Home Left

ଦୁଇଦିନ ବନ୍ଦ ରହିବ ବଡ଼ଦାଣ୍ଡର ସମସ୍ତ ଦୋକାନ

ପୁରୀ ଅଫିସ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ…

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ ଜୋର ଆଘାତ ଲାଗିଛି । ତେବେ ତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ…

ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅଧୀନ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ ଦେବା ପାଇଁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ତହସିଲ ପକ୍ଷରୁ କୋର୍ଟରୁ ୭୦ଜଣଙ୍କୁ…

ଅଭିଯୁକ୍ତ ସିଜାନଙ୍କ ବଢିଲା ଅଡୁଆ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ସୁଇସାଇଡ ମାମଲାରେ ଅଭିଯୁକ୍ତ ଅଭିନେତା ସିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । କୋର୍ଟ ସିଜାନଙ୍କ ପୋଲିସ କଷ୍ଟଡିକୁ ଆଉ ଗୋଟିଏ ଦିନ ବଢାଇ ଦେଇଛନ୍ତି । ତାଙ୍କ ପୋଲିସ କଷ୍ଟଡିକୁ ଶନିବାର ପର୍ଯ୍ୟନ୍ତ…

କିଶୋରଙ୍କ ସରଳତା ଥିଲା ତାଙ୍କ ବଡ଼ ପରିଚୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଝାରସୁଗୁଡ଼ା ଅଫିସ,୩୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ରଜରାଜନଗରଠାରେ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଶୋରଙ୍କ ସରଳତା ତାଙ୍କର ବଡ଼ ପରିଚୟ ଥିଲା। ଏନେଇ ସେ…

ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଧାମି ସରକାର

ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ…

ଉଜବେକିସ୍ତାନ କଫ ସିରପ ମୃତ୍ୟୁ ମାମଲା: ଅଭିଯୁକ୍ତ ଔଷଧ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩୦ ।୧୨: ଉଜବେକିସ୍ତାନରେ କଫ ସିରପ ଖାଇ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥିଲା ଉକ୍ତ କଫ ସିରପ ଭାରତୀୟ ଔଷଧ କମ୍ପାନୀର ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି । ସ୍ୱାସ୍ଥ୍ୟମନ୍ତ୍ରୀ…

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ

ରାୟଗଡ଼ା,୩୦।୧୨(ସ୍ବ.ପ୍ର.): ବିଦାନୋଭ ଓ ପାଭେଲଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ରାୟଗଡ଼ାଠାରେ ଶୁକ୍ରବାର କ୍ରାଇମବ୍ରାଞ୍ଚର ୧୨ ଜଣିଆ ଟିମ୍‌ ଟିମ୍‌ ପହଞ୍ଚି ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ସାଇଣ୍ଟିଫିକ୍‌ ଓ ଫରେନସିକ ଟିମ୍‌ ମଧ୍ୟ ରହିଛନ୍ତି।…

ପୁଣି ଟପ୍‌ଲେସ୍‌ ହେଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ତାଙ୍କର ବୋଲ୍ଡ ଡ୍ରେସିଂ ଇନ୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ତ କେବେ ସାଇକେଲ ଚେନ୍‌, କେବେ ମୋବାଇଲ ଚାର୍ଜରରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି।…

ପାଓ୍ବାର ଲିଷ୍ଟ୍‌-୨୦୨୨

କରୋନା ମହାମାରୀରୁ ଆଶ୍ୱସ୍ତି ପାଇବା ପରେ ୨୦୨୨ ପ୍ରଥମାର୍ଦ୍ଧରେ ବିଶ୍ୱ ଦେଖିଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅର୍ଥନୈତିକ ଦୁଃସ୍ଥିତି ଦୃଷ୍ଟିଗୋଚର ହୋଇଥିଲା। ଅନୁରୂପ ଭାବେ ଔଦ୍ୟୋଗିକ, ପ୍ରଶାସନିକ ଓ ସାମାଜିକ ନେତୃତ୍ୱ ଅନ୍ତର୍ଜାତୀୟଠାରୁ…

ଓଟିଟିରେ ରିଲିଜ୍‌ ହେବ ‘ଦୃଶ୍ୟମ-୨’

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇପାରିଛି। ଏହି ସସପେନ୍ସ ଥ୍ରୀଲର ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏଥିସହିତ ଦର୍ଶକ ଫିଲ୍ମର ଓଟିଟି ରିଲିଜ୍‌କୁ ଉତ୍ସାହିତ ସହିତ…

ଅଲିଗଡ଼ରେ ପହଞ୍ଚିଲେ ସଲମାନ ଖୁର୍ସିଦ: ଭାରତ ଯୋଡୋ ଯାତ୍ରା ପାଇଁ ଏସ୍‌ପି ମୁଖ୍ୟଙ୍କୁ କରିବେ ନିମନ୍ତ୍ରଣ

ଅଲିଗଡ଼,୩୦।୧୨: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଉତ୍ତରପ୍ରଦେଶର ଅଲିଗଡ଼ରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପାଇଁ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?