୯-୦, ଭାରତ ଅପରାଜେୟ
ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶତକ ବଳରେ ରବିବାର ଦୀପାବଳିରେ ଭାରତୀୟ କ୍ରିକେଟ ଦଳ ନେଦରଲାଣ୍ଡ୍ସକୁ ୧୬୦ ରନରେ ପରାସ୍ତ କରିଛି। ଟପ୍ ସ୍କୋରର ଆୟରଙ୍କ ଅପରାଜିତ ୧୨୮ ଓ ଲୋକାଲ ବୟ ଲୋକେଶଙ୍କ ୧୦୨ ରନ୍ ବଳରେ…
ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି
ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି…
କରାଚୀରେ ଚାଇନା ଯୁଦ୍ଧଜାହାଜ
ନୂଆଦିଲ୍ଲୀ,୧୪।୧୧ : ପାକିସ୍ତାନର କରାଚୀ ପୋତାଶ୍ରୟରେ ଚାଇନାର ଅନେକ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ସହାୟକ ଜାହାଜର ଉପସ୍ଥିତି ହାଇ ରିଜୋଲ୍ୟୁଶନ ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି। ଚାଇନା ଏବଂ ପାକିସ୍ତାନ ସର୍ବବୃହତ୍ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ମହାସାଗରରେ ବେଜିଂ ଏହାର…
କାଟାଲାନ୍ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍ରେ ବିଶାଳ ବିକ୍ଷୋଭ
ମାଡ୍ରିଡ୍,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରବିବାର…
ଅସମ୍ଭାଳ ବାୟୁ ପ୍ରଦୂଷଣ
ଦିଲ୍ଲୀର ଭୟାବହ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟ ନିକଟରେ ସବୁ ରାଜ୍ୟରେ ରାସାୟନିକ ବାଣଫୁଟା ଉପରେ ରୋକ ଲଗାଇଥିଲେ। ବିଶେଷକରି ପ୍ରଦୂଷଣ ସୃଷ୍ଟିକାରୀ ବାଣ ଯେଭଳି ଫୁଟା ନ ଯିବ ସେଥିଲାଗି ରାଜ୍ୟ ସରକାରମାନେ ପଦକ୍ଷେପ ନେବେ ବୋଲି ସର୍ବୋଚ୍ଚ…
ଜୋ ବାଇଡେନ ନାତୁଣୀଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ ସର୍ଭିସ ଏଜେଣ୍ଟ
ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। କୁହାଯାଉଛି କି ତିନି ଜଣ ଅଜ୍ଞାତ ବ୍ୟକ୍ତି ନାଓମୀଙ୍କ କାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ତେବେ ନାଓମୀଙ୍କ ସୁରକ୍ଷାରେ ଥିବା…
ଚାଇନା ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ
କାଠମାଣ୍ଡୁ,୧୩ା୧୧: ନେପାଳର ପୁଷ୍ପ କମଲ ଦହଲ ସରକାର ଚାଇନା ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନେପାଳର ଯୋଗାଯୋଗ ମନ୍ତ୍ରୀ ସୋମବାର କହିଛନ୍ତି, କ୍ୟାବିନେଟ୍ ବୈଠକରେ ନେପାଳ ସରକାର ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଏପରି ଏକ…
ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରଙ୍କ ପ୍ରଥମ ପସନ୍ଦ ହେଉଛି ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩ା୧୧: ଭାରତୀୟ ଛାତ୍ରମାନଙ୍କ ପାଇଁ ବିଦେଶରେ ଉଚ୍ଚଶିକ୍ଷା ନିମନ୍ତେ ଆମେରିକା ଶୀର୍ଷ ସ୍ଥାନ ହୋଇଛି। ଆମେରିକାର ଦୂତାବାସ ବିଜ୍ଞପ୍ତିରୁ ଏହା ପ୍ରକାଶ। ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ଭାରତରୁ ଆମେରିକା ଯାତ୍ରା କରିଥିବା ବିଦେଶୀ ଛାତ୍ରଙ୍କ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି…
ଚାରି କାନ୍ଥ ଭିତରେ ଜାତି ସୂଚକ ଟିପ୍ପଣୀ ଦେବା ନୁହେଁ ଅପରାଧ: ହାଇକୋର୍ଟ…
ଚଣ୍ଡିଗଡ,୧୩।୧୧ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା କିମ୍ବା ଧମକ ଦେବା ଏସସି / ଏସଟି ଅଧିନିୟମ ଅନୁଯାୟୀ ଅପରାଧ ହେବ ନାହିଁ, ଯଦି ଏପରି ମନ୍ତବ୍ୟ ସର୍ବସାଧାରଣ ସ୍ଥଳରେ କିମ୍ବା…
ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଚାବୁକ୍ ମାଡ, ଭିଡିଓ ଭାଇରାଲ…
ରାୟପୁର,୧୩।୧୧ : ଦୀପାବଳି ପରଦିନ ଗୌରା-ଗୌରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନିଜେ ପ୍ରତ୍ୟେକ ଥର ଏହି ରୀତିନୀତିର ଏକ ଅଂଶ ହୋଇଥାନ୍ତି। ଏହି କାରଣରୁ, ରବିବାର ରାତିରେ ଦୀପାବଳି ପାଳନ କରାଯିବା ପରେ ସୋମବାର…
ଆଇସିସି ହଲ ଅଫ ଫେମ୍ରେ ସେହ୍ବାଗଙ୍କ ସମେତ ୩ କ୍ରିକେଟର…
ନୂଆଦିଲ୍ଲୀ,୧୩।୧୧ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦର ସେହ୍ବାଗଙ୍କ ସମେତ ତିନିଜଣ ପୂର୍ବତନ କ୍ରିକେଟର ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି। ସେହ୍ବାଗଙ୍କ ବ୍ୟତୀତ ଦେଶର ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜୀ ମଧ୍ୟ ଏହି ବିଶେଷ…
ରାତି ୮ଟା ପରେ ବାଣ ଫୁଟାଇବା ପଡିଲା ମହଙ୍ଗା, ୫୫୪ ମାମଲା ରୁଜୁ କଲା ପୋଲିସ…
ଚେନ୍ନାଇ,୧୩।୧୧ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଉଥିବା ନେଇ ତାମିଲନାଡୁ ପୋଲିସ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚେନ୍ନାଇ ପୋଲିସ କହିଛି, ଦୀପାବଳିରେ ୫୫୪ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ପାଇଁ ଦୁଇ…
Archives


