Home Left

ବାଲିଯାତ୍ରା: ସମ୍ପୂର୍ଣ୍ଣ ଆୟବ୍ୟୟର ଅଡିଟ୍‌ ହେଉ

କଟକ ଅଫିସ,୧୯ା୧୧: ଐତିହାସିକ କଟକ ବାଲିଯାତ୍ରା ଗୁରୁବାର ଶେଷ ହୋଇଛି। ବାଲିଯାତ୍ରାରେ ଜିଲା ପ୍ରଶାସନ ମନମୁଖି କାର୍ଯ୍ୟକ୍ରମ କରିଥିବା ନେଇ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ…

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମାର୍କେଟ୍‌ ନିଲାମ କେନ୍ଦ୍ରକୁ ଆଣି ବିକ୍ରି…

ଜନ୍ମଦିନରେ ସେଲ୍ଫି ଶେୟାର କଲେ ସୁସ୍ମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ଶନିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଅଭିନୟକୁ ନେଇ ସେ…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୯ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ହେବ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବା ଉଦ୍ଦେଶ୍ୟରେ ଏହି ନୀତି ହୋଇଥାଏ। ଏହି ଗୁପ୍ତ ନୀତି ସମୟରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର…

ସକାଳ ୯ରୁ ଅପରାହ୍ନ ୫ଟା ଓପିଡି ସେବା

ଭୁବନେଶ୍ବର, ୧୯ା୧୧(ବ୍ୟୁରୋ): ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ଏବଂ ପିଜି ପାଠ୍ୟକ୍ରମ ପାଇଁ ପିଜିଆଇଏମଇଆର ପ୍ରତିଷ୍ଠା କରିଛନ୍ତି। ୨୦୨୨-୨୩ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା…

ଶିଶୁଙ୍କ ପାଇଁ ‘ପ୍ରାରମ୍ଭ’

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଶିଶୁମାନଙ୍କ ସୁରକ୍ଷା, ବଞ୍ଚିବା, ସ୍ବାସ୍ଥ୍ୟ, ଶିକ୍ଷା, ଅଧିକାର ଓ ବିକାଶକୁ ସୁନିଶ୍ଚିତ କରିବାକୁ ସରକାର ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’ ପ୍ରଣୟନ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଏକ…

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ଚଳିତ ସପ୍ତାହରେ ୪ ପ୍ରତିଯୋଗୀ ନୋମିନେଟେଡ୍‌ ହୋଇଥିଲେ। ସେମାନଙ୍କ…

ମାମୁଁ ଘରକୁ ବୁଲିବାକୁ ଆସି ନାବାଳିକା ଅପହରଣ: ଜଣେ ଗିରଫ

ଫୁଲବାଣୀ ଅଫିସ/ଚକାପାଦ, ୧୮ା୧୧: କନ୍ଧମାଳ ଜିଲା ଚକାପାଦ ଥାନା ପୋଲିସ ଜଣେ ଯୁବତୀଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ ଜିଲା ବାଣୀଗୋଚ୍ଛା ଥାନା ଅଞ୍ଚଳର ବାସବ ନାୟକ(୨୫)। ଉକ୍ତ ଥାନା…

ବଧୂ ହତ୍ୟା ମାମଲାର ୩ ଗିରଫ

ବୁଗୁଡ଼ା,୧୮ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ କନଭିକ୍ସନ୍‌ ଆସାମୀଙ୍କୁ ୱାରେଣ୍ଟି ବଳରେ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ଏ ନେଇ ଏସ୍‌ସି ନଂ…

ମୋବାଇଲ ଟାୱାର ବସାଇବାକୁ କହି ଠକେଇ: କଟକରୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୧୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ତିଳଦା ଗ୍ରାମର ଜନୈକା ମହିଳାଙ୍କୁ ମୋବାଇଲ ଟାୱାର ବସାଇବାକୁ କହି ଟଙ୍କା ହଡ଼ପ ଘଟଣାରେ କଟକରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ତିଳଦା ଗ୍ରାମର…

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): କେନ୍ଦୁଝର ସହରର କୃଷି ବିଭାଗ ପୋଖରୀ ନିକଟ ମାଧପୁରଠାରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ଜେସିବି ମେସିନ ସହାୟତାରେ ଉକ୍ତ ସ୍ଥାନଟି ଖାଲି କରାଯାଇଛି। ଉକ୍ତ ସ୍ଥାନରେ ଉଦ୍ୟାନ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ…

ଫ୍ଲାଟ ଭଡା ନେବା ବେଳେ ଶ୍ରଦ୍ଧାଙ୍କୁ ସ୍ତ୍ରୀ ଭାବେ ପରିଚିତ କରାଉଥିଲେ ଆଫତାବ୍‌

ନୂଆଦିଲ୍ଲୀ,୧୮।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫତାବ୍‌ ଅମିନ ପୁନାଓ୍ବାଲାଙ୍କୁ ନେଇ ଦିଲ୍ଲୀ ପୋଲିସ ବଡ଼ ଖୁଲାସା କରିଛି। ସେ ମୁମ୍ବାଇରେ ଭଡା ଘର ଖୋଜୁଥିବା ବେଳେ ଶ୍ରଦ୍ଧାଙ୍କୁ ତାଙ୍କ ସ୍ତ୍ରୀ ଭାବେ ପରିଚିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri