ଅଡୁଆରେ ଭୋଜପୁରୀ ସୁପରଷ୍ଟାର ପବନ ସିଂହ; ଛାଡ଼ପତ୍ର ପରେ ସ୍ତ୍ରୀ ମାଗିଲେ ଭରଣପୋଷଣ
ବମ୍ବେ: ଭୋଜପୁରୀ ଅଭିନେତା ପବନ ସିଂହଙ୍କ ଅଡୁଆ ବଢ଼ିଛି। ଛାଡ଼ପତ୍ର ପରେ ଭରଣପୋଷଣକୁ ନେଇ ସ୍ତ୍ରୀ ଜ୍ୟୋତି ସିଂହ କରିଥିବା ଆବେଦନକୁ ନେଇ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ତ୍ରୀଙ୍କ ଅଭିଯୋଗ ବିରୋଧରେ ନିଜ ପକ୍ଷ ରଖିବା ଲାଗି…
ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ବରଗଡ଼ ଝିଅ
ବରଗଡ଼ ଅଫିସ, ୨୮।୧୦: ବରଗଡ଼ର ଝିଅ ନବ୍ୟା ନବେଲି ଆଚାର୍ଯ୍ୟ ମୁମ୍ବାଇସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଏହି ପ୍ରତିଯୋଗିତାରେ…
ଆଜମ ଖାଁଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ
ଲକ୍ଷ୍ନୌ,୨୮।୧୦: ହେଟ ସ୍ପିଚ୍ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ କରିଦିଆଇଛି। ଗୁରୁବାର ରାମପୁର କୋର୍ଟ ଏହି ମାମଲାରେ ତାଙ୍କୁ ୩ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିନେଇ ତାଙ୍କର ସଦସ୍ୟତା ରଦ୍ଦ କରିଦିଆଯାଇପାରେ…
ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ
ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି ା ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଲିକେପ୍ଟରରେ ଏରିଏଲ…
ଜି.ଉଦୟଗିରିରେ ତାପମାତ୍ରା ୧୨.୮ ଡିଗ୍ରୀ: ଅନୁଭୂତ ହେଲାଣି ଶୀତ
ଜି.ଉଦୟଗିରି,୨୮ା୧୦(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରାତ୍ର ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ ରହିଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର ତାପ ମାପକ ଦାୟିତ୍ୱରେ…
ବିଜେଡି ନେତାଙ୍କୁ ଉପେକ୍ଷା ନେଇ ଅସନ୍ତୋଷ
ଆର.ଉଦୟଗିରି,୨୮ା୧୦(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ। ଏହି ନିର୍ବାଚନମଣ୍ଡଳୀ ଚାରୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ଼ ଓ ରାୟଗଡକୁ ନେଇ ଗଠିତ। ଗଜପତି ଜିଲାରେ ଦୁଇଟି ନିର୍ବାଚନମଣ୍ଡଳୀ ରହିଛି ମୋହନା ଏବଂ ପାରଳାଖେମୁଣ୍ଡି। ପାରଳାଖେମୁଣ୍ଡି ନିର୍ବାଚନ…
ପୋଲିସର ଯାନବାହନ ଯାଞ୍ଚ
ସୋରଡା,୨୮ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୂକ୍ରବାରଠାରୁ ଆରମ୍ଭ ହୋଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ ଚାଳକମାନଙ୍କୁ ଅଟକାଇ ଜରିମାନା ଆଦାୟ ସହ ହେଲମେଟ ପରିଧାନ, ଇନ୍ସ୍ୟୁରାନ୍ସ କରିବା, ଦ୍ରୁତଗତିରେ ଗାଡ଼ି ନ…
ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ
ଭଦ୍ରକ ଅଫିସ, ୨୮।୧୦- ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୫ମ ଦିନରେ ଶୁକ୍ରବାର ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ ଭଦ୍ରକାଳୀ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ବେଶ ହୋଇଥିଲେ।…
ବର୍ଷା ଲାଗି ବାତିଲ ହେଲା ୨ ମ୍ୟାଚ୍
ମେଲବୋର୍ନ,୨୮ା୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି ୨୦ ବିଶ୍ୱକପ୍ର ଦୁଇଟି ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବା ନେଇ ସ୍ଥିର ହୋଇଥିଲା।…
ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ
ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାଓ୍ବେଠାରୁ ୧ ରନ୍ରେ ପରାଜିତ ହୋଇଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟଜଗତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଏହି…
ପ୍ରଶାସନିକ ଅବହେଳା: ବ୍ଲକ ଘେରାଉ
ଟିଟିଲାଗଡ,୨୮ା୧୦(ଡି.ଏନ.ଏ.): ଟିଟିଲାଗଡ ବ୍ଲକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି । ସଂଗଠନର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳା ପୁରୁଷମାନେ…
ଭାରତର ବୈଦେଶିକ ନୀତିକୁ ପୁଣି ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ୍,୨୮।୧୦: ପାକିସ୍ତାନରେ ଇମ୍ରାନ ଖାନ୍ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଦିନକୁ ଦିନ ବଢିିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍ସାଫ ଦ୍ୱାରା ଆରମ୍ଭ ହୋଇଥିବା ଆଜାଦୀ ମାର୍ଚ୍ଚ ଲାହୋର ପଦଯାତ୍ରା ଲିବର୍ଟି…
Archives


