କିମ୍ବଦନ୍ତୀ ଫୁଟବଲ୍ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ
ସାଓପାଓଲୋ,୨୭।୧: ବ୍ରାଜିଲିଆନ୍ କିମ୍ବଦନ୍ତୀ ଫୁଟବଲ୍ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି। ଏହି…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ
କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି…
Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍ ବଜେଟ୍’
ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍ ଉପସ୍ଥାପନ କରିସାରିଛନ୍ତି।…
ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ…
ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ଯ୍ୟନ୍ତ ୪୫ହଜାର ପୋଷ୍ଟ କରାଯାଇଛି। ଏହି ପୋଷ୍ଟଗୁଡିକରେ ଲୋକମାନେ ଆନ୍ନାମଲାଇଙ୍କୁ ଜୁନିଅର…
ରାଜ୍ୟପାଳ ମଝି ରାସ୍ତାରେ ବସିଲେ, କହିଲେ ମୋଦି-ଶାହାଙ୍କୁ ଫୋନ ଲଗାଅ…
ଥିରୁଭାନନ୍ତପୁରମ,୨୭।୧ : କେରଳ ରାଜ୍ୟପାଳ ଏବଂ ଏସଏଫଆଇକର୍ମୀମାନଙ୍କ ମଧ୍ୟରେ ପୁଣିଥରେ ବିବାଦ ଲାଗି ରହିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାରୁ ରାଗିଯାଇ କୋଲାମର ମଝି ରାସ୍ତାରେ ଏକ ଚେୟାରରେ ସେ ବସି ପଡ଼ିଥିଲେ। ସେ ଏସଏଫଆଇକର୍ମୀମାନଙ୍କୁ…
INDIA: ପୁଣି ଯୋଡିହେବେ କଂଗ୍ରେସ ମମତା ! ଅଖିଳେଶ ଗ୍ରହଣ କରିବେ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ନୂଆଦିଲ୍ଲୀ,୨୭।୧ : ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ମିଳିତ ହେବାର ସମ୍ଭାବନା ରହିଛ ମିଳିତ ହେବାର ସମ୍ଭାବନା ବିଷୟରେ ମଧ୍ୟ କଂଗ୍ରେସ ନିରନ୍ତର କଥାବାର୍ତ୍ତା କରୁଛି। ସୂଚନାନୁସାରେ, ଖୁବ ଶୀଘ୍ର ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ଏକ…
‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା…
ୟୁପିରେ ଛିଣ୍ଡିଲା କଂଗ୍ରେସ-ଏସପି ମଧ୍ୟରେ ଆସନ ଭାଗବଣ୍ଟା, ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ ଆସନ
ଲକ୍ଷ୍ନୌ,୨୭।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା କରାଯାଇଛି। ୟୁପିରେ ୧୧ ଆସନରେ କଂଗ୍ରେସ ନିର୍ବାଚନ ଲଢିବ। ଶନିବାର ସୋସିଆଲ ମିଡିଆରେ ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି, କଂଗ୍ରେସ ସହିତ…
ମା’ ସମଲେଶ୍ବରୀଙ୍କ ଭବ୍ୟ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର,୨୭।୧(ବି.ଶଙ୍କର): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପରିକ୍ରମା ପ୍ରକଳ୍ପ ଶନିବାର ଲୋକାର୍ପିତ ହୋଇଛି। ଏହି ଭବ୍ୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ଜମାଦାରପାଲି ଏୟାରଷ୍ଟ୍ରିପରେ…
ଆସିଲା ବଡ ଅପଡେଟ୍: ଏହି ଦିନ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ
ପାଟନା,୨୭।୧: ବିହାରରେ ବର୍ତ୍ତମାନ ରାଜନୈତିକ ତାପମାତ୍ରା ତୀବ୍ର ରହିଛି। ଏ ସମ୍ପର୍କରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏହି ପରିସ୍ଥିତିରେ ଟିକିଏ ଚିତ୍ର ସ୍ପଷ୍ଟ ହେବା ପରି ଲାଗୁଛ। ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଦୂରତା ବୃଦ୍ଧି ପାଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ…
ହରିୟାଣାରେ ଏକାକୀ ନିର୍ବାଚନ ଲଢିବ ଏଏପି
ନୂଆଦିଲ୍ଲୀ,୨୭।୧: ହରିୟାଣାରେ ୨୦୨୪ରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ମୋଡରେ ଥିବା ଜଣାପଡିଛି। ତେବେ କଂଗ୍ରେସ-ଆମ ଆଦମୀ ପାର୍ଟି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଜେଜେପି…
ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍
ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି କଥା…
Archives


