Home Middle

ISC Paper Postponed: ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୨: କାଉନସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସୋମବାର ଫେବୃଆରୀ ୨୬ରେ ଧାର୍ଯ୍ୟ ହୋଇଥିବା ରସାୟନ ବିଜ୍ଞାନ ପେପରକୁ ବାତିଲ୍‌ କରାଯାଇଛି। ‘ଅପ୍ରତ୍ୟାଶିତ ପରିସ୍ଥିତି’ କାରଣରୁ ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ରଦ୍ଦ ହୋଇଛି। ପରିଷଦ ମଧ୍ୟ…

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିବୁ ଅଗ୍ନିପଥ ଯୋଜନା, ଲାଗୁ ହେବ ପୁରୁଣା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେନାରେ ନିୟମିତ ସେବା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ପ୍ରାୟ ଦୁଇ ଲକ୍ଷ ଯୁବକଙ୍କୁ ନ୍ୟାୟ ଦିଆଯାଉ ନାହିଁ। ସେ…

ବରମୁଣ୍ଡା ଆମ୍ବେଡକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ୱର,୨୬।୨(ଅସମାପିକା ସାହୁ): ଆଗକୁ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଡକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି…

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧ ଅଗ୍ରଣୀ ହାସଲ କରିଛି। ଭାରତ ପାଇଁ ଧ୍ରୁବ ଜୁରେଲ ଏବଂ ଶୁବମାନ ଗିଲ ଷଷ୍ଠ…

ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର: ଛାତ୍ରୀଛାତ୍ର କହିଲେ- ‘ହଁ ଏହି ପ୍ରଶ୍ନ ପଡିଥିଲା’, ଖଣ୍ଡନ କଲା ବୋର୍ଡ

ଭୁବନେଶ୍ୱର,୨୬।୨: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା। ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଉତ୍ତର ସହିତ ଘୂରିବୁଲୁଥିବାରୁ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର…

ଯୁକ୍ତ ୩, ପିଜି ଛାତ୍ରୀଛାତ୍ରଙ୍କୁ ମିଳିଲା ‘ନୂଆ-ଓ’ ସ୍କଲାରଶିପ୍‌

ଭୁବନେଶ୍ୱର,୨୬ା୨: ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩ ତିନି ଏବଂ ପିଜି ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍‌ ବଣ୍ଟନ କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ…

ଆରମ୍ଭ ହେଲା ଦେଶର ସର୍ବବୃହତ ଗ୍ଲୋବାଲ ଟେକ୍ସଟାଇଲ ଇଭେଣ୍ଟ, ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଦେଶରେ ଆୟୋଜିତ ସର୍ବ ବୃହତ ବିଶ୍ୱ ବୟନ କାର୍ଯ୍ୟକ୍ରମ ମଧ୍ୟରୁ ‘ଭାରତ ଟେକ୍ସ -୨୦୨୪’ ଉଦଘାଟନ କରିଛନ୍ତି। ଭାରତ ଟେକ୍ସ -୨୦୨୪ ସୋମବାର ୨୬ ଫେବୃଆରୀରୁ ଆରମ୍ଭ ହେବ ଏବଂ ଗୁରୁବାର ୨୯ ଫେବୃଆରୀ…

Video: ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଏହି ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ନୀରଜ

ନୂଆଦିଲ୍ଲୀ,୨୬।୨: ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନୀରାଜ ଚୋପ୍ରାଙ୍କ ଚିନ୍ତା ବଢିଯାଇଛି। ଜର୍ମାନୀର ୧୯ ବର୍ଷୀୟ ମ୍ୟାକ୍ସ ଡିହନିଙ୍ଗ ୨୫ ଫେବୃଆରୀ ରବିବାର ହାଲରେ ଚାଲିଥିବା ଜର୍ମାନ ଶୀତକାଳୀନ ଥ୍ରୋ ଚାମ୍ପିଅନସିପରେ ୯୦.୨୦ ମିଟର ଜାଭେଲିନ ଫିଙ୍ଗିଛନ୍ତି। ପୁରୁଷ ଜାଭେଲିନ୍…

ମୁସଲମାନ ପକ୍ଷକୁ ବଡ଼ ଝଟ୍‌କା: ଜ୍ଞାନବ୍ୟାପିରେ ପୂଜା ଜାରି ରଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ପରିସରରେ ବ୍ୟାସ ଜୀଙ୍କର ତେହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏଠାରେ ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ…

ଦଶମ ଗଣିତ ପ୍ରଶ୍ନ ଭାଇରାଲ ଅଭିଯୋଗ, ସୋସିଆଲ ମିଡିଆରେ ଘୂରିବୁଲୁଛି ପ୍ରଶ୍ନପତ୍ର

ଭୁବନେଶ୍ୱର,୨୬।୨: ପୁଣି ଆସିଲା ଦଶମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ଭାଇରାଲ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲୁଥିବାରୁ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।…

ମଞ୍ଚ କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ ଗଛରେ ପିଟିହେଲା: ୩ ମୃତ. ୪ ଗୁରୁତର

କେନ୍ଦ୍ରାପଡା,୨୬।୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ କେନାଲ ରାସ୍ତ ରାସ୍ତାର ଓସ୍ତପୁର ଠାରେ ବୋଲେରୋ ଗାଡି ସୋମବାର ସକାଳେ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ନରଣପୁର ଗ୍ରାମର ଉତମ କୁମାର…

ଭାରତରେ ଅଧିକ ବେରୋଜଗାରି, ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ

ନୂଆଦିଲ୍ଲୀ,୨୬।୨: ୨୦୨୨ରେ ଭାରତର ଯୁବ ବେରୋଜଗାରି ହାର ୨୩.୨୨% ଥିଲା, ଯାହାକି ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ଯୁବ ବେରୋଜଗାରି ହାର ପାକିସ୍ତାନରେ ୧୧.୩% ଥିବାବେଳେ ବାଂଲାଦେଶରେ ୧୨.୯% ଓ ଭୁଟାନରେ ୧୪.୪% ଥିଲା। ସେହି ବର୍ଷ ଚାଇନାରେ ବେକାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri