Home Middle

ICC Test Ranking : ବୁମରା ଶ୍ରେଷ୍ଟ ବୋଲର, ଅଶ୍ୱିନଙ୍କୁ ପକାଇଲେ ପଛରେ…

କୋଲକାତା,୭।୨ : ଭାରତୀୟ ଦଳର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଉତ୍କୃଷ୍ଟ ବୋଲିଂର ଲାଭ ପାଇଛନ୍ତି। ବର୍ତ୍ତମାନ ଜସପ୍ରୀତ ଟେଷ୍ଟରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ତାଙ୍କୁ ୮୮୧ ପଏଣ୍ଟ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ…

କର୍ନାଟକ କୃଷ୍ଣାନଦୀରୁ ମିଳିଲା ରାମଲାଲାଙ୍କ ଭଳି ଅବିକଳ ଦିଶୁଥିବା ପ୍ରାଚୀନ ବିଷ୍ଣୁ ମୂର୍ତ୍ତି, ଚାରିପାର୍ଶ୍ୱରେ ଦଶାବତାରର ଝଲକ…

ବାଙ୍ଗାଲୋର,୭।୨: କର୍ନାଟକ ରାଇଚୁର ଜିଲା କୃଷ୍ଣାନଦୀ ଗର୍ଭରୁ ବୁଧବାର ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଦିଶୁଥିବା କୁହାଯାଉଛି। ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡିଛି।…

ବିଧାନସଭାରେ ଗର୍ଜିଲେ ବିରୋଧୀ, ଅପରାହ୍ନଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୭।୨: ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ବଜେଟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ଅପରାହ୍ନଣ…

ଇଡିର ୫ ସମନକୁ ଅଣଦେଖା କଲେଣି କେଜ୍‌ରିଓ୍ବାଲ, ଆଜି ଅପରାହ୍ନରେ ଆସିବ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୭।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି। ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି। ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ରାଉସ୍‌ ଆଭିନ୍ୟୁ କୋର୍ଟ ବୁଧବାର…

ବଡ ଘୋଷଣା: ଝିଅ ଥିଲେ ମିଳିବ ୨ଲକ୍ଷ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭।୨:ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଏବେ ବି କେତେକ ସ୍ଥାନରେ ଝିଅ ଜନ୍ମ କରିବାକୁ ବୋଝ ମନେ କରୁଥିଲେ ମଧ୍ୟ ଅନେକଙ୍କ ଘରେ ଝିଅ ଆସିଲେ ଖୁସିର ଲହଡି ଭାଙ୍ଗେ। ଏବେ ଦେଶରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ଖୋଦ୍‌ ସରକାର…

ଶରଦ ପାଓ୍ବାର ଦଳକୁ ମିଳିପାରେ ଏହି ନାମ, ଚିହ୍ନ

ମୁମ୍ବାଇ,୭।୨: ମହାରାଷ୍ଟ୍ରରେ ଲୋକ ସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ନିର୍ବାଚନଆୟୋଗ (ଇସି) ତାଙ୍କ ପୁତୁରା ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ଘୋଷଣା କରିଛନ୍ତି। ଅଜିତ…

୫୦ କୋଟି ଲୋକଙ୍କ ପାଇଁ ଆସିବ ଖୁସି ଖବର!: ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଡ଼ ନିଷ୍ପତ୍ତି ନେବେ ମୋଦି ସରକାର…

ନୂଆଦିଲ୍ଲୀ,୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ନିଷ୍ପତ୍ତି ସର୍ବନିମ୍ନ ମଜୁରୀ ସମ୍ବନ୍ଧରେ। ଦେଶର ସର୍ବନିମ୍ନ ମଜୁରୀ କ’ଣ ହେବ ତାହା ସରକାର ସ୍ଥିର…

ଟିମ୍‌ ଇଣ୍ଡିଆରେ ରୋହିତ-ବିରାଟଙ୍କ ସ୍ଥାନ ନେବେ ଏହି ଦୁଇ କ୍ରିକେଟର: ଜଣେ ଗଲେ ଆଉ ଜଣେ ଆସିବେ…

କୋଲକାତା,୭।୨ : ଭାରତର କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା କାନ୍ଧରେ ଦଳର ଭାର ନେଇ ଆଗକୁ ବଢୁଛନ୍ତି। ଉଭୟ ରୋହିତ ଏବଂ ବିରାଟ ଏପରି କିମ୍ବଦନ୍ତୀ, ଯାହାଙ୍କର ଅନୁପସ୍ଥିତି ଟିମ ଇଣ୍ଡିଆ ପାଇଁ ସର୍ବଦା ଏକ ଶୂନ୍ୟସ୍ଥାନ…

ଅଜିତଙ୍କ ଚାଲାକି,ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଲେ: ଦାଖଲ କଲେ ପିଟିଶନ…

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତି। ଆୟୋଗର ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରକାଶ , ଏହି…

ଅଜିତଙ୍କୁ ଏନସିପି ପ୍ରଦାନ କରାଯିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି, ନିର୍ବାଚନ କମିଶନ କରିଛନ୍ତି ଭୁଲ: ଶିବସେନା..

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତି। ଅଜିତ ପାୱାର ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ‘ଘଣ୍ଟା’ ପାଇବା ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏମପି ସଞ୍ଜୟ ରାଉତ…

ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ ଅଡିଓ ଅପସାରଣ କରିଛି: ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଗଣମାଧ୍ୟମକୁ କହିଛନ୍ତି ଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା। ପ୍ରମାଣ ନଷ୍ଟ କରିବାକୁ ଇଡି ସିସିଟିଭି ଫୁଟେଜରୁ…

ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରୁ ବାହାର କରୁ କଂଗ୍ରେସ…

ନୂଆଦିଲ୍ଲୀ,୭।୨ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ସାମ୍ପ୍ରତିକ ଆଦର୍ଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗାନ୍ଧୀ-ନେହେରୁ ପରିବାର ତାଙ୍କ ପିତାଙ୍କୁ କୌଣସି ପଦବୀ ଦାନରେ ଦେଇ ନାହାନ୍ତି। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri