ସିରିଆରେ ଆଇଏସ ଆକ୍ରମଣ: ୭ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…
ଦାମାସକସ,୯।୧୨ : ସିରିଆର ଡିଆର ଅଲ-ଜୁର ପ୍ରଦେଶରେ ଇସଲାମିକ ଷ୍ଟେଟ (ଆଇଏସ) ଆକ୍ରମଣରେ ୭ ଜଣ ସୈନିକ ଏବଂ ସରକାରୀ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସିରିଆର ମାନାବାଧିକାର ଅବଜରଭେଟୋରୀ ଅନୁଯାୟୀ, ଶନିବାର ଦକ୍ଷିଣ ଡିଆର ଅଲ-ଜୁରରେ ଥିବା ଟି-୨ ତୈଳ ଷ୍ଟେଶନର…
ଗୋଟିଏ କାର୍ଯ୍ୟକ୍ଷେତ୍ରରେ ଏକାଠି ଚାକିରି କରିପାରିବେ ନାହିଁ ସ୍ବାମୀ-ସ୍ତ୍ରୀ: ହାଇକୋର୍ଟ
ଲକ୍ଷ୍ନୌ,୧୨।୯: ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି,…
ଭାରତ-ରୁଷିଆ ସମ୍ପର୍କର ଗ୍ୟାରେଣ୍ଟର ମୋଦି: ପୁଟିନ…
ମସ୍କୋ,୯।୧୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପୁଟିନ ତାଙ୍କ ନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ରୁଷିଆ-ଭାରତ ସମ୍ପର୍କର ମୁଖ୍ୟ ଗ୍ୟାରେଣ୍ଟର ବୋଲି ବର୍ଣ୍ଣନା କରିଛନ୍ତି।…
ଭାଜପାକୁ ଭୋଟ ଦେଇଥିଲେ ମୁସଲିମ ମହିଳା, ଭାଉଜଙ୍କୁ ନିସ୍ତୁକ ଭାବେ ପିଟିଲେ ଦିଅର
ଭୋପାଳ,୯।୧୨: ମଧ୍ୟପ୍ରଦେଶର ସେହୋରରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ଭାଜପାକୁ ଭୋଟ ଦେଇଥିବାରୁ ତାଙ୍କ ଦିଅର ତାଙ୍କୁ ନିସ୍ତୁକ ଭାବେ ମାଡ ମାରିଛନ୍ତି। ଦିଅର ଜଣକ ତାଙ୍କୁ ଚାପୁଡା, ଗୋଇଠା ଓ ନିର୍ମମ ଭାବେ…
ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ମଶାଣି ପାଲଟିଛି ବିଦେଶ ମାଟି: କାନାଡାରେ ସର୍ବାଧିକ ମୃତ୍ୟୁ
ନୂଆଦିଲ୍ଲୀ,୯।୧୨: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଉଛନ୍ତି ଭାରତୀୟ ଛାତ୍ରୀଛାତ୍ର। ସ୍ବପ୍ନର ବିଡା ମୁଣ୍ଡରେ ଲଦିବା ସହ କେଇ ମୁଠା ଆଶାରେ ଘର ଠୁ ବାହାରେ ରହି ପାଠ ପଢୁଛନ୍ତି। ହେଲେ ବାପାମାଆଙ୍କ ଆଶା ନେଇ ବାହାରକୁ ପଢିବାକୁ ଯାଇଥିବା ସନ୍ତାନ ପାଇଁ…
ଏଆଇକୁ କଣ୍ଟ୍ରୋଲ କରିବାକୁ ହେବ ଆଇନ, ପ୍ରଥମଥର ରାଜି ହେଲା ୟୁରୋପୀୟ ୟୁନିଅନ
ନୂଆଦିଲ୍ଲୀ,୯।୧୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆରମ୍ଭରେ ଯେତିକି ଆକର୍ଷଣୀୟ ଥିଲା, ତାହା ବର୍ତ୍ତମାନ ସମାନ ଭାବରେ ବିପଜ୍ଜନକ ହୋଇପଡିଛି। କେବଳ ଭାରତ ନୁହେଁ, ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏଆଇ ଦ୍ୱାରା ଅସୁବିଧାରେ ପଡିଛନ୍ତି। ଏଆଇର ଲାଭ ଅଛି କିନ୍ତୁ…
‘ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ’, ଇନଫିନିଟି ଫୋରମ ୨.୦ରେ କହିଲେ ମୋଦି
ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଡିସେମ୍ବର ୨୦୨୧ରେ ଆମେ ପ୍ରଥମ ଇନଫିନିଟି…
ମହୁଆଙ୍କ ଭଳି ଭାଜପାର ଏମପି ବି ହୋଇଥିଲେ ବହିଷ୍କାର, ସେତେବେଳେ ଆଡଭାନୀ କହିଥିଲେ…
ନୂଆଦିଲ୍ଲୀ,୯।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଲୋକସଭାରୁ ବହିଷ୍କାର ହେବା ଘଟଣାରେ ମହୁଆ ପ୍ରଥମ ଏମପି ନୁହନ୍ତି। ୧୮ବର୍ଷ ପୂର୍ବେ ୨୦୦୫ ଡିସେମ୍ବର ୨୪ରେ…
ମାନବିକତା ପାଇଁ ଲଜ୍ୟା: ଗଳିତ ଅବସ୍ଥାରେ ଗାଜା ହସ୍ପିଟାଲରୁ ମିଳୁଛି ନବଜାତକଙ୍କ ମୃତଦେହ
ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକଳ୍ପନୀୟ ମାନବିକ ବିପର୍ଯ୍ୟୟ ଆଣିଛି। ଗାଜାର ଅଲ ନସ୍ର ହସ୍ପିଟାଲର ଆଇସିୟୁରେ ନବଜାତ ଶିଶୁଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ଗାଜାର ଜଣେ ସାମ୍ବାଦିକ ଡାକ୍ତରଖାନାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ…
ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ
ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍ ଜଣାଶୁଣା।…
ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୯।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଦୀର୍ଘ ଦିନ…
ରୁହନ୍ତୁ ସାବଧାନ, ବଜାରରେ ମିଳୁଛି ନକଲି ଚାଇନିଜ ରସୁଣ
ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧୨: ନକଲି ଚାଉଳ ଏବଂ ନକଲି ଅଣ୍ଡା ଭାରତୀୟ ବଜାରରେ ବିକ୍ରି ହେଉଥିବା ନେଇ ଦାବି ହୋଇସାରିଛି। ବର୍ତ୍ତମାନ ଯଦି କୁହାଯାଏ ଯେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ବାସ୍ତବ ନୁହେଁ କିନ୍ତୁ ନକଲି। ଜଣେ ଆମେରିକୀୟ…
Archives


