ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏଆଇ ମଡେଲ, ଦେଖିଲେ ଭ୍ରମରେ ପଡୁଛନ୍ତି ଅଭିନେତା
ମାଦ୍ରିଦ,୨୫।୧୧: ଆର୍ଟିଫିଶିଆଲ ଇଣ୍ଟେଲଜେନ୍ସି ଯେଉଁଠି ଲୋକଙ୍କ ପାଇଁ ସମ୍ଭାବନାର ସୁଯୋଗ ଦେଇଛି ସେହିପରି ଅଗାମୀ ଭବିଷ୍ୟତରେ ସମାଜ ପାଇଁ ସମସ୍ୟା ମଧ୍ୟ ବଢାଇଛି। ଏଆଇ ଯୋଗୁ ବହୁ ଲୋକ ଚାକିରୀ ହରାଉଛନ୍ତି। ଅନେକଙ୍କୁ ଭବିଷ୍ୟତରେ ଚାକିରୀ ହରାଇବା ନେଇ ଆଶଙ୍କା ରହିଛି।…
କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ…
ହାଇଦ୍ରାବାଦ,୨୫।୧୧: ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ ପାଞ୍ଚଟି ରାଜ୍ୟ ମଧ୍ୟରୁ ନିଜର ନିର୍ବାଚନ କେନ୍ଦ୍ରରେ…
ଚନ୍ଦ୍ରକୁ ନିଜ ଡିଏନଏ ପଠାଇବେ ଏହି ବ୍ୟକ୍ତି, ମହାକାଶରେ ମିଳିବ ଜୀବସତ୍ତାର ସନ୍ଧାନ
ଓ୍ବାଶିଂଟନ୍,୨୫।୧୧: ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ଲକ୍ଷ ୮୪ହଜାର ୪ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ। ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ ଆଗକୁ…
ଅନୈତିକ ସମ୍ପର୍କ ଯୋଗୁ ବାପାଙ୍କ ଠାରୁ ଦୂରେଇ ଯାଇଥିଲେ ଏଲନ ମସ୍କ, ଏବେ…
ଓ୍ବାଶିଂଟନ୍,୨୫।୧୧: ଏଲନ ମସ୍କ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପର୍କର ଦୂରତା ଏବେ କାହାକୁ ଅଛପା ନାହିଁ। ଏପରିକି ଦୁହେଁ ସାର୍ବଜନିକ ସ୍ଥାନରେ ପରସ୍ପରକୁ ଆଙ୍ଗୁଠି ଦେଖାନ୍ତି। ଚଳିତ ବର୍ଷ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସର ପ୍ରଥମ ଷ୍ଟାରଶିପ୍ ଲଞ୍ଚ…
ଫାଇଟର ଜେଟରେ ଉଡିଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଛନ୍ତି। ସେ ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ସୁବିଧା ପରିଦର୍ଶନ କରିଥିଲେ। ପିଏମଓ ଅନୁଯାୟୀ ସେ ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ ଯାଞ୍ଚ…
ନିଜ କକ୍ଷର ନିକଟତର ହେଲା ଆଦିତ୍ୟ ଏଲ-୧, ୭ ଜାନୁୟାରୀ ଗୁରୁତ୍ୱପୂର୍ଣ୍ଣ
ଥିରୁଭାନନ୍ତପୁରମ,୨୫।୧୧: ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ମିଶନ ଆଦିତ୍ୟ ଏଲ-୧ ଏହାର ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବ ଶୀଘ୍ର ଏହାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଏସ ସୋମନାଥ ଏହି ସୂଚନା ଦେଇଛନ୍ତି। ସେ…
ସଚିନ କହିଲେ ଛାଡନ୍ତୁ କିଏ କ’ଣ କହିଲେ, ସମସ୍ତେ ଭୋଟ ଗ୍ରହଣର ମହାପର୍ବରେ ସାମିଲ ହୁଅନ୍ତୁ
ଜୟପୁର,୨୫।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳେ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜ୍ୟରେ ୨୦୦ବିଧାନସଭା ଆସନ ଅଛି କିନ୍ତୁ ୧୯୯ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ବିଧାୟକ ଗୁରୁମିତ ସିଂ…
ଧର୍ମ, ରାଜନୀତି ଊର୍ଦ୍ଧ୍ୱରେ ପ୍ରକୃତି: ପାୟେଙ୍ଗ
ଭୁବନେଶ୍ୱର, ୨୫।୧୧(ବନ୍ଦନା ସେଠୀ/ଶର୍ମିଷ୍ଠା ପାଣିଗ୍ରାହୀ) : ଧର୍ମ, ରାଜନୀତି ଓ ଅର୍ଥନୀତି ସବୁଠୁୁ ଉପରେ ପ୍ରକୃତି। ତେଣୁ ପ୍ରକୃତିର ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ଧରିତ୍ରୀ ମାତାର ସୁରକ୍ଷା ହେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ଭାରତର ଅରଣ୍ୟ ମାନବ (ଫରେଷ୍ଟ…
୨୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା, ଶାସକ ଦଳ ଏକତରଫା ଭାବେ ବନ୍ଦ କରିଦେଇଥିବା କହିଲେ ବିରୋଧୀ
ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ହେଲେ ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ…
ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ସୋନୁ ସୁଦ୍
ଭୁବନେଶ୍ୱର,୨୪ା୧୧: ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଶୁକ୍ରବାର ରେଳ ଅଡିଟୋରିୟମ୍ଠାରେ ‘ଧରିତ୍ରୀ’ ପକ୍ଷରୁ ‘ୟୁଥ୍ କନ୍କ୍ଲେଭ୍’ର ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏହି…
ପ୍ରକୃତି ହେଉଛି ଭଗବାନ: ଯାଦବ ପାୟେଙ୍ଗ
ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ସଦନଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍ କନ୍କ୍ଲେଭ୍ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ଫରେଷ୍ଟ ମ୍ୟାନ୍ ଅଫ୍ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ…
‘ଧରିତ୍ରୀ’ ପକ୍ଷରୁ ଆରମ୍ଭ ହେଲା ୟୁଥ୍ କନ୍କ୍ଲେଭ୍
ଭୁବନେଶ୍ୱର,୨୪ା୧୧: ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ନିଆରା ପ୍ରଚେଷ୍ଟା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଶୁକ୍ରବାର ରେଳ ସଦନଠାରେ ‘ଧରିତ୍ରୀ’ ପକ୍ଷରୁ ୟୁଥ୍ କନ୍କ୍ଲେଭ୍ ଆରମ୍ଭ ହୋଇଛି। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ…
Archives


