Home Middle

Hindenburg Report : ସୁପ୍ରିମକୋର୍ଟଙ୍କ ରାୟ ପରେ ଶେୟାର ବଜାର ଉପରମୁହାଁ, ଘଣ୍ଟାଏ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ ରିଟର୍ନ ପାଇଲେ ନିବେଶକ…

ମୁମ୍ବାଇ,୩।୧ : ଷ୍ଟକ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିବା ଲୋକଙ୍କ ଆଖି ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା। ବୁଧବାର ଦେଶର ଶୀର୍ଷ ଅଦାଲତରୁ ନିବେଶକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଆସିବାକୁ ଥିଲା ଏବଂ ସେମାନଙ୍କ ହଜାର ହଜାର କୋଟି ଟଙ୍କା…

Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…

ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା…

କ୍ରୋଧରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ନାକ କାଟିଦେଲେ ବ୍ୟକ୍ତି, ସ୍ବାସ୍ଥ୍ୟାବସ୍ଥା ଗୁରୁତର…

ବେଙ୍ଗାଲୁରୁ,୩।୧ : କର୍ନାଟକର ବେଲଗାଭି ଜିଲାର ବାସୁରତେ ଗାଁରେ ଜଣେ ବ୍ୟକ୍ତି କ୍ରୋଧରେ ଅଙ୍ଗନୱାଡି କର୍ମଚାରୀଙ୍କ ନାକ କାଟି ଦେଇଛନ୍ତି। ପୋଲିସ କହିଛି ନ୍‌ ଅଙ୍ଗନୱାଡି କର୍ମଚାରୀଙ୍କ ପିଲାମାନେ ଅଭିଯୁକ୍ତ ବ୍ୟକ୍ତିଙ୍କ ବଗିଚାରୁ ଫୁଲ ତୋଳୁଥିଲେ, ସେଥିପାଇଁ ସେ ରାଗି ଯାଇଥିଲେ।…

ମହୁଆଙ୍କୁ ବହିଷ୍କାର କାହିଁକି, ଲୋଭସଭା ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୩।୧ : କ୍ୟାସ ଫର କ୍ୱେରୀ ମାମଲାରେ ଲୋକସଭାରୁ ବହିଷ୍କାର ବିରୋଧରେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ…

‘ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’: ସୌମ୍ୟ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା,୩।୧: ଦୀର୍ଘ ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ପୂର୍ବତ୍ତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ବୁଧବାର ଖୋର୍ଦ୍ଧା ଜାନକୀ ଜୟନ୍ତୀ ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି ବଡ ବୟାନ ଦେଇଛନ୍ତି ସୌମ୍ୟ। ସେ…

ରାଜ ତିଲକ ହେଉ ହେଉ ଏଠି ହୋଇଯାଏ ବନବାସ: ପୁଣି ଭାବୁକ ହେଲେ ଶିବରାଜ…

ଭୋପାଳ,୩।୧ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବୁଦ୍ଧନୀ୍‌ର ଶାହଗଞ୍ଜରେ ପହଞ୍ଚିଛନ୍ତି। ସେଠାରେ ଭାଜପା କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। କିନ୍ତୁ ଶିବରାଜ ନିରାଶ ହୋଇ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ। କିନ୍ତୁ…

IND vs SA: ୩୧ ବର୍ଷରେ କେପଟାଉନରେ ଭାରତ ୪ ଥର ପରାଜିତ, ଅଝାରଙ୍କଠାରୁ ବିରାଟ ପର୍ଯ୍ୟନ୍ତ ସଭିଏଁ ଅସଫଳ..

କେପଟାଉନ,୩।୧ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ବୁଧବାର (ଜାନୁୟାରୀ ୩) ରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜକୁ ୧-୧ ରେ ଶେଷ କରିବାକୁ ଚାହୁଁଛି।…

୧୮ ବର୍ଷରୁ କମ ବୟସ୍କଙ୍କୁ ଦୁଇ ଚକିଆ ଗାଡି ଚଳାଇବା ମନା, ନ ମାନିଲେ ୩ ବର୍ଷ ଜେଲ…

ଲକ୍ଷ୍ନୌ, ୩।୧ : ୧୮ ବର୍ଷରୁ କମ ବୟସ୍କ ରାଜ୍ୟକୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ ମାଧ୍ୟମିକ…

୧୨ ବର୍ଷ ଗର୍ଭବତୀ ନାବାଳିକାଙ୍କ ୩୪ ସପ୍ତାହ ଭ୍ରୁଣର ଗର୍ଭପାତକୁ ମନା କଲେ ହାଇକୋର୍ଟ: ନାବାଳକ ଭାଇଙ୍କ ସହ ସମ୍ପର୍କରୁ ହୋଇଥିଲେ ଗର୍ଭବତୀ…

ଥିରୁଭାନନ୍ତପୁରମ,୩।୧ : ଗର୍ଭପାତ ପାଇଁ ୧୨ ବର୍ଷର ନାବାଳିକାଙ୍କର ଆବେଦନକୁ କେରଳ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ କହିଛନ୍ତି ଗର୍ଭସ୍ଥ ଭ୍ରୁଣକୁ ୩୪ ସପ୍ତାହ ପୂରଣ ହୋଇଛି। ତେଣୁ ଏହି ପର୍ଯ୍ୟାୟରେ ଗର୍ଭପାତକୁ ଅନୁମୋଦନ କରାଯାଇପାରିବ ନାହିଁ। ପ୍ରକୃତରେ, ନାବାଳିକା ଜଣଙ୍କର…

ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବଢାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର,୩।୧: ନୂଆ ବର୍ଷ ଆରମ୍ଭରୁ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଓଡ଼ିଶା ସରକାର। ନର୍ସିଂ, ଫାର୍ମାସି, ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି। ଏଣିକି ଏଏନଏମ୍ ଛାତ୍ରଛାତ୍ରୀଙ୍କୁ ମାସିକ ୨ ହଜାର…

ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ କରିବା…

ଆତଙ୍କବାଦୀଙ୍କୁ ପାକିସ୍ତାନର କଡ଼ା ଜବାବ: ଏନକାଉଣ୍ଟରରେ ୪ ମୃତ…

ଇସଲାମାବାଦ,୩।୧ : ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପାସ୍ତୁନଖ୍ବାର ଉତ୍ତର ୱାଜିରିସ୍ତାନ ଜିଲାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ନ୍ୟୁଜ ଚ୍ୟାନେଲ, ଜିଓ ନ୍ୟୁଜ ସୂଚନା ଦେଇଛି ପାକ ସୁରକ୍ଷା ବାହିନୀ ଏକ ଗୁପ୍ତ ଅପରେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri