ଖବରଦାତା ଅରିନ୍ଦମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ : ଉନ୍ମୋଚନ ହେଲା ସ୍ମରଣୀକା
ପାଟଣା,୧୩।୯(ସ୍ବ.ପ୍ର.): ଖବରଦାତା ଅରିନ୍ଦମ ଦାସଙ୍କ ମଙ୍ଗଳବାର ପ୍ରଥମ ଶ୍ରାଦ୍ଧ ବର୍ଷିକୀ। ଏହି ଅବସରରେ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। ହିନ୍ଦୁଶାସ୍ତ୍ର ମତେ ପିଣ୍ଡ ପ୍ରଦାନ କାର୍ଯ୍ୟ…
ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…
ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଜ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ…
ଶେଷରେ ପନ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅଭିନେତ୍ରୀ
ନୂଆଦିଲ୍ଲୀ,୧୩।୭: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଅଛନ୍ତି ଚର୍ଚ୍ଚାରେ। କେତେବେଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ତ କେବେ ପାକିସ୍ତାନୀ ବୋଲର୍ ନସିମ ଶାହଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି। ଉଭୟ ଘଟଣାରେ ଉର୍ବଶୀ ମୁହଁ ଖୋଲି ଜବାବ ରଖୁଛନ୍ତି।…
ପଞ୍ଜାବରେ ଅପରେଶନ୍ ଲୋଟସ୍: ବିଧାୟକଙ୍କୁ ୨୫-୨୫କୋଟିର ଅଫର
ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍ ଲୋଟସ୍ ପରିଚାଳିତ ହେବା ସହ ଏଏପି…
ରେଗିଢ଼ି ଛକରେ ଠିକାଦାରଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୧୩।୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଛକ ନିକଟ ରେଗିଢ଼ି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା…
ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍ସି ମୁହାଁମୁହିଁ
କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଭାଜପାର ଅନେକ ନେତା ଓ କର୍ମକର୍ତ୍ତା କୋଲକତା ଓ ହାଓ୍ବଡାରେ ପହଞ୍ଚିଥିଲେ।…
ସଞ୍ଜୟ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା
ମୁମ୍ବାଇ: ବଲିଉଡ କୁଇନ କଙ୍ଗାନା ରାନାୱତ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଏହାର ଝଲକ ବି ସେ ଶେୟାର କରି ସାରିଛନ୍ତି…
ସନ୍ତୋଷ ସାହୁ ପୁରୁଷୋତ୍ତମପୁରର ନୂଆ ତହସିଲଦାର
ପୁରୁଷୋତ୍ତମପୁର,୧୩।୯(ଡି.ଏନ୍.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂଆ ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ତେବେ ପୁରୁଷୋତ୍ତମପୁରରେ ଥିବା ତହସିଲଦାର ନିତିଶ କୁମାର ତ୍ରିପାଠୀଙ୍କ…
ଛାତ୍ରୀଙ୍କ ଉପରେ ଟ୍ରକ୍ ଚଢିଯିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ
ବରଗଡ ଅଫିସ,୧୩।୯: ବରଗଡ ଜିଲା ବିଜେପୁର ଗଞ୍ଜେଇଭାଟି ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଛାତ୍ରୀ ସୁନୀତା ମେହେର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ…
୧୧୦ ବର୍ଷ ପୁରୁଣା କ୍ଲବରେ ହେବ ଅଲି ଫାଜଲ-ରୁଚା ଚଢାଙ୍କ ୱେଡିଂ ରିସେପଶନ, ମେମ୍ବରଶିପ ପାଇଁ ଲାଗିଯାଏ ବର୍ଷବର୍ଷ
ମୁମ୍ବାଇ: ବଲିଉଡରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଷ୍ଟାର ଯୋଡିଙ୍କ ବିବାହ । ବିୟୁଟିଫୁଲ ଆକ୍ଟ୍ରେସ୍ ରୁଚା ଚଢା ଓ ଅଲି ଫାଜଲ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି । କପୁଲଙ୍କ ବିବାହ ଡେଟ୍ବି ସାମ୍ନାକୁ ଆସି ସାରିଛି…
ବର୍ଷାରେ ସ୍କୁଟି ତଳେ ଖାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କେତେକ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କେତେକ ଭାବପ୍ରବଣ କରିଦିଏ। ଠିକ୍ ସେମିତି ଏକ ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ…
ମମତାଙ୍କ ବିରୋଧରେ ପୁଣି ଗର୍ଜିଲା ଭାଜପା, ଗିରଫ ହେଲେ ଶୁଭେନ୍ଦୁ
କୋଲକାତା,୧୩ ।୯: ପଶ୍ଚିମ ବଙ୍ଗ ରାଜନୀତି ପୁଣିଥରେ ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ମମତା ବାନାର୍ଜୀଙ୍କ ଗୁମର ଖୋଲିଛି । ପ୍ରଦେଶ ଭାଜପା ରାଜ୍ୟର ବରିଷ୍ଠ ନେତାଙ୍କ ନେତୃତ୍ୱରେ ନବାନ୍ନ ଅଭିଯାନ ଆରମ୍ଭ କରିଛି । ଏଥିରେ…

