‘ୟୁରୋପରେ ତାଲିମ ପାଇଁ ଆର୍ଥିକ ପ୍ରୋତ୍ସାହନ ସହାୟକ ହେବ’
ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ଅଦମ୍ୟ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶାର ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା। ତାଙ୍କୁ ଏବେ ସହାୟତାର ହାତ ବଢ଼ାଇଛି ଏଲ୍ଆଇସି ହାଉସିଂ ଫାଇନାନ୍ସ ନିଗମ। ସ୍ନୋ, ସ୍କି ପରି…
ଅଫ୍ଲାଇନ୍ରେ ଉପଲବ୍ଧ ହେଲା ଓଏଫ୍ସି ଜର୍ସି
ଭୁବନେଶ୍ୱର,୨ା୧୧(ସ୍ପୋଟର୍ସ ବ୍ୟୁରୋ): ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ୨୦୨୨-୨୩ ସିଜନ୍ ପାଇଁ ଓଡ଼ିଶା ଏଫ୍ସି(ଓଏଫ୍ସି) ଫ୍ରାଞ୍ଚାଇଜ ପକ୍ଷରୁ ଏହାର ଜର୍ସି ଅଫ୍ଲାଇନରେ ଲଞ୍ଚ କରାଯାଇଛି। କ୍ଲବ୍ ପକ୍ଷରୁ ୩ଟି କିଟ୍ ଲଞ୍ଚ କରାଯାଇଥିବା ବେଳେ ଅଫ୍ଲାଇନରେ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ…
ଇ-ମେଲ୍ ଯୋଗେ କ୍ଷମା ମାଗିଲେ ଚୋର
କେପ୍ଟାଉନ୍: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଖବରକାଗଜ ହେଉ ଅବା ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେଉଛି। ସାମାଜିକ ଗଣମାଧ୍ୟମରେ ଅସଂଖ୍ୟ ଘଟଣାବଳୀ ଶେୟାର ମଧ୍ୟ ହେଉଛି। ନିକଟରେ ଦକ୍ଷିଣ ଆଫ୍ରିକାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର…
ଫେରିଲା ଫୁଟ୍ବଲ୍ ଫିଭର
ଢେଙ୍କାନାଳକୁ ଫେରିଛି ଫୁଟ୍ବଲ ଫିଭର। ସର୍ବଭାରତୀୟ ଫୁଟ୍ବଲ ମହାସଂଘ, ଆମେ ଓଡ଼ିଆ ସଙ୍ଗଠନ ଏବଂ ଜିଲା କ୍ରୀଡ଼ା ସଂସଦ ସହଯୋଗରେ ନଭେମ୍ବର ୩ରୁ ଆୟୋଜିତ ହେଉଛି ‘ବାଜି ରାଉତ କପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟ’। ସେହିପରି ରାଜ୍ୟ ସରକାର, ଜିଲା କ୍ରୀଡ଼ା ସଂସଦ…
କବାଟର ରଙ୍ଗ ପାଇଁ ୧୯ ଲକ୍ଷ ଫାଇନ୍
ଇଡେନବର୍ଗ: ସ୍କଟଲାଣ୍ଡ ଇଡେନବର୍ଗର ଜଣେ ମହିଳା ତାଙ୍କ ଘର ମୁଖ୍ୟ କବାଟର ରଙ୍ଗ ଗୋଲାପୀ କରିଥିବାରୁ ସେଠାକାର ସରକାର ତାଙ୍କ ଉପରେ ୧୯ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ୪୮ ବର୍ଷୀୟା ମିରାଣ୍ଡା ଡିକ୍ସନ୍ ଇଡେନବର୍ଗର ନ୍ୟୁ ଟାଉନ୍ ଏରିଆରେ ରୁହନ୍ତି।…
ଶ୍ରମିକ ବଦଳରେ ମେଶିନ
ବଇଣ୍ଡା, ୨।୧୧(ଡି.ଏନ୍.ଏ.): ଗ୍ରାମାଞ୍ଚଳର ଶ୍ରମଜୀବୀଙ୍କୁ କର୍ମ ନିୟୋଜନ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)। ସଡ଼କ, ଚାରାରୋପଣ, ପୋଖରୀ ଖନନ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ଏହି ସ୍କିମ୍ରେ…
ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି। ଏ ନେଇ ସେ ଉତ୍ସାହିତ ଥିବା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ।…
ମାଙ୍କଡ଼ ପାଇଁ ଚିନ୍ତାରେ ମଦ ଦୋକାନୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଇ ବରେଲିରେ ଗୋଟିଲ ମାଙ୍କଡ଼ ସ୍ଥାନୀୟ ମଦ ଦୋକନୀଙ୍କ ଚିନ୍ତା ପାଲଟିଯାଇଛି, ଯାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ବନ ବଭାଗରେ ଅଭିଯୋଗ ହୋଇଥିଲେ ହେଁ ମଦୁଆ ମାଙ୍କଡ଼କୁ ଧରିବାରେ ବିଭାଗ ଅସଫଳ…
ଆୟକର ରିଟର୍ନରେ ଆସିବ ଗୋଟିଏ ଫର୍ମ
ନୂଆଦିଲ୍ଲୀ,୨ା୧୧: ଆୟକର ରିଟର୍ନ ଫାଇଲ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧୀନ ଆୟକର ବିଭାଗ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ଆୟକର ରିଟର୍ନ ଫାଇଲ କରିବାକୁ ଭିନ୍ନ ଭିନ୍ନ…
ଶ୍ରୀଦୁର୍ଗା ପକ୍ଷରୁ ମେଗା ଲକି ଡ୍ର ବିଜେତାଙ୍କ ନାମ ଘୋଷଣା
ନୂଆଦିଲ୍ଲୀ,୨ା୧୧: ରାଜ୍ୟର ପ୍ରମୁଖ ତଥା ବ୍ରହ୍ମପୁରର ସର୍ବବୃହତ୍ ଶାଢ଼ି ଏବଂ ଗାର୍ମେଣ୍ଟସ୍ ପ୍ରତିଷ୍ଠାନ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ମେଗା ଲକି ଡ୍ର’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରହ୍ମପୁରସ୍ଥିତ ସ୍ଥାନୀୟ ଶୁଭମ୍ ସେଲିବ୍ରେସନ୍ସଠାରେ ଷ୍ଟୋର ପକ୍ଷରୁ ଆୟୋଜିତ ଏକ…
ଉଜ୍ଜୀବନ ଏସଏଫ୍ବିର ନୂଆ ଶାଖା
କଟକ,୨ା୧୧: ଉଜ୍ଜୀବନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ(ଉଜ୍ଜୀବନ ଏସଏଫବି)ର ନୂତନ ଶାଖା ମଙ୍ଗଳବାର ସ୍ଥାନୀୟ ବକ୍ସିବଜାରଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କଟକରେ ବ୍ୟାଙ୍କର ଏହାକୁ ମିଶାଇ ୩ୟ ଶାଖା ଖୋଲିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶାରେ ବ୍ୟାଙ୍କର ଏହା ୨୦ତମ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର
କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପିନାଥପୁର ଗ୍ରାମର ଦେବୀ ପ୍ରସାଦ ଦାସ। ସେ…
Archives


