Home Left

ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଥିରୁଭାନନ୍ତପୁରମ୍‌,୧୨।୭: କେରଳର କନ୍ନୁର ଜିଲାର ପାୟାନ୍ନୁରରେ ଥିବା ଆରଏସଏସ କାର୍ଯ୍ୟାଳୟରେ ଉପରେ ବୋମା ମାଡ଼ କରାଯାଇଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ପାୟାନ୍ନୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ମାଡ଼ରେ ବିଲ୍ଡିଂର ଝରକା କାଚ ଭାଙ୍ଗି ଯାଇଛି। କିଏ…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…

ଆଜି ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୨।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ…

ବେଲ୍‌ରେ ଆସି ବାହୁଡ଼ାରେ ସାମିଲ ହୋଇଥିଲେ ଗୋବିନ୍ଦ: ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ସନ୍ଦେହ

ଭବାନୀପାଟଣା,୧୨।୭(ସ୍ବ.ପ୍ର): ବେଲ୍‌ରେ ଆସି ଗାଁ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦଙ୍କୁ ଗତ ୮ ତାରିଖରେ ହାଇକୋର୍ଟ ୧୪…

କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି। ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍‌ ଟାଣୁଥିବା…

ବାଡ଼ିରୁ ଘରକୁ ଲମ୍ବିଚି ଭୟଙ୍କର ସାପ, ଭିଡିଓକୁ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଲଭ୍‌ ଲେଟର ଲେଖି ମାଡ଼ ଖାଇଥିଲେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଇ ପଲ୍ଲବୀ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ବର୍ତ୍ତମାନ ସେ ରାଣା ଡଗଗୁବତୀଙ୍କ ସହ ତାଙ୍କ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ସାମିଲ କରାଯାଇଛି। ପ୍ରଥମ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ନେତୃତ୍ୱ…

ଆଜି ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଜିତିଥିବା ଟିମ ଇଣ୍ଡିଆ ମନୋବଳ ବେଶ୍‌ ଦୃଢ ରହିଛି। ଏହା…

ସରିଲା ଅଧରପଣା ନୀତି

ପୁରୀ ଅଫିସ,୧୨।୭: ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି। ପାଣିଆ ଆପଟ ସେବକମାନେ…

ବିକ୍ଷୋଭ ନ କରିବାକୁ ନିଜ ନାଗରିକକୁ କହିଲା ଚାଇନା

କଲମ୍ବୋ,୧୨।୭: ଶ୍ରୀଲଙ୍କାର ବନ୍ଧୁ ବୋଲାଉଥିବା ଚାଇନା ବିକ୍ଷୋଭ ନ କରିବା ପାଇଁ ଉତ୍ତ୍ୟକ୍ତ ଦେଶବାସୀଙ୍କୁ ତାଗିଦ୍‌ କରିଛି। ଶ୍ରୀଲଙ୍କାରେ ଥିବା ଚାଇନା ରାଷ୍ଟ୍ରଦୂତ ବିକ୍ଷୋଭ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଚାଇନା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ଏକ…

ଶେଷରେ ପୁଅର ଝଲକ ଦେଖାଇଲେ ଭାରତୀ

ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବରେ ଜଣାଶୁଣା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଛୋଟ ପରଦା ସବୁଠୁ ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଦୁଇମାସ ପୂର୍ବେ ଅର୍ଥାତ୍‌ ଏପ୍ରିଲରେ, ହର୍ଷ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri