ଜୁଆ ଆଡ୍ଡାରେ ଚଢ଼ାଉ: ୧୫୨ ଗିରଫ, ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ
ଛତ୍ରପୁର,(ଡି.ଏନ୍.ଏ.)/ବ୍ରହ୍ମପୁର ଅଫିସ,୭ା୧୦-କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲାରେ ଏକାଧିକ ସ୍ଥାନରେ ଜୁଆଖେଳ ଚାଲିଛି। ପୋଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ପରମ୍ପରାର ଦ୍ୱାହି ଦେଇ ଏହି ବେଆଇନ ଖେଳରେ ମାତିଥିବା ଲୋକଙ୍କୁ ଧରୁଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ବ୍ରହ୍ମପୁର…
ଲୁହ ଭର୍ତ୍ତି ଆଖି, ହାତରେ ବାପାଙ୍କ ଫଟୋ ଧରି ମଣ୍ଡପକୁ ଆସିଲେ ବଧୂ: ଭିଡିଓ ଦେଖିଲେ…
ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ସ୍ବତନ୍ତ୍ର ଦିନରୁ ଗୋଟିଏ ହୋଇଥାଏ। ବରବଧୂ ବିବାହ ଦିନ ପରିବାର ତଥା ବନ୍ଧୁଙ୍କ ଗହଣରେ ହାତକୁ ଦୁଇହାତ ହେବାକୁ ଚାହିଁଥାନ୍ତି। ଏମିତିରେ କେହି ଜଣେ ନ ଥିଲେ ତାଙ୍କ ଅନୁପସ୍ଥିତି ଦୁଃଖ ଦିଏ। ଏମିତି…
ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା: ଏକାଠି ହେଲେ ୬୦ ମେଢ଼
ପୁରୀ ଅଫିସ, ୭।୧୦: ଶ୍ରୀକ୍ଷେତ୍ରରେ ଶୁକ୍ରବାର ପ୍ରସିଦ୍ଧ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ସିଂହଦାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେଉଛନ୍ତି। ମା’ ବାରବାଟୀ, ଜହ୍ନିଖାଇ, ଶୂନ୍ୟଗୋଷାଣୀ, ବେଲବାଇ, ଗେଲବାଇ, ନାଗା, ସିମ୍ପାଥି, ବୁଢାବୁଢି,…
ହିରୋର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ: ଜାଣନ୍ତୁ ମୂଲ୍ୟ, ଫିଚର ଏଭଳି…
ନୂଆଦିଲ୍ଲୀ,୭।୧୦:ଦେଶରେ କ୍ରମାଗତ ଭାବେ ବୈଦ୍ୟୁତିକ ଯାନ ଲାଗି କ୍ରେଜ୍ ବୃଦ୍ଧି ପାଉଛି। ଏଥିନେଇ ଯାନବାହନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଗୋଟିଏ ପରେ ଗୋଟିଏ ବୈଦ୍ୟୁତିକ ଯାନକୁ ଭାରତୀୟ ବଜାରରେ ଲଞ୍ଚ କରୁଛନ୍ତି। ଏହି କ୍ରମରେ ଏବେ କିମ୍ବଦନ୍ତୀ ଦୁଇ ଚକିଆ ନିର୍ମାତା ହିରୋ…
ଗଞ୍ଜେଇ ସହ ଧରାପଡ଼ିଲେ ବ୍ୟବସାୟୀ
ବାରିପଦା ଅଫିସ,୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଅଧୀନ ୧୫ନଂ.ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରୁ ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବିଜୟ ରାଉତ(୪୭)। ତାଙ୍କଠାରୁ ୧ କେ.ଜି.୬୫୦ ଗ୍ରାମ ଗଞ୍ଜେଇ…
ସନ୍ଦେହ କରି ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା
କପ୍ତିପଦା,୭ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଶରତ ଥାନା ଅଧୀନ କାଠଚୁଆ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ନିଜ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ରତନା ସାମାଡ଼ଙ୍କୁ ଗିରଫ…
