Home Middle

ବେଙ୍ଗାଲୁରୁର ୧୫ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ବେଙ୍ଗାଲୁରୁ,୧।୧୨: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରାୟ ୧୫ଟି ସ୍କୁଲକୁ ଶୁକ୍ରବାର ସକାଳେ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଏକାସାଙ୍ଗେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି। ପରେ ସମଗ୍ର ଅଞ୍ଚଳରେ ଭୟଭିତ ପରିସ୍ଥିତି ଉପୁଜିଛି। ଯଦିଓ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ…

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ ଆଲୋଚନା କରୁଛନ୍ତି। ଏକଜିଟ ପୋଲ ଏଥର କେତେ ସଠିକ ପ୍ରମାଣିତ ହୋଇଛି ତାହା କେବଳ…

ବିମାନରୁ ଓହ୍ଲାଇବାକୁ ଅଧ ଘଣ୍ଟା ଅପେକ୍ଷା କଲେ ରାଷ୍ଟ୍ରପତି

ଦୋହା,୧।୧୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ…

ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!

ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ ରହସ୍ୟମୟ ନିମୋନିଆ ରୋଗ ଏବେ ଶିଖରରେ ଅଛି, ଯେଉଁଠାରେ ପିଲାମାନଙ୍କୁ ବହୁ ସଂଖ୍ୟାରେ ହସ୍ପିଟାଲରେ…

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ ସିଆଇଏସଏଫ ମିଳିତ ଭାବେ ଯାଞ୍ଚ କରୁଛନ୍ତି। ପ୍ରାଥମିକ ଭାବେ ଡଗ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ…

ୟୁଏଇରେ ମୋଦିଙ୍କୁ ଜୋରଦାର ସ୍ବାଗତ: ‘ମୋଦି-ମୋଦି’, ‘ଅବ୍‌ କି ବାର୍‌ ମୋଦି ସରକାର’ ସ୍ଲୋଗାନରେ କମ୍ପିଲା

ୟୁଏଇ,୧।୧୨:ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି୨୮) ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଲୋକମାନେ ମୋଦି-ମୋଦି ଏବଂ ଏଥର ‘ଅବ୍‌ କି ବାର୍‌ ମୋଦି…

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ…

ପୁଣି ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଏହି ଦର ଲାଗୁ ହେବ। ଫଳରେ ରାଜଧାନୀ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ, କୋହଲି ନୁହନ୍ତି ରାହୁଲ ସମ୍ଭାଳିବେ ଅଧିନିୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ଦଳର ଦାୟିତ୍ୱ କେ.ଏଲ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ ଏହି ଦଳର…

ଆସିଲା ଏକଜିଟ୍‌ ପୋଲ: ଭାଜପାକୁ ଟକ୍କର ଦେବ କଂଗ୍ରେସ

ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଗୁରୁବାର ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ ଆକଳନ ସାମ୍ନାକୁ ଆସିଛି। ଏହି ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା କ୍ଷମତାକୁ ଫେରୁଥିବା ବେଳେ ତେଲଙ୍ଗାନାରେ…

ଅପେକ୍ଷା କରିବାକୁ ପଡିବନି ଅଧିକ ସମୟ, ଘଣ୍ଟାଏ ପୂର୍ବରୁ ଜଣାପଡିଯିବ ୫ ରାଜ୍ୟରେ କିଏ ଗଢିବ ସରକାର

ନୂଆଦିଲ୍ଲୀ,୩୦।୧୧: ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର। ଏବେଠାରୁ ଏହାକୁ ନେଇ ଏକଜିଟ ପୋଲର ଫଳାଫଳ ବି ଆସିଗଲାଣି। ନିର୍ବାଚନ କମିଶନ ଏକଜିଟ ପୋଲ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି।…

Exit Poll: ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ, ସୁବିଧାଜନକ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା ପାଞ୍ଚ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରୁଛି। ଗତ ତିନି ଦଶନ୍ଧି ଧରି ରାଜ୍ୟରେ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri