ଶାଶୁଘରେ ବୋହୂଙ୍କ ପ୍ରତି ଖରାପ ବ୍ୟବହାର ଯୌତୁକ ନିର୍ଯାତନା ନୁହେଁ: ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୮।୧୨ : କର୍ନାଟକର ଏକ ଯୌତୁକ ଉତ୍ପୀଡନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଣ୍ଶାଶୁ ଘରେ ଜଣେ ବୋହୂଙ୍କୁ…
ଅବସର ନେବେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ୪ବିଚାରପତି, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ସିଜେଆଇ
ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ଦେଶରେ ଅନେକ କିଛି ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିବ। ୫ବର୍ଷ ପରେ ପୁଣି ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି କୋର୍ଟ-କଚେରୀ ମାମଲାରେ କେଇଜଣ ବିଚାରପତି ଅବସର ନେବାକୁ…
ଚାଇନାର ଷଡ଼ଯନ୍ତ୍ର: ପାକିସ୍ତାନର ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାର କରୁଛି ହୀନ ପ୍ରୟାସ…
ବେଜିଂ/ଇସଲାମାବାଦ,୨୮।୧୨ : ପାକିସ୍ତାନରେ ବାଲୁଚ ବିଦ୍ରୋହକୁ ନେଇ ଚାଇନ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଛି। ଚାଇନାର ସରକାରୀ ଗଣମାଧ୍ୟମର ପ୍ରଶ୍ନ ଉପରେ ବୈଦେଶିକ ମନ୍ତ୍ରଣାଳୟ ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାକୁ ଏକ ଅସଫଳ ଉଦ୍ୟମ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର…
ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁଙ୍କୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି
ଭୁବନେଶ୍ୱର,୨୮।୧୨: ରାଜଧାନୀରେ ଫୁଟିଲା ଗୁଳି। ନୂଆବର୍ଷ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳଙ୍କୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି।…
କୁର୍ଦ୍ଦଙ୍କ ନରସଂହାର କରୁଛନ୍ତି ଏର୍ଦୋଗନ: ନେତାନ୍ୟାହୁ ଦେଲେ ଜବାବ…
ତେଲ ଅଭିବ,୨୮।୧୨ : ଇସ୍ରାଏଲ-ଗାଜା ଯୁଦ୍ଧ ନେଇ ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଏର୍ଦୋଗନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏହାର…
ମୁସଲିମ୍ ଦେଶରେ ବି ରୋହିଙ୍ଗ୍ୟାଙ୍କୁ ଶରଣ ମନା: ଦେଶରୁ ତଡ଼ିବାକୁ ଦାବି, ଭିଡିଓ ଭାଇରାଲ…
ଜାକର୍ତ୍ତା,୨୮।୧୨: ଇଣ୍ଡୋନେସିଆରେ ମ୍ୟନେମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତୀବ୍ର ବିରୋଧ କରାଯାଉଛି। ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ଭିଡ ବାନ୍ଦା ଆଚେ ସହରରେ ଥିବା ରୋହିଙ୍ଗ୍ୟା ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଦେଶରୁ ବିତାଡିତ କରିବାକୁ ସେମାନେ ଦାବି କରିଛନ୍ତି।…
ଖାଦ୍ୟ ମାନ ଗ୍ରାହକଙ୍କୁ ଅଜଣା
ଭୁବନେଶ୍ୱର,୨୮ା୧୨(ଅନିଲ ଦାସ): ସପ୍ତାହକୁ ଥରେ କିମ୍ବା ଦୁଇଥର ପରିବାର ସହ ଲୋକମାନେ ନିଜ ପସନ୍ଦର ହୋଟେଲ କିମ୍ବା ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ଘର ଖାଦ୍ୟ ଅପେକ୍ଷା ରେଷ୍ଟୁରାଣ୍ଟ କିମ୍ବା ଫାଷ୍ଟଫୁଡ୍ ଷ୍ଟଲ୍ରେ…
ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ
କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ
ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ…
ଡିସେମ୍ବର ୩୦ରେ ଭାରତ ବନ୍ଦ ଡାକରା
ଜାମସେଦପୁର,୨୭ା୧୨: ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍ଏ ସେମାନଙ୍କ ସମର୍ଥନରେ…
ଓଜେଏସ୍ ରେଜଲ୍ଟ ପ୍ରକାଶ: ସୁଶ୍ରୀତା ଟପ୍ପର
ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି। ଏଥିରେ ମୋଟ୍ ୫୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ…
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତାବାଘ, ଧଳା ସିଂହ
ଭୁବନେଶ୍ୱର,୨୭।୧୨ : ଓଡ଼ିଶା ପଶୁପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ। ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ ଆସିବେ।…
Archives


