ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ୩୧ ଖଣ୍ଡ, ମାଟିତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ
ନବରଙ୍ଗପୁର,୨୫।୧୧(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ମାଟିତଳୁ ମିଳିଛି। ତାଙ୍କୁ ୩୧ ଖଣ୍ଡ କରି କାଟି ପ୍ରେମିକ ପୋତି ଦେଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ରାଇଘର ପୋଲିସ ମାଟିତଳୁ…
ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍
ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍ ଚାଲିବ। ଏଥିପାଇଁ ୩୦୦ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ…
ଇଂଲିଶ୍ରେ ଆଇନ ହେଲେ ଆଞ୍ଚଳିକ ଭାଷା ଉପରେ ପଡିବନି ପ୍ରଭାବ: ହାଇକୋର୍ଟ…
କୋଚି,୨୫।୧୧ : କେରଳ ହାଇକୋର୍ଟ କହିଛନ୍ତି ରାଜ୍ୟର ଆଇନ ଏବଂ ନିୟମ ଇଂଲିଶ୍ ଭାଷାରେ ପ୍ରକାଶିତ ହେବା ଉଚିତ । ଯଦି ଆଞ୍ଚଳିକ ଭାଷାରେ ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ ଆଇନର ଇଂଲିଶ୍ ଅନୁବାଦ ଉପଲବ୍ଧ ହେବା ଉଚିତ। ହାଇକୋର୍ଟ…
୨୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ
ପୁରୀ,୨୫ା୧୧: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଆସନ୍ତା ୨୮ରୁ ଲେଜର ସ୍କାନିଂ କରାଯିବା ନେଇ ଏଏସ୍ଆଇ ସହ ଆଲୋଚନା…
ଏମପି-ଏମଏଲଏଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ହେଉ ବିଚାର: ହାଇକୋର୍ଟ…
ପ୍ରୟାଗରାଜ,୨୫।୧୧ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ଏମପି ତଥା ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ ଏବଂ ପାଞ୍ଚ ବର୍ଷରୁ ଅଧିକ ଦଣ୍ଡ ସହ ଜଡିତ ଅପରାଧିକ ମାମଲାର ଶୀଘ୍ର ନିଷ୍ପତ୍ତି ନେବାକୁ ଏଭଳି ମାମଲା…
ନିଜ ସୈନିକଙ୍କୁ ଆତଙ୍କବାଦୀ କରୁଛି ପାକିସ୍ତାନ: ଲୋକସଭା ନିର୍ବାଚନ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ…
ନୂଆଦିଲ୍ଲୀ,୨୫।୧୧ : ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ କାର୍ଯ୍ୟକଳାପ କରୁଛି, କିନ୍ତୁ ଭାରତୀୟ ସେନା ଯବାନମାନେ ସେମାନଙ୍କ କାର୍ଯ୍ୟକଳାପକୁ ପଣ୍ଡ କରୁଛନ୍ତି। ଭାରତୀୟ ସେନାର କଡା ସୁରକ୍ଷା ବ୍ୟବସ୍ଥାରେ ନିରାଶ ହୋଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି…
ସଫଳ ହେଲାନି ପ୍ରେମ, ଏହି ବଡ଼ କମ୍ପାନିର ମାଲିକଙ୍କ ହୋଇଗଲା ବ୍ରେକପ୍
ନୂଆଦିଲ୍ଲୀ,୨୫।୧୧: ପାରିବାରିକ ସମ୍ପର୍କରେ ମତଭେଦ ବର୍ତ୍ତମାନ କମ୍ପାନୀର ବୋର୍ଡ ରୁମରେ ପହଞ୍ଚିବା ଆରମ୍ଭ କରିଛି । ସଦ୍ୟତମ ମାମଲାରେ ରେମଣ୍ଡ ଗ୍ରୁପ କମ୍ପାନୀର ଚେୟାରମ୍ୟାନ ତଥା ଏମଡି ଗୌତମ ସିଘାଂନିଆ ଏବଂ ତାଙ୍କ ସ୍ତ୍ରୀ ନୱାଜ ମୋଦି ସିଘାଂନିଆ ଛାଡପତ୍ର ଘୋଷଣା…
ରାଜସ୍ଥାନ ନିର୍ବାଚନ: ମତଦାନ ୧ ପ୍ରତିଶତ କମ୍ ହେଲେ ଏହି ଦଳକୁ ମିଳିବ ଲାଭ…
ଜୟପୁର,୨୫।୧୧ : ରାଜସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଅନୁଷ୍ଠିତ ଜାରି ରହିଛି। ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଶନିବାର ସକାଳ ୭ ଟାରୁ ମତଦାନ ବୁଥରେ ଏକାଠି…
ପୃଥିବୀ ଉପରେ ନୂଆ ବିପଦ: ବିରାଟକାୟ ହିମଖଣ୍ଡ ଭାଙ୍ଗିଲା, ଦେଖନ୍ତୁ ଭିଡିଓ…
ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ପରିବେଶକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଫଳରେ ଏହାର ପରିଣାମ ମଧ୍ୟ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ପୃଥିବୀ ଉପରେ ନୂଆ ବିପଦ ଦେଖାଦେଇଛି। ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଥିବା ସର୍ବବୃହତ ହିମଖଣ୍ଡ…
ଚାଇନାର ଫ୍ରି ଭିସା ସେବା ଆରମ୍ଭ: ତାଲିକାରେ ୬ ଦେଶ…
ବେଜିଂ,୨୫।୧୧ : ଯେଉଁମାନେ ଚାଇନା ଦେଖିବା ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, କିନ୍ତୁ ଏହି ଖୁସି ଖବର ଭାରତୀୟଙ୍କ ପାଇଁ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡ, ସ୍ପେନ ଏବଂ ମାଲେସିଆର…
ତେଜସ ବିମାନ ଉଡାଇଲେ ପ୍ରଧାନମନ୍ତ୍ରୀ…
ବେଙ୍ଗାଲୁରୁ,୨୫।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁର ୟେଲାହଙ୍କା ଏୟାରବେସରେ ପହଞ୍ଚିଥିଲେ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ତେଜସ ପ୍ରସ୍ତୁତ କରାଯାଇଛି। ଏହା ଏକ ଡବଲ…
ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ
ନୂଆଦିଲ୍ଲୀ,୨୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ। ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ…
Archives


