Home Left

ଏକୁଟିଆ ପାଇ ଆଦିବାସୀ ମହିଳାଙ୍କୁ ଜଣଙ୍କ ପରେ ଜଣେ ବଳାତ୍କାର, ୨ ଜଣଙ୍କୁ ବାନ୍ଧି…

ବୈରୀ,୧।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ଭାଲୁଖାଇ ଜଙ୍ଗଲରେ ଜଣେ ଆଦିବାସୀ ମହିଳାଙ୍କୁ ୨ ଜଣ ଦୁର୍ବୃତ୍ତ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବୈରୀ ପୋଲିସ...

ରାତି ଅଧରେ ଔଷଧ ଦୋକାନରେ ଭଙ୍ଗାରୁଜା, ଉଲଗ୍ନ ହୋଇ ନିଆଁ ଲଗାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧ା୭(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ବଡଗୁମା ବଜାର ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରେ ସୋମବାର ରାତି ଗୋଟାଏ ସମୟରେ ଜଣେ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହିତ ଉଲଗ୍ନ ହୋଇ ନିଆଁ ଲଗାଇ ବାଇକ୍‌ ଜାଳି...

ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ !

ଦେବଗଡ଼,୧।୭: ଦେବଗଡ଼ ଜିଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଠିଆନାଳ ଗାଁର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଚପଲ ଓ ହେୟାର କ୍ଲିପ୍‌ ପଡ଼ିଥିବା ଦେଖାଯାଇଛି। ଯୁବତୀଙ୍କ ମୁହଁରେ ଓଢ଼ଣୀ ଲାଗିଥିବା ଯୋଗୁଁ...

ରାତିର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର, ବ୍ରହ୍ମପୁର ଜେଲ୍‌କୁ ଗଲେ ମୁରଲୀ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବାଳତ୍କାର ଘଟଣାରେ ପୋଲିସ ଅଭିଯୁକ୍ତ ମୁରଲୀ ବେହେରାଙ୍କୁ ଗିରଫ କରି ମଙ୍ଗଳବାର ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଥାନା...

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସାମୁହିକ ଛୁଟିରେ ଗଲା ବରଗଡ଼ ଓଏଏସ୍‌ ସଂଘ

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ପଡିଛି। ଆକ୍ରମଣ ଘଟଣାକୁ ବରଗଡ଼ ଜିଲା...

ତିନି ଥର ବିଫଳ ପରେ ମଧ୍ୟ ହାର ନ ମାନି IAS ହେଲେ ନେହା ବ୍ୟାଦୱାଲ: ମୋବାଇଲ ସହ ‘ବ୍ରେକଅପ୍’ ଦେଲା ସଫଳତା

ରାୟପୁର/ଅହମଦାବାଦ,୧।୭: ନେହା ବ୍ୟାଦୱାଲ, ୨୫ ବର୍ଷୀୟ ଜଣେ ଆଇଏଏସ୍ ଅଫିସର, ଯିଏ ବର୍ତ୍ତମାନ ଗୁଜରାଟରେ କାର୍ଯ୍ୟରତ ଅଛନ୍ତି, ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ବଳରେ ସଫଳତାର ଶୀର୍ଷକୁ ଅଭିଯାନ କରିଛନ୍ତି। ତିନି ଥର ବିଫଳତା ସତ୍ତ୍ୱେ ସେ...

ଆମେ ଦୁହେଁ ପ୍ରାଇଭେଟ୍‌ ପ୍ଲେନରେ… ଶେଫାଳୀଙ୍କ ମୃତ୍ୟୁ ପରେ ପୂର୍ବତନ ସ୍ବାମୀ କଲେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ,୧।୭: ‘କାଣ୍ଟା ଲଗା ଗାର୍ଲ’ ଏବଂ ‘ବିଗ ବସ ୧୩’ ଫେମ ଭାବରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ମାତ୍ର ୪୨ ବର୍ଷ ବୟସରେ ଶେଫାଳୀ ସମସ୍ତଙ୍କୁ ସବୁଦିନ ପାଇଁ ଛାଡ଼ି...

ଗଞ୍ଜାମରେ ପୁଣି ଚାଞ୍ଚଲ୍ୟ: ଗେଷ୍ଟ ହାଉସ୍‌କୁ ପ୍ରେମିକାଙ୍କୁ ଆଣିି ଛୁରୀ ଭୂଷି ହତ୍ୟା, ଥାନାରେ ଆତ୍ମସମର୍ପଣ କରି…

ବ୍ରହ୍ମପୁର, ୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାକୁ ଜାତୀୟସ୍ତରରେ ନିନ୍ଦା କରାଯାଉଛି। ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢୁଛି। ସେହି ଅନୁପାତରେ ଗତ ୪ ଦିନ...

ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ….

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଫରେଷ୍ଟର...

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଗତିରୋଧ: କୃଷି ଓ ଡେୟାରୀ କ୍ଷେତ୍ରରେ ଭାରତର ଦୃଢ଼ ଅବସ୍ଥାନ

ନୂଆଦିଲ୍ଲୀ/ୱାଶିଂଟନ,୧।୭: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା କୃଷି ଓ ଡେୟାରୀ କ୍ଷେତ୍ର ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଗତିରୋଧର ସମ୍ମୁଖୀନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ଗତିରୋଧ ଏପର୍ଯ୍ୟନ୍ତ “ସମାଧାନ...

ପୋଲ ମରାମତି ପାଇଁ ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ): ୫୯ନଂ ଜାତୀୟ ରାଜପଥ ପିପଳପଙ୍କା ଗ୍ରାମ ନିକଟ ଏକ ଅଣ ଓସାରିଆ ପୋଲକୁ ମରାମତି ପାଇଁ ଅଘୋଷିତ ରାସ୍ତା ଅବରୋଧ କରାଯାଇଛି। ଗାଡ଼ି ମଟରା ଅଟକି ରହିବା ଯୋଗୁ ବ୍ରହ୍ମପୁର, ରାଇପୁର, ଦାରିଙ୍ଗବାଡ଼ି, ସୋରଡ଼ା,...

ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲା: ଅପରେଶନ୍ ସିନ୍ଦୁର ପରେ ପ୍ରଥମଥର କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ/ବାର୍ମିଂହାମ: ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ଐତିହାସିକ ମୁକାବିଲା ଇଂଲଣ୍ଡର ଏଡଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଜୁଲାଇ ୨୦, ୨୦୨୫ରେ ଅନୁଷ୍ଠିତ ହେବ। ବିଶ୍ୱ ଚାମ୍ପିଅନସିପ୍...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri