Home Middle

COP28 ମଞ୍ଚରେ ଝଡ ସୃଷ୍ଟି କଲେ ୧୨ବର୍ଷିୟ ଭାରତୀୟ ଝିଅ, କହିଲେ..

ନୂଆଦିଲ୍ଲୀ,୧୨।୧୨:ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଦୁବାଇରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ସମ୍ମିଳନୀ ୨୦୨୩(cop 28)ମଞ୍ଚକୁ ଦୋହାଲାଇ ଦେଇଛନ୍ତି। ମଣିପୁରର ୧୨ବର୍ଷିୟ ଲିସି ନିଜ ମୁଣ୍ଡ ଉପରେ ଏକ ପ୍ଲା କାର୍ଡ ଧରି cop 28 ମଞ୍ଚକୁ ଚଢିଥିଲେ। ଯେଉଁଥିରେ ଲେଖାଯାଇଥିଲା,…

ଦେଶରେ ୮୩୪ଲୋକଙ୍କ ପାଇଁ ଅଛନ୍ତି ଜଣେ ଡାକ୍ତର, ୮୦ଶତକଡା ଡାକ୍ତର ଏଲୋପାଥିକ

ନୂଆଦିଲ୍ଲୀ,୧୨।୧୨: ଦେଶରେ ଜଣେ ଡାକ୍ତର ୮୩୪ଜଣଙ୍କୁ ଚିକିତ୍ସା କରୁଛନ୍ତି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପଓ୍ବାର। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ପଞ୍ଚିକୃତ ଏଲୋପାଥିକ ଡାକ୍ତରଙ୍କ ସଂଖ୍ୟା ୮୦ପ୍ରତିଶତ ରହିଛି। ଅନ୍ୟପଟେ ଆୟୁଷ ଡାକ୍ତରଙ୍କ ସଂଖ୍ୟା ୫.୬୫ଲକ୍ଷ…

ଓବିସି-ବ୍ରାହ୍ମଣ-ରାଜପୁତଙ୍କ ଜାତିଗତ ସମୀକରଣକୁ ଗୁରୁତ୍ୱ ଦେଇଛି ଭାଜପା …

ନୂଆଦିଲ୍ଲୀ,୧୨।୧୨ : ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି। ପ୍ରତ୍ୟେକ ଥର ପରି,ଭାଜପା ଏଭଳି ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯାହାକୁ କେହି ଆଶା କରି…

ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା…

CBSE Board Exam 2024: ଡାଟା ଶିଟ ପ୍ରକାଶ, ଫେବୃୟାରୀ ୧୫ରୁ ପରୀକ୍ଷା, ଦେଖନ୍ତୁ…

ନୂଆଦିଲ୍ଲୀ,୧୨।୧୨ : ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ ଡାଟା ଶିଟ ପ୍ରକାଶ ପାଇଛି। ୧୫ ଫେବୃଆରୀ ୨୦୨୪ରୁ ପରୀକ୍ଷା ଆରମ୍ଭ ହେବ। ଭାରତ ତଥା ବିଦେଶରେ ସିବିଏସଇ ବୋର୍ଡ ସହିତ ଜଡିତ ବିଦ୍ୟାଳୟ ଥିବା ଦେଶର ସର୍ବ…

ଲୋକଙ୍କ ସୁବିଧା ପାଇଁ ନିରୀହ ପ୍ରାଣୀଙ୍କୁ ବଳି ଦିଆଯାଇ ପାରିବ ନାହିଁ: ୩୦ ବୁଲା ଗୋରୁ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କ୍ଷୋଭ…

ଅହମଦାବାଦ,୧୨।୧୨ : ନାଦିୟାଦ ମ୍ୟୁନିସିପାଲ କର୍ପୋରେଶନର କାଞ୍ଜିଆ ହଦାରେ ରଖାଯାଇଥିବା ୩୦ ବୁଲା ଗୋରୁଙ୍କ ମୃତ୍ୟୁକୁ ନେଇ ଗୁଜରାଟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ ଆଶୁତୋଷ ଶାସ୍ତ୍ରୀ ଏବଂ ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଜନସାଧାରଣଙ୍କ ସୁବିଧା…

ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ…

ହାଇଦ୍ରାବାଦ,୧୨।୧୨ : ତେଲଙ୍ଗାନାର କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ…

ନାଗରିକତ୍ୱ ଆଇନର ଧାରା ୬-ଏ କୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ରାୟ ସଂରକ୍ଷିତ, ସମ୍ବିଧାନ ବେଞ୍ଚରେ ଶୁଣାଣି ଶେଷ …

ନୂଆଦିଲ୍ଲୀ,୧୨।୧୨ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସାମ ଚୁକ୍ତିନାମାକୁ ଆଗକୁ ନେବା ପାଇଁ ୧୯୮୫ ରେ ଏକ…

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ, ବାମପନ୍ଥୀ ଛାତ୍ରଙ୍କୁ ଗୁଣ୍ଡା କହିଲେ ଥରୁର୍‌

ନୂଆଦିଲ୍ଲୀ,୧୨।୧୨: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କ କାର ଉପରେ ଆକ୍ରମଣ ଉଦ୍ୟମ ମାମଲାରେ କଂଗ୍ରେସ ଏମପି ଶଶି ଥରୁର ଟିପ୍ପଣୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି କରିଛି। ଏହି ଘଟଣାରେ ରାଜ୍ୟପାଳ ଆରିଫ୍‌ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍‌ଙ୍କୁ…

ଜାନୁୟାରୀ ୨୬ରେ ଭାରତ ଆସିବେନି ଜୋ ବାଇଡେନ, କ୍ୱାଡ ବୈଠକ ସ୍ଥଗିତ…

ଓ୍ବାଶିଂଟନ,୧୨।୧୨: ଜାନୁଆରୀ ୨୦୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରର ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ ନାହିଁ। ଆସନ୍ତା ବର୍ଷ ଜାନୁଆରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବା ପାଇଁ ଭାରତ ରାଷ୍ଟ୍ରପତି ବାଇଡେନଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ…

ଭଜନଲାଲ୍‌ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହୋଇଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଭାଜପା ବିଧାୟକ ଦଳ ବୈଠକରେ ଭଜନଲାଲ୍‌ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ରାଜସ୍ଥାନରେ ନିର୍ବାଚନ ଫଳାଫଳ ଆସିବାର ନଅ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ…

ଦେଶରେ ବେଆଇନ ଭାବେ ବାସ କରୁଥିବା ଲୋକଙ୍କ ସଂଖ୍ୟା ଆକଳନ କରିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ବେଆଇନ ଲୋକଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ନୁହେଁ କାରଣ ବେଆଇନ ଲୋକମାନେ ଗୁପ୍ତରେ ଦେଶରେ ପ୍ରବେଶ କରିଛନ୍ତି। ନାଗରିକତ୍ୱ ଆଇନର ଧାରା ୬-ଏ ର ସାମ୍ବିଧାନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri