Home Left

ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରି ଶ୍ରଦ୍ଧାଳୁ ହେଉଛନ୍ତି ଆନନ୍ଦିତ

ସାକ୍ଷୀଗୋପାଳ,(୩୧ା୧୦): ଆଜି ପବିତ୍ର ଅଁଳା ନବମୀ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍‌ ଆନନ୍ଦିତ ହେଉଛନ୍ତି। ମା’ ରାଧାରାଣୀ ଓଡ଼ିଆଣୀ…

ମ୍ୟାଚ୍ ବିଜୟୀ ଇନିଂସ ପରେ କାନ୍ଦି ପକାଇଲେ ଜେମିମାହ ରଡ୍ରିଗ୍ସ; ଖୁଲାସା କଲେ ରଣନୀତି

ନବୀ ମୁମ୍ବାଇ,୩୧।୧୦: ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ହରାଇ ଭାରତ ମହିଳା ବିଶ୍ୱକପ୍ ଫାଇନାଲ୍‌କୁ ପ୍ରବେଶ କରିଛି। ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ। ଅଷ୍ଟ୍ରେଲିଆ ବିଦାୟ ନେବାରୁ ନୂଆ ଚାମ୍ପିଅନ୍ ହେବ। ଜେମିମାହ ରଡ୍ରିଗ୍ସ ୧୩୪ ବଲ୍‌ରେ ଅପରାଜିତ ୧୨୭…

ଏଇ ଭାରତରେ

ପ୍ରଦୂଷିତ ପରିବେଶ, ଖାଦ୍ୟ ଓ ବାସସ୍ଥାନ ଅଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ସହ ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଅନେକେ ମଧ୍ୟ କୌଣସି କାରଣରୁ ଆହତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେବେ ଶିକାରୀଙ୍କୁ ରୋକିବା…

ଅରାଜକତା ବନାମ ମାନବାଧିକାର

ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ଘଟିଥିବା ଅରାଜକତାକୁ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କଲେ ତାହା ଭାରତ ପାଇଁ ଅନୁକୂଳ ନ ଥିଲା। ପ୍ରତିଟି ଦେଶରେ ଚାଇନା ତା’ର ବିସ୍ତାରବାଦୀ ରଣକୌଶଳର ପ୍ରୟୋଗ କରି ସଫଳ ହୋଇଛି। ଚାଇନା ପ୍ରଥମରୁ ପାକିସ୍ତାନ ସହ…

ଜୀବର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା ୨୦ରେ କୁହାଯାଇଛି ”ଦ୍ରଷ୍ଟା ଦୃଷ୍ଟିମାତ୍ରଃ ଶୁଦ୍ଧୋପି ପ୍ରତ୍ୟୟାନୁପଶ୍ୟ।“ ଏହାର ଅର୍ଥ ଚେତନ ପୁରୁଷ ବା ଜୀବାତ୍ମା ଶୁଦ୍ଧ, ନିର୍ମଳ ଓ ନିର୍ବିକାର ହେଲେ ମଧ୍ୟ ତ୍ରିଗୁଣାତ୍ମକ ବୁଦ୍ଧି ସାହାଯ୍ୟରେ ଜ୍ଞାନପ୍ରାପ୍ତ ହୋଇ…

ପିଢ଼ିଗତ ପରିବର୍ତ୍ତନର ସୁଯୋଗ

ଏବେ ସଂଘର୍ଷ, ବାଣିଜ୍ୟ ଯୁଦ୍ଧ, ଅସମାନତା ଏବଂ ଗଣତନ୍ତ୍ରର ଅଧୋଗତି ଶୀର୍ଷକ ଖବର ଅଧିକ ପ୍ରକାଶ ପାଉଛି। ସଙ୍କଟ ପରେ ସଙ୍କଟ ସୃଷ୍ଟିହେବାରେ ଲାଗିଛି ଏବଂ ମନେହେଉଛି ସତେ ଯେମିତି ବିଶ୍ୱ ଅଲଗା ହୋଇଯାଉଛି। ପାଶ୍ଚାତ୍ୟ ନେତା ଓ ବିଶେଷଜ୍ଞମାନେ ଏହିସବୁ…

