ସକାଳୁ ମେଥିପାଣି ପିଇଲେ ମିଳିଥାଏ ଅନେକ ଲାଭ, ଓଜନ ହ୍ରାସଠୁ ଆରମ୍ଭ କରି…
ସୁସ୍ଥ ରହିବାକୁ ଚାହୁଁଥିଲେ ଘରୋଇ ଉପଚାର ବେଶ୍ ଲାଭଦାୟକ ହୋଇଥାଏ। ଯଦି ପ୍ରଭାବଶାଳୀ ଉପଚାର ଖୋଜୁଛନ୍ତି ତେବେ ମେଥିପାଣି ବହୁ ଉପାଦେୟ। ଯାହା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟକୁ ଉନ୍ନତ କରିପାରିବ। ଜାଣନ୍ତୁ ଏନେଇ କ’ଣ କୁହନ୍ତି ଆୟୁବେର୍ଦିକ ବିଶେଷଜ୍ଞ।...
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ନ ମାନିବାରୁ ପ୍ରେମିକଙ୍କୁ ସ୍ବାମୀଙ୍କ ସହ ମିଶି ହତ୍ୟା କଲେ ସ୍ତ୍ରୀ
ଗାଜିଆବାଦ,୬।୭: ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ବିବାହିତ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖିବା ପାଇଁ ଜଣେ ଯୁବକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି। ପ୍ରେମିକାର ସୱାମୀ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିପାରିଥିଲେ। ତା’ପରେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ କହିଲେ...
ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ଦେଉଳକୁ ଫେରିବା ବାଟରେ...
ମୋ ଝିଅକୁ ଜାଳିଦେଲେ କହି ବାହୁନିବାହୁନି କାନ୍ଦୁଛି ମା’
ବାଲେଶ୍ୱର,୬।୭ : ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଟାଉନ ଥାନା ବଙ୍କାଖଜୁରି ଗାଁରେ।ଶାଶୁ ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକ। ଝିଅକୁ ଜାଳିଦେଇଥିବା କାନ୍ଦିକାନ୍ଦି...
୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା
ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ରାଜା ୩ରଥରେ ଛେରାପହଁରା ନ କରିବାରୁ ୭ଶହ ବର୍ଷର...
ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲନ ମସ୍କ, ଟ୍ରମ୍ପଙ୍କ ସହ ବିବାଦ ପରେ ବଡ଼ ଘୋଷଣା
ନୂଆଦିଲ୍ଲୀ,୬।୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା...
୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର,୬।୭ (ଅନୁରାଧା ମହାରଣା): ଆସନ୍ତା ୯ ତାରିଖରେ ସର୍ବଭାରତୀୟ ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏବଂ ଶତାଧିକ...
ଏସବୁ ପରିବାକୁ ତେଲରେ ଭାଜି ଖାଇଲେ ହୁଏ ନାନା ସମସ୍ୟା
ସାଧାରଣତଃ ନିତିଦିନ ଆମେ କିଛି ନା କିଛି ପରିବା ଖାଇଥାଉ। ହେଲେ ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କେଉଁ କେଉଁ ପରିବାକୁ ତେଲରେ ଭାଜି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ତାହା ହୁଏତ ଜାଣି ନ ଥିବେ। ଆମେ...
ବର୍ମିଂହାମ ଟେଷ୍ଟ: ଦୃଢ଼ ସ୍ଥିତରେ ଭାରତ
ବର୍ମିଂହାମ, ୫।୭: ଅଧିନାୟକ ଶୁବମନ ଗିଲ୍ଙ୍କ କ୍ରମାଗତ ଶତକ ଏବଂ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ବର୍ମିଂହାମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି।...
୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ
ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ ଦେଖାଯାଇଥିଲା। ମନୋନୀତ ପୁଅମାନଙ୍କ ବିଷୟରେ ଝିଅମାନଙ୍କ ମତାମତ ନିଆଯାଇଥିଲା ଏବଂ ସେମାନଙ୍କ ସମ୍ମତି...
ଆମେରିକାରେ ଚମକିଲେ ଓଡ଼ିଆ ଯବାନ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତନରଡା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନର ଯବାନ ଅଶୋକ ଦଣ୍ଡସେନା ଆମେରିକାର ବର୍ମିହୋମରେ ଚାଲିଥିବା ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଚମକିଲେ । ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଦଣ୍ଡସେନା...
ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ…
ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି...
Archives


