Home Middle

୩୦ ପ୍ରତିଶତ ବଢିଛି ଘରଭଡା, ଶୀର୍ଷରେ ରହିଛି ଏହି ସହର…

ନୂଆଦିଲ୍ଲୀ,୧୪।୧୨ : ସମ୍ପ୍ରତି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ସଙ୍କଟ ସୃଷ୍ଟି କରିଛି। ଆକାଶଛୁଆଁ ଘର ଭଡା ବଡ ସହର ଏବଂ ଅଧ୍ୟୟନ ପାଇଁ ଦିଲ୍ଲୀ-ଏନସିଆର ଯାଉଥିବା ଲୋକଙ୍କ ପକେଟ ଖାଲି କରିଦେଉଛି। ଏକ ସର୍ବେକ୍ଷଣ ଅନୁଯାୟୀ, ଅନେକ ବଡ ସହରରେ…

ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଷଷ୍ଠ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତଜଣକ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ପୋଲିସକୁ ତାଙ୍କର ପରିଚୟ ଜଣାପଡିଛି। ସେ ହେଲେ ଲଳିତ ଝା। ତାଙ୍କୁ ଏହି ଘଟଣାର ମାଷ୍ଟରମାଇଣ୍ଡ…

ହିନ୍ଦୁ ଧାର୍ମିକ ନେତାଙ୍କ ଟାର୍ଗେଟ କିଲିଂ ନୁହେଁ ଆତଙ୍କବାଦୀ କାର୍ଯ୍ୟ: ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ…

ଚେନ୍ନାଇ,୧୪।୧୨ : ୟୁଏପିଏ ଅନ୍ତର୍ଗତ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମାଡ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବିବେଚନା କରିବାକୁ ମନା କରି ଦେଇଛନ୍ତି। ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ଅଧିକାରୀଙ୍କୁ ପଚାରିଛନ୍ତି…

୨୦୨୪ରେ ଭାଜପାର ହେବ ବିପୁଳ ବିଜୟ, ମାତ୍ର ୫୨ ଆସନ ପାଇବ କଂଗ୍ରେସ…

ନୂଆଦିଲ୍ଲୀ,୧୪।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ଏହି ଧାରା ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଜାରି ରହିବ। ହୋଇଥିବା ଏକ ସର୍ଭେରେ ଏଭଳି ସୂଚନା ମିଳିଛି। ଏହି ସର୍ଭେରୁ ଜଣାଯାଇଛି କଂଗ୍ରେସର ପ୍ରଦର୍ଶନ…

ତାଇଓ୍ବାନ ଉପରେ ଆକ୍ରମଣ କରିବା ହେବ ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଚାଇନା ତାଇୱାନ ଉପରେ ଆକ୍ରମଣ କରିବା ଭଳି କିଛି ବଡ ପଦକ୍ଷେପ ନେଇପାରେ। ମାତ୍ର ଏଭଳି କରିବା ଚାଇନା…

ଦୁନିଆର ୧୦୦ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ୧୧ତମ ସ୍ଥାନରେ ଭାରତ, ବେଶୀ ପସନ୍ଦ ବଟର ଗାରଲିକ ନାନ୍‌

ନୂଆଦିଲ୍ଲୀ,୧୪।୧୨: କ୍ରୋଆଟିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ, ୨୦୨୩-୨୪ର ଦୁନିଆର ଶ୍ରେଷ୍ଠ ବ୍ୟଞ୍ଜନ ତାଲିକା ଜାରି କରିଛି। ଏଥିରେ ଭାରତ ୧୧ତମ ତାଲିକାରେ ରହିଛି। ତାଲିକାର ପ୍ରଥମ ସ୍ଥାନ ଇଟାଲୀ ଅଧିକାର କରିଥିବାବେଳେ ଦ୍ୱିତୀୟ ତୃତୀୟ ସ୍ଥାନରେ ଜାପାନ ଓ…

ସ୍ବପ୍ନ ପାଇଁ ସଂଘର୍ଷ…ସଂସଦରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୧୪।୧୨ : ବୁଧବାର ସଂସଦରେ ଅନୁପ୍ରବେଶ କରିଥିବା ଅଭିଯୁକ୍ତ ଉଗ୍ର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିବା ଆକ୍ରମଣ ପୂର୍ବରୁ ସେମାନେ କରିଥିବା ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡିଛି। ସଂସଦରେ ଅନୁପ୍ରବେଶ କରିଥିବା ଅନ୍ୟତମ ଅଭିଯୁକ୍ତ ସାଗର ଶର୍ମା ସୋସିଆଲ ମିଡିଆରେ…

ସୁନକ ରୁହନ୍ତୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ୭୦ ପ୍ରତିଶତ ଜନସାଧାରଣ…

ଲଣ୍ଡନ,୧୪।୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି। ସର୍ଭେ ଅନୁଯାୟୀ ୭୦ ପ୍ରତିଶତ…

୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା ବୃଦ୍ଧି…

ଆଧାର ଅପଡେଟରେ ଅଧିକ ଟଙ୍କା ନେଲେ ଦେବାକୁ ପଡିବ ୫୦ ହଜାର ଜରିମାନା: ସରକାରଙ୍କ କଡ଼ା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୪।୧୨ : ଆଇଟି ମନ୍ତ୍ରଣାଳୟ ସଂସଦକୁ କହିଛନ୍ତି ଯଦି କୌଣସି ଅପରେଟର ଆଧାର ସେବା ପାଇଁ ଅଧିକ ଚାର୍ଜ ନେଉଛନ୍ତି, ତେବେ ତାଙ୍କୁ ନିଲମ୍ବିତ କରାଯାଉଛି ଏବଂ ତାଙ୍କୁ ନିୟୋଜିତ ରେଜିଷ୍ଟ୍ରାରଙ୍କ ଉପରେ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଉଛି।…

ଭିତର କଥା ବାହାରକୁ ନ ଯାଉ

ଭୁବନେଶ୍ୱର,୧୪।୧୨(ଅନିଲ ଦାସ)୨୦୦୧ ଡିସେମ୍ବର ୧୩ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଲୋକ ସଭା ଭିତରେ ୨ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରିରୁ ଚାମ୍ବରକୁ ଡେଇଁ ଏମ୍‌ପିମାନଙ୍କ ଟେବୁଲ ଉପରେ ଚଢ଼ି ବାଚସ୍ପତିଙ୍କ ଆଡ଼କୁ ଯିବା ଘଟଣା ସାରା…

ଫିଲିପାଇନ୍ସ ବିରୋଧରେ ଚାଇନାର ଆକ୍ରୋଶ ନେଇ ଚିନ୍ତିତ ବାଇଡେନ ସରକାର…

ଓ୍ବାଶିଂଟନ,୧୪।୧୨: ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଆକ୍ରୋଶକୁ ନେଇ ଆମେରିକାର ଯୁଗ୍ମ କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ଚାଲର୍‌ସ ବ୍ରାଉନ ଜୁନିୟର ସେ କହିଛନ୍ତି ପରିସ୍ଥିତି ଉପରେ ଆମେରିକା ତୀକ୍ଷ୍‌ଣ ନଜର ରଖିଛି। ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଜାହାଜ ଦ୍ୱାରା ଆକ୍ରୋଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri