Home Middle

ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। ତେବେ…

କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା…

ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ

ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ…

ନାସା କ୍ୟାମେରାରେ କ୍ୟାପଚର ହେଲା ସୂର୍ଯ୍ୟଙ୍କ ସବୁଠାରୁ ବଡ ଛାଇ, ଦେଖନ୍ତୁ ମହାକାଶର ଅଦ୍ଭୁତ ଦୃଶ୍ୟ

ନୂଆଦିଲ୍ଲୀ,୨୯।୧୨: ପ୍ରତ୍ୟେକ ଦିନ, ଆମେରିକୀୟ ସ୍ପେସ ଏଜେନ୍ସି ନାସା ସ୍ପେସର ଏଭଳି ଫଟୋ ଏବଂ ଭିଡିଓ ଶେୟାର କରିଥାଏ ଯାହାକୁ ଆପଣ ପୂର୍ବରୁ ଦେଖି ନଥିବେ। ନାସା ପୁଣିଥରେ ଏଭଳି ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ସୂର୍ଯ୍ୟଙ୍କର ଲମ୍ବା ଛାୟା…

୩୦୦ବିଲେଇଙ୍କୁ ମାରି ଗ୍ରାହକଙ୍କୁ ପରଷୁଥିଲେ କ୍ୟାଟ ସୁପ୍‌, ଆଉ ଏବେ…

ହାନୋଇ,୨୯।୧୨: ଆପଣ ଚିକେନ କିମ୍ବା ଭେଜ ସୁପ୍‌ ବିଷୟରେ ତ ଶୁଣିଥିବେ ହେଲେ କେବେ ବିଲେଇ ମାଂସର ସୁପ୍‌ କଥା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା। ଭିଏତନାମାର ଏକ ପୁରୁଣା ରେଷ୍ଟୁରାଣ୍ଟରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ବର୍ଷ…

ଭିଡିଓ ଜାରି କରି ଚାଇନାକୁ ଧମକ ଦେଲା ବାଲୁଚି ଲିବରେସନ ଆର୍ମି

ଇସଲାମାବାଦ,୨୯।୧୨: ପାକିସ୍ତାନରେ ରହୁଥିବା ଚାଇନା ଅଧିକାରୀଙ୍କୁ ଧମକ ଦେଉଥିବା ବାଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରିଛି। ତାଙ୍କ ବାସଭବନରେ ଆତ୍ମଘାତୀ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି। ଭିଡିଓ ରିଲିଜ କରି ଚାଇନା ରାଷ୍ଟ୍ରପତି ଏବଂ ପାକିସ୍ତାନୀ ଜେନେରାଲଙ୍କୁ ଧମକ…

ୟୁକ୍ରେନ ଉପରେ ରୁଷିଆର ଏୟାରଷ୍ଟ୍ରାଇକ୍‌, ଜଳିଗଲା ଆବାସିକ କୋଠା

କିଭ୍‌,୨୯ା୧୨: ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଉଭୟ ଦେଶ ଏବେ ମଧ୍ୟ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଆଜି ସକାଳେ ଲଭିଭ୍‌ରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ…

ଭାରତୀୟ ନୌସେନା ଅଧିକାରୀଙ୍କ କାନ୍ଧରେ ଶୋଭା ପାଇବ ଶିବାଜୀଙ୍କ ‘ରାଜମୁଦ୍ରା’

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ନୌସେନା ଏହାର ବରିଷ୍ଠ ଅଧିକାରୀଙ୍କ ପାଇଁ ନୂତନ ଇପାଉଲେଟସ୍‌ ଆଣିଛି, ଯାହା ୟୁନିଫର୍ମରେ ପିନ୍ଧାଯିବ। ଇପାଉଲେଟ୍ସ ହେଉଛି ଏକ ପ୍ରକାର ସାଜସଜ୍ଜା ସଙ୍କେତ ଯାହାକି ନୌସେନା ଅଧିକାରୀମାନେ ପିନ୍ଧିଥିବା ୟୁନିଫର୍ମ କାନ୍ଧରେ ପିନ୍ଧନ୍ତି। ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାଙ୍କଠାରୁ ପ୍ରେରଣା…

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାରିବା ପରେ ଟିମ ଇଣ୍ଡିଆକୁ ଝଟକା, ଆଇସିସି ଲଗାଇଲା ଜରିମାନା

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ସାମ୍ନା କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇସିସି ଭାରତୀୟ ଦଳ ଉପରେ ଜରିମାନା ଲଗାଇଛି। ଟିମ…

ରାମ ମନ୍ଦିରରେ କେଉଁ ମୂର୍ତ୍ତି ପାଇବ ପୂଜା, ଆଜି ହେବ ଭୋଟିଂ

ନୂଆଦିଲ୍ଲୀ, ୨୯ା୧୨: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର କେଉଁ ମୂର୍ତ୍ତି ପୂଜା ପାଇବ ସେ ନେଇ ଶୁକ୍ରବାର ମତଦାନ ହେବ। ଫଳରେ ଭଗବାନ ରାମଙ୍କର କେଉଁ ମୂର୍ତ୍ତି ଏଠାରେ ପୂଜା ପାଇବ ତାହାର ପ୍ରତୀକ୍ଷା…

‘ଅଯୋଧ୍ୟା, ଆବୁଧାବିରେ ମନ୍ଦିର ଉଦ୍‌ଘାଟନ ପରେ ଦେଶରେ ହେବ ନିର୍ବାଚନ’

ନୂଆଦିଲ୍ଲୀ,୨୯ା୧୨: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ଦେଶର ଲୋକଙ୍କୁ ‘ଅଛେ ଦିନ୍‌’ ପ୍ରତିଶ୍ରୁତି ଦେଇଥିବା ଭାଜପା ଉପରେ ପ୍ରଶ୍ନ କରିଛନ୍ତି। ରାମମନ୍ଦିର ପ୍ରତିଷ୍ଠା ଏବଂ ଆବୁଧାବିରେ ମନ୍ଦିରର ଉଦ୍‌ଘାଟନ ସମ୍ପର୍କରେ ଥରୁର କହିଛନ୍ତି, ଭାଜପା ପୁଣି ଥରେ ତା’…

ନିଜ ଗୁପ୍ତଚର ଏଜେନ୍ସିକୁ ସିଆଇଏ ଭଳି ଗଢିବାକୁ ଚାହୁଁଛି ଚାଇନା

ବେଜିଂ,୨୯।୧୨: ଚାଇନା ଏହାର ମୁଖ୍ୟ ଗୁପ୍ତଚର ସଂସ୍ଥାକୁ ସିଆଇଏ ଭଳି କରିବା ଉପରେ ଗୁରୁତ୍ୱ ଦେଉଛି। ଏହାର ବଢୁଥିବା ଅଭିଳାଷର ଏକ ଅଂଶ ଭାବରେ ସରକାରୀ ସୁରକ୍ଷା ମନ୍ତ୍ରଣାଳୟ ଆମେରିକାର ନାଗରିକଙ୍କ ସମେତ ଏଜେନ୍ସିରେ ଅନେକ ନିଯୁକ୍ତି ଦେଇଛି। ନ୍ୟୁୟର୍କ ଟାଇମ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri