ସିରିଆକୁ ପରମାଣୁ ବୋମା ଦେଇ ଇସ୍ରାଏଲକୁ ନଷ୍ଟ କରିବାକୁ ଚାହୁଥିଲେ ଅବ୍ୱଦୁଲ କଦିର ଖାଁ: ମୋସାଦ ପୂର୍ବତନ ମୁଖ୍ୟ

ଜେରୁଜେଲମ,୧୧ ।୧୦: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପୂର୍ବତନ ମୁଖ୍ୟ ଡା. ଅନମୋନ ସୋଫରିନ ଦାବି କରିଛନ୍ତି ଯେ ସିରିଆକୁ ପରମାଣୁ ବୋମା ଦେଇ ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବ୍ୱଦୁଲ କଦିର ଖାଁ ଇସ୍ରାଏଲର ଅସ୍ତିତ୍ୱକୁ ନଷ୍ଟ କରିବାକୁ ଚାହୁଁଥିଲେ । ସୋଫରିନ ଆହୁରି ମଧ୍ୟ ଦାବି କରିଛନ୍ତି ଖାଁ ସିରିଆକୁ ଆଟମିକ ଟେକନିକ ବିକ୍ରି କରିଦେଇଥିଲେ ।
ଡା. ସୋଫରିନ କହିଛନ୍ତି ଅବ୍ୱଦୁଲ କାଦରି ଖାଁ ହେଉଛନ୍ତି ବିପର୍ଯ୍ୟୟର ବିଜ । ତେବେ ୨୦୦୦ ଦଶକର ମଧ୍ୟ ଭାଗରେ ସିରିଆ ପରମାଣୁ ଶକ୍ତି ହେବାର ନିକଟତର ହେଉଛି । ଏହାପରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ସବୁଠୁ ବଡ ଭୁଲର ନିକଟତର ହୋଇଛି ଯାହା ଦେଶର ଅସ୍ତିତ୍ୱକୁ ବିପଦରେ ପକାଇପାରେ । ୧୫ ବର୍ଷ ପୂର୍ବେ ସିରିଆର ଆଣବିକ ରିଆକ୍ଟର ଆବିଷ୍କାର ବିଷୟରେ ସୋଫରିନ ଇସ୍ରାଏଲ ସହ କଥାବାର୍ତ୍ତା କରି କହିଥିଲେ ଯେ ଖାଁ ବିଶ୍ୱର ଯେ କୌଣକି ବ୍ୟକ୍ତିଙ୍କୁ ଆଣବିକ ପ୍ରଯୁକ୍ତି ବିଦ୍ୟା ବିକ୍ରୟ କରିବାକୁ ପ୍ରସ୍ତୁତ । ସିରିଆରେ ପାକିସ୍ତାନର ସକ୍ରିୟତାକୁ ଦୃଷ୍ଟିରେ ରଖି ମୋସାଦ୍ ୨୦୦୦ ଦଶକ ଆରମ୍ଭରେ ସନ୍ଦେହ ସୃଷ୍ଟି କରିଥିଲେ । ଏହାପରେ, ସେଣ୍ଟ୍ରିଫ୍ୟୁଜ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିଷୟରେ ସୂଚନା ଥିଲା । ଶେଷରେ, ଫେବୃୟାରୀ ୨୦୦୪ରେ ମୋସାଦ ସିରିଆର ଆଣବିକ କାର୍ଯ୍ୟକ୍ରମ ବିଷୟରେ ପ୍ରଥମ ଚେତାବନୀ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?