ଶିଶୁ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ନାବାଳିକା ମା’ଙ୍କ ଜୀବନ
ଜି.ଉଦୟଗିରି,୭ା୧୦(ଡି.ଏନ୍.ଏ.): ଜି.ଉଦୟଗିରି ସେବା ସଦନରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ନାବାଳିକା ବୁଧବାର ରାତିରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ନାବାଳିକା ମା’ଙ୍କ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ମୃତ୍ୟୁ…
୯ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୭।୧୦(ବ୍ୟୁରୋ): କୁଆଁର ପୂର୍ଣ୍ଣିମାରେ ପୁଣି ଉପକୂଳ ଓଡ଼ିଶା ଭିଜିବ। ଅକ୍ଟୋବର ୯ ତାରିଖ କୁଆଁର ପୂର୍ଣ୍ଣିମାରେ ରାଜ୍ୟର ଦକ୍ଷିଣ ଉପକୂଳରେ ବର୍ଷାର ପରିମାଣ ବଢିବ ।୧୦ ତାରିଖରେ ମଧ୍ୟ ଉପକୂଳବର୍ତ୍ତୀ କେତେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ…
ଓଲା-ଉବର-ରାପିଡୋକୁ ଝଟ୍କା: ଏହି ରାଜ୍ୟରେ ଅଟୋ ସେବାକୁ ବେଆଇନ ଘୋଷଣା ସହ ୩ ଦିନରେ ବନ୍ଦ କରିବାକୁ ନିର୍ଦ୍ଦେଶ
ବେଙ୍ଗାଲୁରୁ,୭।୧୦: ଆପ୍ ଭିତ୍ତିକ କ୍ୟାବ୍ କମ୍ପାନୀ ଓଲା, ଉବର ଏବଂ ରାପିଡୋ ଲାଗିଛି ବଡ ଝଟ୍କା। ଏହି କମ୍ପାନୀଗୁଡ଼ିକୁ ତିନି ଦିନ ମଧ୍ୟରେ କର୍ନାଟକରେ ସେମାନଙ୍କର ଅଟୋ ସେବା ବନ୍ଦ କରିବାକୁ ହେବ। କାରଣ ରାଜ୍ୟ ସରକାର କମ୍ପାନୀଗୁଡ଼ିକୁ ବେଆଇନ ଘୋଷଣା…
ବୁମ୍ରା-ଜାଡେଜାଙ୍କ ଅନୁପସ୍ଥିତିରେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ: ଶାସ୍ତ୍ରୀ
ନୂଆଦିଲ୍ଲୀ,୭।୧୦: ଆସନ୍ତା ଟି୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ରେ ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ବାରି ହୋଇ ପଡ଼ିବ। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ…
ପର୍ଥରେ ଅଭ୍ୟାସ କଲା ଭାରତୀୟ ଦଳ
ମୁମ୍ବାଇ,୭ା୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଶୁକ୍ରବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରାହୁଲ ଡ୍ରାଭିଡ୍ଙ୍କ ନେତୃତ୍ୱରେ ଭାରତୀୟ ଦଳ ପର୍ଥରେ ପହଞ୍ଚିବା ମାତ୍ରେ ଅଭ୍ୟାସ ଆରମ୍ଭ କରିଛି। ବିସିସିଆଇ ଭାରତୀୟ…
ପ୍ରଶ୍ନ କରି ଟାର୍ଗେଟ କଲେ ଓଓ୍ବାଇସି: କ’ଣ ଜିନପିଙ୍ଗଙ୍କୁ ମୋଦି ଡରୁଛନ୍ତି…
ନୂଆଦିଲ୍ଲୀ,୭।୧୦: ଜିନ୍ଜିଆଙ୍ଗରେ ଚାଇନା ସରକାରଙ୍କ ମାନବାଧିକାର ଉଲ୍ଲଂଘନ ମାମଲାରେ ୟୁଏନ୍ଏଚ୍ଆର୍ସିରେ ମତଦାନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଚାଇନା ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ ଦେବାରୁ ଭାରତ ନିବୃତ୍ତ ରହିଥିଲା। ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। କଂଗ୍ରେସ…
Archives


