Home Left

ଫଡନଭିଶଙ୍କୁ ଚିଠି ଲେଖି ରାଜ ଠାକରେ କହିଲେ ଲଢନ୍ତୁ ନାହିଁ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ, ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶଙ୍କୁ ଚିଠି ଲେଖିଛନ୍ତି । ସେ ଦେବେନ୍ଦ୍ର ଫଡନଭିଶଙ୍କୁ ଅନୁରୋଧ କରି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ପାପଡ଼ାହାଣ୍ଡି,୧୬ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡାଠାରେ ବୁଡ଼ି ଜଣେ ଯୁବଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ନାମ ମିଳନ କୁଲଦୀପ(୧୮)। ସେ ପୋଖରୀକୁ ଗାଧୋଇବା ପାଇଁ କିଛି ପିଲାଙ୍କ ସହ ଯାଇଥିଲେ। ଏହି ସମୟରେ ସେ ପହଁରା…

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତ ଆର୍ମି ପକ୍ଷରୁ ଅଫିଶିଆଲ୍‌ ଆନ୍ଥେମ୍‌ ଲଞ୍ଚ୍‌

ନୂଆଦିଲ୍ଲୀ,୧୬।୧୦: ଅକ୍ଟୋବର ୧୬ ଅର୍ଥାତ୍‌ ଆଜିଠାରୁ ଟି-୨୦ ବିଶ୍ୱକପ ୨୦୨୨ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିସହିତ ଭାରତୀୟ ଦଳ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଯାତ୍ରା ଆରମ୍ଭ କରିବ। ଭାରତୀୟ ଦଳର ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ପୂର୍ବରୁ…

୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ ପୁଟିନ

ମସ୍କୋ୧୬।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେବେ ନାହିଁ। ସେଠାରେ କୌଣସି ସଫଳତା ମିଳିବା ଆଶା ନ ଥିବାରୁ ସେ ଏପରି ନିଷ୍ପତ୍ତି ଦେଇଛି। ରବିବାର ରୁଷିଆର ରାଷ୍ଟ୍ରପତିଙ୍କ…

ମାର୍ଗଦର୍ଶକ…

କଥାରେ ଅଛି- ‘ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବେଭାର। ଦୁର୍ଜନ ସଙ୍ଗେ କଲେ ବାସ, ଘଟିବ ଜାଣ ସର୍ବନାଶ।’ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସବମାଜରେ ପ୍ରଚଳିତ । କୁହାଯାଏ ପରିବେଶ ପରିସ୍ଥିତି…

ମାତୃଭାଷାରେ ହେବ ଟେକ୍ନୋଲୋଜି-ମେଡିକାଲ ପାଠପଢା: ଶାହା

ଭୋପାଳ,୧୬ ।୧୦: ମଧ୍ୟ ପ୍ରଦେଶରେ ଏବେ ହିନ୍ଦି ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟ ପ୍ରଦେଶ ସହ ସାରା…

ବାଘଛାଲ ଜବତ, ୩ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୧୦: ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲାର ମାଳିଡିହି ଛକରୁ ୩ଟି ବାଘଛାଲ ଜବତ କରିଛି। ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏହି ଚଢ଼ାଉ କରିଥିଲା।…

ସୌଭାଗ୍ୟ ବଢାଏ ମାଟି ସାମଗ୍ରୀ

ପୂର୍ବେ ଘରମାନଙ୍କରେ ପାଣିପାତ୍ର ହେଉ କି ଖାଇବା ପାତ୍ର ସବୁକିଛି ମାଟିର ଥିଲା। କିନ୍ତୁ ସମୟକ୍ରମେ ଏହା ସ୍ଥାନରେ ଷ୍ଟିଲ୍‌, କାଚ ତଥା ଚିନାମାଟିରେ ତିଆରି ଆକର୍ଷଣୀୟ ପାତ୍ରର ବ୍ୟବହାର କରାଗଲା। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାଟିରେ ତିଆରି ଏମିତି ବି…

ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର ମଲଖାନ ଉର୍ଫ ଦୀପେଶ ଭାନଙ୍କର ହୃଦଘାତରେ ପରଲୋକ ହୋଇଥିଲା । ଏବେ ଜଣେଇ ଫେମଶ…

ମାଙ୍କଡ଼ଙ୍କ ନାମରେ ୩୨ ଏକର ଜମି…

ଓସମାନାବାଦ,୧୬।୧୦ : ଆଜିର ଯୁଗରେ, ଯେତେବେଳେ ଜମି ବିବାଦ ସାଧାରଣ ହୋଇଗଲାଣି, ମହାରାଷ୍ଟ୍ରର ଓସମାନାବାଦ ଜିଲାର ଏକ ଗାଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏଠାରେ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ନାମିତ ହୋଇଛି। ଏହି ଗାଁରେ ମାଙ୍କଡ଼ମାନଙ୍କ…

ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ସମୟର ଭଗତ ସିଂ: କେଜରିୱାଲ

ନୂଆଦିଲ୍ଲୀ,୧୬ ।୧୦: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା କଥିତ ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସମନ ଜାରି କରାଯିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । କେଜରିୱାଲ କହିଛନ୍ତି ମନୀଷ ସିସୋଡିଆ ଓ ସତ୍ୟେନ୍ଦ୍ର…

ଚାଲାଣ କଟିବା ଭୟରେ କୁକୁର କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଲୋକମାନେ ସୋସିଆଲ ମିଡିଆରେ କୁକୁର ସହ ଜଡ଼ିତ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି। କାରଣ କୁକୁର ଏମିତି ଏକ ପ୍ରାଣୀ, ଯିଏ କି ମଣିଷର ଅତି ଘନିଷ୍ଠ ଏବଂ ସର୍ବୋତ୍ତମ ବନ୍ଧୁ ବୋଲି କୁହାଯାଏ। ସେ ତାଙ୍କର ଜ୍ଞାନ ଏବଂ ବିଶ୍ୱସ୍ତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?