Home Left

ବାପା ହେଲେ ‘କ୍ୟାପ୍ଟେନ୍ ଆମେରିକା’, ପ୍ରଥମ ସନ୍ତାନକୁ କଲେ ସ୍ୱାଗତ

ଲସ୍ ଏଞ୍ଜେଲସ୍,୨୮।୧୦: ହଲିଉଡ୍ ଅଭିନେତା ତଥା ‘କ୍ୟାପ୍ଟେନ୍ ଆମେରିକା’ ଷ୍ଟାର୍ କ୍ରିସ୍ ଇଭାନ୍ସ ଏବଂ ତାଙ୍କ ପତ୍ନୀ ଆଲବା ବାପ୍ଟିଷ୍ଟା ଏକ ଶିଶୁର ବାପା-ମା’ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, କ୍ରିସ୍ ଏବଂ ଆଲବା ଶନିବାର (ଅକ୍ଟୋବର ୨୫) ଆମେରିକାର ମାସାଚୁସେଟ୍‌ସ୍‌ରେ ସେମାନଙ୍କର…

ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍‌, ନେଟୱର୍କ ଅଚଳ ପାଇଁ…

ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍‌କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ…

ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ବନ୍ଧ ଚର୍ଚ୍ଚାକୁ ନିଶ୍ଚିତ କଲେ ରଶ୍ମିକା: କହିଲେ- “ସମସ୍ତେ ଜାଣିଛନ୍ତି”

ହାଇଦ୍ରାବାଦ: ଦୀର୍ଘ ଦିନରୁ ଚାଲିଥିବା ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପ୍ରେମ ସମ୍ପର୍କ ଓ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଥମ୍ମା’ର ପ୍ରମୋସନ ସମୟରେ ରଶ୍ମିକାଙ୍କର ଏକ ଉତ୍ତର ଏହି…

ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା,…

ବାତ୍ୟାରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ: ଆରଡିରେ ଝୁଲୁଛି ତାଲା

ଭଞ୍ଜନଗର,୨୮ା୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ ପାଇଁ ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିଛି। ବେଳେବେଳେ ଝିପଝିପି ବର୍ଷା ହେଉଥିଲା। ସନ୍ଧ୍ୟାରୁ ବର୍ଷା ପରିମାଣ ବଢ଼ିଛି। ତେବେ ବାତ୍ୟା ପାଇଁ ମତ୍ସ୍ୟଜୀବୀମାନେ ଚିନ୍ତାରେ ରହିଛନ୍ତି। ଭଞ୍ଜନଗର ଉପଖଣ୍ଡ…

ଘୋଡାହାଡ ନଦୀ ରେ ବଢୁଛି ଜଳସ୍ତର :ନଈ କୂଳିଆ ଲୋକେ ଭୟଭୀତ

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା‘ମୋନ୍ଥା’ ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ଼୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକର ୨ଟି ଗେଟ୍‌…

ଅପରେଶନ ସରିଲା, ହେଲେ ଡାକ୍ତର କହିଲେ… ଶ୍ରେୟସଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ଗସ୍ତରେ ଏକ ବଡ଼ ଝଟକା ପାଇଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଏକଦିବସୀୟ ମ୍ୟାଚ୍‌ ସମୟରେ, ଆୟର ଅଷ୍ଟ୍ରେଲୀୟ ଉଇକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍‌ କରିବାକୁ ଚେଷ୍ଟା କରିବା…

କାଉନ୍ସିଲରଙ୍କ ଘର କାନ୍ଥ ଭୁଶୁଡିବା ଘଟଣା: ପରିବାରକୁୁ ଭେଟିଲେ ବିଧାୟକ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଜାରି ରହିଛି । ତୁହାକୁତୁହା ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଏନ୍‌ଏସି ୱାର୍ଡ ନମ୍ବର ୯ ବରପଲ୍ଲୀ ଗ୍ରାମର କାଉନ୍ସିଲର ସ୍ବାଗତ ଆଶିଷ ନାୟକଙ୍କ ଘର କାନ୍ଥ ଭୁଶୁଡି…

ହାର୍ଡ ଡିସ୍କ ପାଇଁ ବଏଫ୍ରେଣ୍ଡର ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ ମହିଳା, ଥିଲା 15 ଜଣଙ୍କର ନଗ୍ନ ଫଟୋ

ନୂଆଦିଲ୍ଲୀ: ହାର୍ଡଡିସ୍କରେ ଅନ୍ତତଃ ୧୫ ଜଣ ମହିଳାଙ୍କ ବ୍ୟକ୍ତିଗତ ନଗ୍ନ ଭିଡିଓ ରଖିଥିବାରୁ ୩୨ ବର୍ଷୀୟ ସିଭିଲ ସର୍ଭିସ ଆଶାୟୀ ରାମ କେଶ ମୀନାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଅମୃତା ଚୌହାନ (୨୧) ଷଡ଼ଯନ୍ତ୍ର କରି ହତ୍ୟା କରାଇଥିଲେ। ଅକ୍ଟୋବର ୬ରେ…

ରାଫେଲ ବିମାନରେ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅମ୍ବାଲା ବାୟୁସେନା ଘାଟିରୁ… 

ନୂଆଦିଲ୍ଲୀ,୨୮।୧୦: ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ…

ପାକିସ୍ତାନରେ ପହଞ୍ଚିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡର ପ୍ରତିନିଧି ଦଳ: ଜାଣନ୍ତୁ କ’ଣ ପାଇଁ…

ଲାହୋର,୨୮ା୧୦: ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି)ର ଏକ ପ୍ରତିନିଧି ଦଳ ପାକିସ୍ତାନ ପଠାଇଛି। କାରଣ ସେମାନଙ୍କ ଦଳ ପାକିସ୍ତାନରେ ଅନେକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧି ଦଳ ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଫିସିଆଲଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri