍ବିଧାନ ଅନୁଯାୟୀ, ଯୁବତୀଙ୍କର ନିଜ ପସନ୍ଦର ପୁଅକୁ ବିବାହ…
ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ହାରିଲା ନ୍ୟୁଜିଲାଣ୍ଡ…
ଧର୍ମଶାଳା,୨୮।୧୦: ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ…
ସହମତିରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟଙ୍କ ରାୟ…
ମୁମ୍ବାଇ,୨୮।୧୦ : ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି।…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୩୦ ରନ…
କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚ ବାଂଲାଦେଶ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି। ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଶାକିବ ଅଲ…
ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାର ହାସ୍ୟାସ୍ପଦ ପ୍ରୟାସ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…
ବେଙ୍ଗାଲୁରୁ,୨୮।୧୦ : କଂଗ୍ରେସ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଦକ୍ଷିଣ ରାଜ୍ୟରେ ଭାଜପା ତାଙ୍କ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଅଭିଯୋଗ କରିଛନ୍ତି ତାଙ୍କ ସରକାର ବିରୋଧରେ…
ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କୁ କୁଣ୍ଢାଇ ଧରିଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…
ଗୁଆହାଟୀ,୨୮।୧୦ : ଦକ୍ଷିଣ ଆସାମର ଦିମା ହାସାଓ ଜିଲାରେ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ଦିମାସା ନ୍ୟାସନାଲ ଲିବରେଶନ ଆର୍ମି (ଡିଏନଏଲଏ) ର ୧୮୧ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ…
ଆସୁଛି ବର୍ଷା, ୩ ଦିନ ବର୍ଷିବ
ଭୁବନେଶ୍ୱର,୨୮ା୧୦: ବଙ୍ଗୋପସାଗରରୁ ଆସୁଥିବା ପୂର୍ବାଳୀ ତରଙ୍ଗ ବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ନଭେମ୍ବର ୧ରୁ ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ବିରୋଧୀ ଦଳଙ୍କୁ ଭୟଭୀତ କରୁଛି ଭାଜପା, ଦିନେ ଭୋଗିବାକୁ ପଡ଼ିବ ଏହାର ଫଳ: ଖାର୍ଗେଙ୍କ ଚେତାବନୀ…
ନୂଆଦିଲ୍ଲୀ,୨୮।୧୦: ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନରେ ଏନେଇ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି । ଏହି ସମୟରେ ରାଜସ୍ଥାନରେ ହୋଇଥିବା ଇଡି ଚଢ଼ାଉକୁ ନେଇ…
Archives


