Posted inଫୁରସତ

ସାପ ବିଷରେ ତିଆରି ହେଉଛି ଆଣ୍ଟିଡୋଟ

ସାପ ଏବଂ ସାପର ବିଷ ଅତ୍ୟନ୍ତ ମାରାତ୍ମକ ବୋଲି ଆମେ ଆଗରୁ ଶୁଣିଛେ। ହେଲେ ଜାଣିଛନ୍ତି କି ସାପ ବିଷରୁ ଅନେକ ଗୁଡିଏ ଔଷଧ ତିଆରି କରାଯାଏ। ଏପରିକି ଆଣ୍ଟିଡୋଟ ତିଆରି କରିବା ପାଇଁ ସାପର ବିଷ ବ୍ୟବହାର କରାଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସାପର ବିଷ କିପରି ବାହାର କରାଯାଏ, ତା’ର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଆଇଏଏସ ଅଧିକାରୀ ସୁପ୍ରିୟା ସାହୁ ଶେୟାର କରିଛନ୍ତି। ଯାହାକୁ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଭିଡିଓରେ ଏକ ସାପକୁ ଆଣି ବିଷ ବାହାର କରାଯାଉଥିବା ଦେଖାଯାଇଛି। ଇରୁଲା ଜନଜାତଙ୍କ ବିଷୟରେ ଦେଖିବାକୁ ଗଲେ, ସେମାନେ ସାପର ବିଷ ବାହାର କରିବା ଏବଂ ଔଷଧ ତିଆରି କରିବା ପାଇଁ ସରକାରଙ୍କଠାରୁ ବିଶେଷ ଅନୁମତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍କୁଲ, ଯେଉଁଠି ଲୋକେ ନେଉଛନ୍ତି ଝଡ଼ାଫୁଙ୍କା ତାଲିମ

ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ଆଉକିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଅନ୍ଧବିଶ୍ୱାସ ପାଇଁ ସ୍ବତନ୍ତ୍ର ଏକ ପାଠଶାଳା ମଧ୍ୟ ଖୋଲିଛନ୍ତି।...

ମଣିଷ ପରି ଦେଖାଯାଉଥିବା ମାଛ

ସମୂଦ୍ରରେ ଅନେକ ପ୍ରକାରର ଜୀବ ରହିଛନ୍ତି। ଅଧିକାଂଶ ଜୀବ ଆମେ ଦେଖିନାହୁଁ। ଏବେ ଏମିତି ଏକ ମାଛ ଦେଖିବାକୁ ମିଳିଛି ଯାହାର ମୁହଁ ଏବଂ ଦାନ୍ତ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁନଲୁର

କେରଳର କୋଲାମ୍‌ ଜିଲାରେ ଅବସ୍ଥିତ ପୁନଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। କୋଳାହଳରୁ...

ବିଶ୍ୱର ସୁପରହିଟ୍‌ ଷ୍ଟାର: ମାତ୍ର ୧୬ ବର୍ଷ ବୟସରେ ୪୪୦୦ କୋଟିର ମାଲିକାଣୀ

ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଭାରତରେ ଚାଲିଥିବା କିଷାନ ଆନ୍ଦୋଳନରେ ଟୁଇଟ୍‌ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ବାର୍‌ବାଡୋସର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

ପିଇବା ପାଣି ପାଇପ୍‌ରୁ ବାହାରୁଛି ସାପ…

ଭୋପାଳ,୩୧।୫: ପିଇବା ପାଣି ପାଇପ୍‌ରୁ ଛୋଟ ଛୋଟ ସାପ ଛୁଆ ବାହାରୁଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ଟିକମ୍‌ଗଡ଼ରେ ସରକାରୀ ସପ୍ଲାଏ...

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

୧୯୯୦ ମସିହାରୁ ବଢ଼ାଇଥିଲେ ନଖ; ଏବେ କାଟିବା ବେଳେ ଭାବବିହ୍ବଳ ହେଲେ ଗିନିଜ ରେକର୍ଡଧାରୀ ଏହି ମହିଳା

ସଉକ ବଡ଼ କଥା। କିଛି ଲୋକ ରେକର୍ଡ ନିଶାରେ ଅଜବ ସଉକ ଆପଣାଇଥାନ୍ତି। ସେଭଳି ଜଣେ ଥିଲେ ଆମେରିକାର ଟେକ୍ସାସ୍‌ ସହରରେ ରହୁଥିବ ଅୟାନା ଓ୍ବିଲିୟମ୍ସ।...

Advertisement
Archives

Model This Week