ଏଏପିର ଗ୍ୟାରେଣ୍ଟି କାର୍ଡ
ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପରିପ୍ରେକ୍ଷୀରେ ୧୩ ପ୍ରସଙ୍ଗ ନେଇ ଜିଲା ସଭାପତି ସ୍ବର୍ଣ୍ଣ ଭାରତ ମଲ୍ଲିକ ଗ୍ୟାରେଣ୍ଟି କାର୍ଡ଼…
ପୁଣି ବଢିଲା ପେଟ୍ରୋଲ-ଡିଜେଲ୍
ନୂଆଦିଲ୍ଲୀ,୨୨।୩: ପୁଣି ମହଙ୍ଗା ମାଡ। ବଢିଲା ପେଟ୍ରୋଲ ଏବଂ ଡିଜେଲ୍ର ଦାମ୍। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାପୂର୍ବରୁ ବହୁଳବ୍ୟବହାରକାରୀ ଗ୍ରାହକଙ୍କ ପାଇଁ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି…
କୃଷି ଆଇନକୁ ଅଧିକାଂଶ ଚାଷୀ ସଂଗଠନର ସମର୍ଥନ ଥିଲା
ନୂଆଦିଲ୍ଲୀ,୨୨।୩ : ଅଧିକାଂଶ କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିଲେ। ଏବେ ଉକ୍ତ ଆଇନକୁ ପ୍ରତ୍ୟାହାର କରିନିଆଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ବିଭିନ୍ନ ସଂଗଠନ ସହ ଆଲୋଚନା କରିବା ପରେ ଉପରୋକ୍ତ ତଥ୍ୟ ଜାଣିବାକୁ ପାଇଛନ୍ତି।…
ୟୁକ୍ରେନ୍ରୁ କ୍ୟାଶ୍ ନେଇ ପଳାଉଥିଲେ
ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି ପୂର୍ବତନ ଏମ୍ପି କୋତ୍ଭିତ୍ସ୍କିଙ୍କ ସ୍ତ୍ରୀ। ସେ ୟୁକ୍ରେନ୍ ଛାଡ଼ି ଜାକରପଟିଆ ପ୍ରଦେଶ ଦେଇ ହଙ୍ଗେରୀରେ…
ଭାରତର ଆଭିମୁଖ୍ୟ ଗ୍ରହଣ କରିଛି କ୍ୱାଡ୍
ନୂଆଦିଲ୍ଲୀ, ୨୨ା୩: ୟୁକ୍ରେନ୍-ରୁଷିଆ ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ କ୍ୱାଡ୍ ଦେଶ ଗ୍ରହଣ କରିଛନ୍ତି ବୋଲି ଅଷ୍ଟ୍ରେଲିଆ କହିଛି। ୟୁକ୍ରେନ୍ରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମସ୍ତ ସମ୍ପର୍କକୁ ବ୍ୟବହାର କରୁଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆ…
ଅନ୍ତିମ ରଣକୌଶଳ ଉପରେ ଭରସା
ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୨୨ା୩:ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ପୌର ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି । ସେଥିପାଇଁ ସହରର ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନର ଅନ୍ତିମ…
ମୃତ୍ୟୁ ପାଖରେ ହାର୍ ମାନିଲା ୫୦ ବର୍ଷର ଅଭିଜ୍ଞତା
କେନ୍ଦ୍ରାପଡ଼ା ଅଫିସ,୨୨ା୩:ମୃତ୍ୟୁ କାହା ପାଖକୁ କେତେବେଳେ ଆସେ ସେ କଥା କହିବା ଅସମ୍ଭବ। ରଥୀ ମହାରଥୀ ହୁଅନ୍ତୁ କି ସାଧାରଣ ମଣିଷ, ସବୁ କାଳ ହାତରେ ବନ୍ଧା। ଏପରି କି ମୃତ୍ୟୁ ପାଖରେ ନାନା କୌଶଳ ଓ ଅଭିଜ୍ଞତା ବି ହାରମାନେ…
ପ୍ରଚାରରେ ହେଭିଓ୍ବେଟ୍ଙ୍କ ଦେଖା ମିଳିଲାନି
ପଟ୍ଟାମୁଣ୍ଡାଇ ୨୨ା୩(ସ୍ବ.ପ୍ର.):ପଟ୍ଟମୁଣ୍ଡାଇ ପୌର ପରିଷଦ ପାଇଁ ୩ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍ ଲଗାଇ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇ ବ୍ଲକରେ ସମସ୍ତ ଜିଲା…
ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଟ୍ୟାକ୍ସି ଡ୍ରାଇଭର
ଓ୍ବାଶିଂଟନ,୨୨।୩ : ସମୟ ଯେ କାହା ପାଇଁ କିପରି ଆସିବ, ତାହା କହି ହେବ ନାହିଁ। କୁହାଯାଏ, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର। ଏଭଳି ଏକ ଘଟଣା ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ତାଲିବାନ…
କଂଗ୍ରେସ କ୍ୟାମ୍ପକୁ ପୋଡ଼ିଦେଲେ
ପିପିଲି,୨୨।୩(ସ୍ବ.ପ୍ର.): ପୌର ନିର୍ବାଚନକୁ ଆଉ ଦିନ କେଇଟା ପରେ ହେବାକୁ ଥିବାବେଳେ ପିପିଲିରେ ଦେଖାଦେଇଛି ନିର୍ବାଚନୀ ହିଂସା। ପିପିଲି ପୌରାଞ୍ଚଳର ୭ନଂ. ୱାର୍ଡରେ ନିର୍ବାଚନ ପ୍ରଚାର ପାଇଁ ହୋଇଥିବା କଂଗ୍ରେସ ଦଳର କ୍ୟାମ୍ପ ଅଫିସକୁ ରବିବାର ବିଳମ୍ବିତ ରାତିରେ କେହି ନିଆଁ…
ମହାପ୍ରଭୁଙ୍କୁ ଦର୍ଶନ କଲେ କପିଲ
ପୁରୀ ଅଫିସ, ୨୨ା୩:କମେଡ଼ି କିଙ୍ଗ୍ ଭାବେ ପରିଚିତ ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। କପିଲ ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଭିତର…
ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ
ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ ରହିଛି। ବଡ଼ଫାଟର ଲମ୍ବ ୨ଫୁଟ୍ରୁ ଅଢ଼େଇ ଫୁଟ୍ ହୋଇଥିବାବେଳେ ଓସାର ୧ଫୁଟ୍ରୁ ଅଧିକ ରହିଛି।…
Archives