IPLକୁ ଫେରିବେ ଯୁବରାଜ ସିଂ! ଏହି ଦଳରେ ଦେବେ ଯୋଗ, ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୧୦: ପୂର୍ବ ସିଜିନ ତୁଳନାରେ IPL ୨୦୨୬ରେ ଅନେକ ପରିବର୍ତ୍ତନ ହେବାର ଆଶା କରାଯାଉଛି। ଅଭିଷେକ ନାୟାରଙ୍କୁ କୋଲକାତା ନାଇଟ ରାଇଡର୍ସ (KKR) ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। କେନ ୱିଲିୟମ୍ସନ ଏବଂ ଭାରତ ଅରୁଣଙ୍କୁ ଚୁକ୍ତିବଦ୍ଧ କରିସାରିଥିବା ଲକ୍ଷ୍ନୌ ସୁପର…

ଡିଜିଟାଲ ଆରେଷ୍ଟରେ ୧.୨ କୋଟି ହରାଇଲେ ବୃଦ୍ଧ: ଆଉ ତା’ପରେ ଯାହା ଘଟିଲା…

ପୁଣେ,୩୦ା୧୦: ଡିଜିଟାଲ ଆରେଷ୍ଟ ସାଇବର ଠକେଇରେ ଫସି ମାସେ ତଳେ ୧.୨ କୋଟି ଟଙ୍କା ହରାଇଥିବା ପୁଣେର ୮୩ ବର୍ଷୀୟ ବ୍ୟକ୍ତିଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଠକମାନେ ନିଜକୁ ପୋଲିସ ଓ ସିବିଆଇ ଅଫିସରର ପରିଚୟ ଦେଇ ଉକ୍ତ ଅବସରପ୍ରାପ୍ତ ସରକାରୀ…

ଫାଇନାଲରେ ପହଞ୍ଚାଇଲେ ଜେମିମା

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର…

ଡେଲିଭରି ଏଜେଣ୍ଟଙ୍କୁ କାର୍‌ ମଡ଼ାଇ ହତ୍ୟା କଲେ ଦମ୍ପତି, ଜାଣନ୍ତୁ ହତ୍ୟା ପଛର କାରଣ…

ବେଙ୍ଗାଲୁରୁ,୩୦ା୧୦: ଜଣେ ଡେଲିଭରି ଏଜେଣ୍ଟଙ୍କ ବାଇକ୍‌କୁ ପିଛାକରି କାର୍‌ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ଏକ ଦମ୍ପତିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗତ ୨୫ ତାରିଖ ରାତିରେ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀରାମ…

ହଠାତ୍‌ ରାଗିଗଲେ ଅମିର ଖାନ୍‌ଙ୍କ ପ୍ରେମିକା: କହିଲେ, ମୋତେ ଛାଡ଼ିଦିଅ….

ବଲିଉଡ ଅଭିନେତା ଅମିର ଖାନଙ୍କ ପ୍ରେମିକା ଗୌରୀ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ଆମିର ଗୌରୀଙ୍କ ପ୍ରେମରେ ପଡିଲେଣି ସେବେଠୁ ମିଡିଆ ତାଙ୍କ ପିଛା ଛାଡୁନି। ଗୌରୀ ଯୁଆଡେ ଯାଉଛନ୍ତି ଫଟୋଗ୍ରାଫର୍‌ ବି ତାଙ୍କ ପଛେ ପଛେ ହାଜର। ଏହା…

କଶ୍ମୀରରେ ବାଦଲଫଟା ବର୍ଷା: ଏବେ ବି ୩୧ ନିଖୋଜ

ଶ୍ରୀନଗର,୩୦ା୧୦: ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଜିଲା ଅଧୀନ ଚେସୋଟି ଗ୍ରାମରେ ଅଗଷ୍ଟ ୧୪ରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷାରେ ଏବେ ବି ୩୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଯୋଗୁ ହଠାତ୍‌ ବନ୍ୟା ସହ ମାଟିକାଦୁଅ ମାଡ଼ିଆସି ୧୯ଟି ବିଲ୍ଡିଂ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri