ଭାରତ ପାଇଁ କର ବା ମର ମ୍ୟାଚ୍
ରାଜକୋଟ,୧୭।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଚତୁର୍ଥ ମ୍ୟାଚ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ସିରିଜ ସମାନ…
ଚର୍ଚ୍ଚାରେ ଟି-୨୦ ନକଲି ପାସ୍
କଟକ ଅଫିସ, ୧୭ା୬:ବାରବାଟୀରେ ଗତ ୧୨ତାରିଖରେ ଅନୁଷ୍ଠିତ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚରେ ନକଲି ପାସ୍ କାରବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକଲି ପାସ୍ ଧରି ବହୁ ଲୋକ ଷ୍ଟାଡିୟମ୍ ଭିତରେ ପଶିଥିବା ଦେଖିବାକୁ ମିଳିଥିଲା। ଏପରି କି କଡ଼ା…
ଲେଖିକା ହେବାକୁ ମନ ବଳାଇଲେଣି ମଲାଇକା
ମୁମ୍ବାଇ: ବଲିଉଡ୍ ଆଇଟମ୍ ଗର୍ଲ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କର ଫିଟ୍ନେଶ ଏବଂ ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ଭିତରେ ମଲାଇକା ଲେଖିକା ହେବାକୁ ମନ ବଳାଇଛନ୍ତି। ଫିଟ୍ନେଶକୁ ନେଇ ସେ ଏକ ବହି ଲେଖିବାକୁ…
ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ଲାନ୍
ପୁରୀ ଅଫିସ,୧୭।୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଗୁରୁବାର ପୁରୀ ଜିଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍. କେ. ଶର୍ମା ଅଧ୍ୟକ୍ଷତା କରିଥିଲେ। ସ୍ନାନଯାତ୍ରା ଭଳି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…
୫ କ୍ରଶରରେ ଆୟକର ଚଢ଼ାଉ
ଯାଜପୁର ଅଫିସ/ଧର୍ମଶାଳା, ୧୭ା୬(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା କ୍ରଶର ୟୁନିଟ୍ କୋଣାର୍କ, ଅରୁଣୀ, କଲ୍ୟାଣୀ, ଏସ୍ଟି ମିନେରାଲ୍ସ ଓ ପିଜେ ମିନେରାଲ୍ସ ଉପରେ ଗୁରୁବାର ସକାଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୨…
ବଢୁଛି ବେଆଇନ ବାଲି ପରିବହନ
ରସୁଲପୁର,୧୭ା୬(ଡି.ଏନ.ଏ.):ରସୁଲପୁର ତହସିଲ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ନିଲାମ ବାଲିଘାଟ ରହିଛି। ତେବେ ଉକ୍ତ ବାଲିଘାଟଗୁଡ଼ିକରୁ ଦୈନିକ ଶହଶହ ଟ୍ରିପ୍ ବାଲି ବେଆଇନ ଭାବେ ପରିବହନ ହେଉଥିବା ଅଭିଯୋଗ ହେଉଛି। ଲିଜ୍ଧାରୀ ଲଘୁଖଣିଜ ପରିବହନ ଆଇନ ଖିଲାପ କରି ବାଲି ପରିବହନ କରୁଛନ୍ତି।…
ଲୁହା ପଥର ଦର ହ୍ରାସ ଆଶାରେ ଶିଳ୍ପ ସମୂହ
ଯାଜପୁର ଅଫିସ,୧୭ା୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ନିଯୁକ୍ତି ବଦଳରେ ପୁଣି କର୍ମଚାରୀ ଓ ଶ୍ରମିକ ଛଟେଇ ଆଶଙ୍କା ଦେଖାଦେଇଛି। ଆବଶ୍ୟକ କଞ୍ଚାମାଲ ଅଭାବ, ଲୁହାପଥର, କ୍ରୋମାଇଟ ମୂଲ୍ୟ ବଢ଼ିବା ସହ ତୈଳ ଦରବୃଦ୍ଧି କାରଣରୁ ଟ୍ରକ ମାଲିକମାନେ ପରିବହନ ଦର ବୃଦ୍ଧି କରିବା…
ଆଜି ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିସାରିଛନ୍ତି। ଇତିମଧ୍ୟରେ ସବୁ ମନ୍ତ୍ରୀ ଦାୟିତ୍ୱ ନେଇ ସାରିଥିବାବେଳେ ଶୁକ୍ରବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଉପରେ ନଜର
ଭୁବନେଶ୍ୱର,୧୭ା୬(ବ୍ୟୁରୋ):ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜିସାରିଛି। ଏଥିପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍ଡିଏ ଏବଂ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଭାଜପା ପାଖରେ ଆବଶ୍ୟକ ଭୋଟ ସଂଖ୍ୟା ନାହିଁ। ତେଣୁ ଭାଜପା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.…
ରାଜଭବନ ଆଗରେ ଗର୍ଜିଲା କଂଗ୍ରେସ
ଭୁବନେଶ୍ୱର,୧୭ା୬(ବ୍ୟୁରୋ):ଦିଲ୍ଲୀ ପୋଲିସ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଆଇସିସି ନିଷ୍ପତ୍ତି ଅନୁସାରେ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ…
ଲକ୍ଷେ ଦେଲେ ଗାଁରେ ମିଶିବେ ପରିବାର
ଛତ୍ରପୁର,୧୭ା୬(ଡି.ଏନ୍.ଏ.):ଗଞ୍ଜାମ ଜିଲାରେ ଗୋଟିଏ ପରେ ଗୋଟିଏ ସାମାଜିକ ବାସନ୍ଦ ଘଟଣା ପଦାକୁ ଆସିବାରେ ଲାଗିଛି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀରେ ଗତ ଦେଢମାସ ହେଲା ଏପରି ଅଭିଯୋଗ ଆସୁଛି। ୧୧ ବର୍ଷ ହେଲା ଏକ ପରିବାର ବାସନ୍ଦ ହୋଇଛନ୍ତି। ଗାଁରେ ମିଶିବାକୁ ହେଲେ…
ସୁପ୍ରିମକୋର୍ଟ ବିଚାରପତିଙ୍କୁ ହୃଦ୍ଘାତ
ନୂଆଦିଲ୍ଲୀ,୧୭।୬(ପି.ଟି.):ହିମାଚଳପ୍ରଦେଶରେ ଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହାଙ୍କୁ ଗୁରୁବାର ହୃଦ୍ଘାତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇଛି। ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଜଷ୍ଟିସ ଶାହାଙ୍କୁ…
Archives


