ବଦଳିଗଲେଣି ସାଉଥ୍‌ ସୁପରଷ୍ଟାର ବିଜୟ, ଟ୍ରାନ୍ସଫର୍ମେଶନ ଦେଖି ପ୍ରଶଂସକ…

ହାଇଦ୍ରାବାଦ: ବଦଳି ଗଲେଣି ସାଉଥ ସୁପରଷ୍ଟାର ବିଜୟ ସେତୁପତି। ଦୀର୍ଘଦିନ ଧରି ପ୍ରଶଂସକଙ୍କ ନଜରରୁ ଦୂରରେ ଥିବା ବିଜୟ ହଠାତ ନିଜର ଟ୍ରାନ୍ସଫର୍ମେଶନକୁ ନେଇ ଚର୍ଚ୍ଚାରେ। ନୂଆ ଲୁକ୍‌ ସାଙ୍ଗକୁ ତାଙ୍କର ଷ୍ଟାଇଲ୍‌ ମନ ଜିଣୁଛି।

ବିଜୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିନା କ୍ୟାପ୍‌ଶନରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ବଦଳିଲା ଭଳି ନଜର ଆସୁଛନ୍ତି। ବିଶେଷକରି ସେ ପୂର୍ବାପେକ୍ଷା ବେଶ ପତଳା ଲାଗୁଛନ୍ତି। ଧଳା ଶାର୍ଟ ସାଙ୍ଗକୁ କ୍ଲିନ୍‌ ସେଭ୍‌ରେ ସେ ପୁରୁଣା ଦିନକୁ ଫେରିଗଲା ଭଳି ଲାଗୁଥିବା ପ୍ରଶଂସକ କହିଛନ୍ତି।

ଶେଷ ଥର ପାଇଁ ବିଜୟଙ୍କୁ ଫିଲ୍ମ ‘ଡିଏସ୍‌ପି’ରେ ଦେଖାଯାଇଥିଲା। ଏବେ ତାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ। ହିନ୍ଦୀ ସିନେମାରେ ମଧ୍ୟ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଶାହିଦ କପୁରଙ୍କ ସହ ଓ୍ବେବ୍‌ ସିରିଜ୍‌ ‘ଫର୍ଜି’ ସାଙ୍ଗକୁ ‘ଯବାନ’ରେ ସେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସପ୍ତାହ ସମୟ ମାଗିଲେ ରଣବୀର

ମୁମ୍ବାଇ,୨୧ ।୮: ବଲିଉଡ୍‌ର ଟପ୍ ଆକ୍ଟର ରଣବୀର ସିଂ ନିକଟରେ ଏକ ମାଗାଜିନ ସହ ନ୍ୟୁଡ ଫଟୋ ଶୁଟ କରି ଆସିଥିଲେ ବିବାଦକୁ । ସୋସିଆଲ...

ତୁନିଶାଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ପୋଲିସ ତାଙ୍କ ମା’ ବନିତା ଶର୍ମାଙ୍କ ବୟାନ ରେକର୍ଡ କରିବାକୁ ଥାନାକୁ...

ଅଫର ପାଇଲେ ଚୁମ୍ବନ, ଅନ୍ତରଙ୍ଗ ସିନ୍‌ ଅଛି କି ପଚାରନ୍ତି ଏହି ଅଭିନେତ୍ରୀ; ଜାଣନ୍ତୁ କାହିଁକି

ଅଭିନେତ୍ରୀ ହିବା ନବାବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ପ୍ରତିଦିନ ତାଙ୍କ ଫଟୋ ଶେୟାର୍‌ କରନ୍ତି। କରୋନା ପାଇଁ ସିରିଏଲ ଶୁଟିଂ ଅନିର୍ଦ୍ଦିଷ୍ଟ କାଳ...

ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ...

ଜାକ୍‌ଲିନଙ୍କ ସହ ସଲମାନଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତ୍ରୀ, ଅଭିନେତା ସମସ୍ତେ ଘରେ ଏକ...

ଛୋଟପିଲାର ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌, ଟଲିଉଡ୍‌ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍‌ ମୁଭି ‘କିସି କି ଭାଇ...

ଝିଅଙ୍କୁ ଟ୍ରୋଲ୍‌ କଲେ ଶାହରୁଖ

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ ‘ପଠାନ’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମରେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍‌...

ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ...

Advertisement
Archives

Model This Week