ହସ୍ପିଟାଲରୁ ଇନ୍ଧନ, ଅକ୍ସିଜେନ ହଟାଉଛି ହମାସ୍
ଜେରୁଜେଲମ୍,୨୮ା୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ହମାସ୍ ସାଧାରଣ ନାଗରିକ ସାମଗ୍ରୀର ଅପବ୍ୟବହାର କରିଥିବା ଅଭିଯୋଗ କରିଛି। ଆଇଡିଏଫ୍ କହିଛି, ଆତଙ୍କବାଦୀ ସଂଗଠନ ହମାସ୍ ଶିଫା ହସ୍ପିଟାଲରୁ ଅତ୍ୟାବଶ୍ୟକ ସାମଗ୍ରୀ ହଟାଉଛି ଏବଂ ଆତଙ୍କବାଦୀ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ଯାହା…
ନିଜ ପସନ୍ଦର ପୁଅଙ୍କୁ ବିବାହ କରିବା ଯୁବତୀଙ୍କର ଅଧିକାର, ପରିବାର କରିପାରିବେନି ଆପତ୍ତି ,ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୨୮।୧୦ : ଯଦି କୌଣସି ଯୁବତୀ ଜଣେ ପୁଅକୁ ପସନ୍ଦ କରନ୍ତି ତା’ହେଲେ ସେହି ପୁଅକୁ ବିବାହ କରିବାର ଅଧିକାର ତାଙ୍କର ଅଛି। ପରିବାର ମଧ୍ୟ ଏଥିରେ ଆପତ୍ତି କରିପାରିବେ ନାହିଁ। ସମ୍ବିଧାନ ଅନୁଯାୟୀ, ଯୁବତୀଙ୍କର ନିଜ ପସନ୍ଦର ପୁଅକୁ ବିବାହ…
ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆ ଠାରୁ ହାରିଲା ନ୍ୟୁଜିଲାଣ୍ଡ…
ଧର୍ମଶାଳା,୨୮।୧୦: ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ…
ସହମତିରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟଙ୍କ ରାୟ…
ମୁମ୍ବାଇ,୨୮।୧୦ : ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି।…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୩୦ ରନ…
କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚ ବାଂଲାଦେଶ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି। ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଶାକିବ ଅଲ…
ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାର ହାସ୍ୟାସ୍ପଦ ପ୍ରୟାସ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…
ବେଙ୍ଗାଲୁରୁ,୨୮।୧୦ : କଂଗ୍ରେସ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଦକ୍ଷିଣ ରାଜ୍ୟରେ ଭାଜପା ତାଙ୍କ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଅଭିଯୋଗ କରିଛନ୍ତି ତାଙ୍କ ସରକାର ବିରୋଧରେ…
ଆତ୍ମସମର୍ପଣ କରିଥିବା ଉଗ୍ରବାଦୀଙ୍କୁ କୁଣ୍ଢାଇ ଧରିଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…
ଗୁଆହାଟୀ,୨୮।୧୦ : ଦକ୍ଷିଣ ଆସାମର ଦିମା ହାସାଓ ଜିଲାରେ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ଦିମାସା ନ୍ୟାସନାଲ ଲିବରେଶନ ଆର୍ମି (ଡିଏନଏଲଏ) ର ୧୮୧ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ…
ଆସୁଛି ବର୍ଷା, ୩ ଦିନ ବର୍ଷିବ
ଭୁବନେଶ୍ୱର,୨୮ା୧୦: ବଙ୍ଗୋପସାଗରରୁ ଆସୁଥିବା ପୂର୍ବାଳୀ ତରଙ୍ଗ ବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ନଭେମ୍ବର ୧ରୁ ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ବିରୋଧୀ ଦଳଙ୍କୁ ଭୟଭୀତ କରୁଛି ଭାଜପା, ଦିନେ ଭୋଗିବାକୁ ପଡ଼ିବ ଏହାର ଫଳ: ଖାର୍ଗେଙ୍କ ଚେତାବନୀ…
ନୂଆଦିଲ୍ଲୀ,୨୮।୧୦: ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଏବଂ ରାଜସ୍ଥାନରେ ଏନେଇ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଅଭିଯାନ ଜାରି ରହିଛି । ଏହି ସମୟରେ ରାଜସ୍ଥାନରେ ହୋଇଥିବା ଇଡି ଚଢ଼ାଉକୁ ନେଇ…
ଗାଜାର ସ୍ଥିତି ବହୁତ ଖରାପ, ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଓ୍ବାଶିଂଟନ,୨୮ା୧୦: ଗାଜାରେ ଅବସ୍ଥା ଅତ୍ୟନ୍ତ ଖରାପ। ଆମେ ଆମର କର୍ମଚାରୀଙ୍କ ବିଷୟରେ ଚିନ୍ତିତ। ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ। ତେଣୁ ଖୁବ୍ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ନିବେଦନ କରିଛନ୍ତି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ…
ପଞ୍ଜାବରେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ ପଣ୍ଡ, ୧୦ ଆଇଏସଆଇଏସ ଆତଙ୍କବାଦୀ ଗିରଫ…
ଇସଲାମାବାଦ,୨୮।୧୦: ଗତ କିଛି ଦିନ ହେବ ପାକିସ୍ତାନରେ ବିଭିନ୍ନ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ହେବାରେ ଲାଗିଛି। ଏନେଇ ପୋଲିସ ବିଭାଗ ସତର୍କ ରହିଛି। ଏହି କ୍ରମରେ ପଞ୍ଜାବ ପ୍ରଦେଶର କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) କହିଛି ଶନିବାର ଦିନ ଏହି ପ୍ରଦେଶରେ…
ଆବ୍ରାହମ ଲିଙ୍କନଙ୍କ ଆତ୍ମାର ଫଟୋ ଉଠାଇଥିଲେ ଏହି ବ୍ୟକ୍ତି, ଭାଇରାଲ ହେଉଛି ଫଟୋ
ଓ୍ବାଶିଂଟନ୍, ୨୮।୧୦: ସ୍ପିରିଟି ଫଟୋଗ୍ରାଫି, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହା ଏକ ପ୍ରକାର ଫଟୋଗ୍ରାଫି ଯାହା ମୃତ ଲୋକମାନଙ୍କର ଆତ୍ମାକୁ ଫଟୋରେ କଏଦ କରାଯାଏ। ଫଟୋଗ୍ରାଫିର ଉଦ୍ଭାବନ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହି ଫଟୋଗ୍ରାଫି ଖୁବ୍ ଲୋକପ୍ରିୟ ହୋଇଥିଲା। ୱିଲିୟମ…
Archives


