Home Left

ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ ବେଲପାହାଡ଼ ଥାନାରେ କେସ୍‌…

ମୋଦିଙ୍କ ଉପହାରର ନିଲାମି ଆରମ୍ଭ

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡିକର ନିଲାମି ଶନିବାର ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ସ୍ଥିତ ନ୍ୟାଶନାଲ ଗ୍ୟାଲେରୀ ଅଫ୍‌ ମର୍ଡନ ଆର୍ଟରେ ଏହା ଆରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୩ ପର୍ଯ୍ୟନ୍ତ…

ଏଣିକି ଭଲ କାମ କଲେ ଥାନାଧିକାରୀଙ୍କୁ ମିଳିବ ପଦୋନ୍ନତି, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର କାର୍ଯ୍ୟକ୍ରମ’। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୬୩୫ଜଣ ଥାନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ୫-ଟିରେ ଭଲ କାମ…

ଏମିତି ଗାଁ, ଯେଉଁଠି ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି। ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ। କିନ୍ତୁ ଏମିତିି ଏକ ଗାଁ ରହିଛି, ଯାହାର ସମସ୍ତ ଘର ଅଣ୍ଡରଗ୍ରାଉଣ୍ଡରେ ଅର୍ଥାତ ମାଟିତଳେ। ଅବିଶ୍ୱସନୀୟ…

ନିଶା ଦେଇ ନାଲକୋ ଅଧିକାରୀଙ୍କ ଠାରୁ ଟଙ୍କା ଲୁଟ୍‌: ଗୁରୁତର ଅବସ୍ଥାରେ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି

ବଅଁରପାଳ,୧୪।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ତାଳଚେର ନାଲ୍‌କୋ ସିପିପି ସିଏଚ୍‌ପିରେ ଅଧିକାରୀ ଭାବେ କାର୍ଯ୍ୟକରୁଥିବା ମୋହିନୀ ଚରଣ ମଲିକ ଶୁକ୍ରବାର ରାତିରେ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ନିଶାଦେଇ ଟଙ୍କା, ସୁନା ମୋବାଇଲ ଓ ଏଟିଏମ୍‌ କାର୍ଡ ଲୁଟି ନେଇଥିବା ଜଣାପଡିଛି।…

ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି,୧୪।୯(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀମାନେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟକରି ପୋଲିସ ସୂଚନାଦାତା ଦର୍ଶାଇ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କୁ ପୋଲିସ ଇନ୍‌ଫର୍ମର କାମ ବନ୍ଦ କରିବାକୁ…

ମେନ୍ଧର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୪।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଶନିବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ପ୍ରାୟ ୯ଟା ୩୦ରେ ମୋର୍ଟାର ମାଡ କରିବା ସହ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…

ଜାପାନରେ ୭୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଶହେ ବସନ୍ତ

ଟୋକିଓ,୧୪।୯: ଜପାନରେ ଜନ୍ମହାର କମ୍‌ ହେବା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରଥମ ଥର ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧ ହଜାର ଟପି ଯାଇଛି। ଦେଶରେ ଲାଗାତାର ୪୯…

ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଗିରଫ

ବାରିପଦା ଅଫିସ,୧୪।୯: ବାରିପଦା ବସ୍‌ଷ୍ଟାଣ୍ଡରୁ ବାରିପଦା ଟାଉନ ଥାନା ପୋଲିସ ଶନିବାର ୧୫ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଞ୍ଜିତ ମଣ୍ଡଳ ଓ ବାବୁଲୁ ସର୍ଦାର।…

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ ହୋଇଛନ୍ତି।…

ନାଚୁ ନାଚୁ ଚାଲିଗଲା ଜୀବନ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ନାଚୁଥିବା ସମୟରେ ମୃତ୍ୟୁ ଘଟିଛି। ସେହି ସମୟରେ ରେକର୍ଡ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍‌ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ। ରଙ୍ଗମଞ୍ଚରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?