ନବୀକରଣ ଲାଗି ଖର୍ଚ୍ଚ ହେବ ୨.୫ କୋଟି
ଜଳେଶ୍ୱର, ୧୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ନୂତନ ରେଳଷ୍ଟେଶନ ନିର୍ମାଣ ହେବା ପୂର୍ବରୁ ଏବେ ପୁରୁଣା ଷ୍ଟେଶନର ନବୀକରଣ ଆରମ୍ଭ ହୋଇଛି। ଏଥିରେ ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। କିନ୍ତୁ ଏହାର ନବୀକରଣ…
ଅମଳ ହୋଇନି ଶତାଧିକ ଏକର ଜମିର ଧାନ
ଜଳେଶ୍ୱର,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ପ୍ରତିକୂଳ ପାଗ ସତ୍ତ୍ୱେ ବାଲେଶ୍ୱର ଜିଲ ଜଳେଶ୍ୱର ବ୍ଲକର ଚାଷୀମାନେ ଖରିଫ ଧାନଚାଷ ରୁଆପୋତା କରିଥିଲେ। କିନ୍ତୁ ଚକଡାପୋକର ପ୍ରାଦୁର୍ଭାବ ଯୋଗୁ ଅମଳ ବେଳକୁ ଶତାଧିକ ଏକର ଜମିର ଚାଷ ନଷ୍ଟ ହୋଇଛି। କେଣ୍ଡାରେ ଗୋଟିଏ…
ଆଗ୍ନେୟଗିର ଉଦ୍ଗୀରଣ: ୩ ଦିନ ଧରି ଅବସ୍ଥା ଅସମ୍ଭାଳ…
ଓ୍ବାଶିଂଟନ,୧୨।୧୨ : କେନ୍ଦ୍ରୀୟ ଆମେରିକାର ଗ୍ବାଟେମାଲାରେ ଏକ ସକ୍ରିୟ ଆଗ୍ନେୟଗିରିରୁ ହୋଇଥିବା ଉଦ୍ଗୀରଣ ଯୋଗୁ ଗତ ୩ ଦିନ ଧରି ସ୍ଥିତି ଅସମ୍ଭାଳ ରହିଛି। ଆଗ୍ନେୟଗିରିରୁ ଲାଭା ଏବଂ ପାଉଁଶ ୨ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ଆଗ୍ନେୟଗିରି ଉଦ୍ଗୀରଣ ପରେ…
ଆଜି ‘ମହିଳା ଶକ୍ତି’ ନାମ ରହିବ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’. ପ୍ରିୟଙ୍କା ଗାନ୍ଧୀ, ଝିଅ ମିରାୟା ସାମିଲ ହେବେ ରାହୁଲଙ୍କ ସହ
ନୂଆଦିଲ୍ଲୀ,୧୨ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ସୋମବାର ମହିଳା ଶକ୍ତି ନାମରେ ପରିଚତ ହେବ । ସୋମବାର ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ କେବଳ ମହିଳାମାନେ ଚାଲିବେ । ଏହାକୁ ‘ନାରୀ ଶକ୍ତି ପଦଯାତ୍ରା’ ନାମ ଦିଆଯାଇଛି ।…
ଫେଲ୍ ମାରିଛି ପଲିଥିନ୍ କଟକଣା
ଭଞ୍ଜନଗର,୧୨।୧୨(ଡି.ଏନ.ଏ): ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ମହାନଗର ନିଗମରେ ପ୍ଲାଷ୍ଟିକ୍ ଏବଂ ପଲିଥିନ ବ୍ୟବହାର ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। ପରେ ୨୦୧୯ ଅକ୍ଟୋବର ୨ରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା। ପ୍ରଥମେ ୫୦…
ଭାରତୀୟ ମହିଳା ଦଳକୁ ରୌପ୍ୟ
ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁଠାରେ ୧୮ ବର୍ଷରୁ କମ୍ ଏସୀୟ ରଗ୍ବୀ ସେଭେନ୍ସ ଚାମ୍ପିୟନଶିପ୍ ରବିବାର ଶେଷ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। କିସ୍ର ମାମା ନାୟକ ଏହି ପ୍ରତିଯୋଗିତାରେ ଭାରତୀୟ…
ବାରବାଟୀରେ ଭାରତ, ବାଂଲାଦେଶ ମ୍ୟାଚ
ଭୁବନେଶ୍ୱର,୧୨ା୧୨ (ସ୍ପୋଟର୍ସ ବ୍ୟୁରୋ) : ଭାରତରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍ରେ ଭାରତୀୟ ଦୃଷ୍ଟିବାଧିତ ଦଳ ଏହାର ତୃତୀୟ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ଟି ଡିସେମ୍ବର ୧୩ରେ ଖେଳାଯିବ। ୧୨ ତାରିଖରେ ଉଭୟ ଦଳ ଭୁବନେଶ୍ୱରସ୍ଥିତ…
ଭାଲେଣ୍ଟିନା, ମଧୁପ୍ରିୟା ପ୍ରସ୍ତୁତ
ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ରଉଜ୍ବେକିସ୍ତାନର ଡାସ୍କଟାଠାରେ ଚଳିତ ମାସ ୧୩ରୁ ୨୦ ପର୍ଯ୍ୟନ୍ତ ଏସୀୟ କରାଟେ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଶାରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା ଓ ପ୍ରତିଭାସମ୍ପନ୍ନ ମଧୁପ୍ରିୟା ବାଇ ଅଂଶଗ୍ରହଣ କରିବେ।…
ସୁଇମିଂ ପୁଲ୍ରେ ଓଡ଼ିଶା ସୁଇମରଙ୍କ ଚମକ
ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ରେ ଏସଏଫ୍ଆଇ (ସୁଇମିଂ ଫେଡେରେଶନ ଅଫ୍ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୫ଟି ରାଜ୍ୟର…
ସ୍କୁଲ୍ସ ଓପନ ଚେସ୍: ଶୁକ ମୁର୍ମୁ ଚାମ୍ପିୟନ
ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍ରେ କଟକ ସାଇ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସ୍କୁଲ୍ର ଶୁକ ମୁର୍ମୁ ଚାମ୍ପିୟନ ହୋଇଛନ୍ତି। ସେ ୬ ରାଉଣ୍ଡବିଶିଷ୍ଟ…
ଦୃଷ୍ଟିବାଧିତ ମହିଳା କ୍ରିକେଟ୍: ବାଲେଶ୍ବର ଚାମ୍ପିୟନ
ଭୁବନେଶ୍ୱର,୧୨ା୧୨(ସ୍ପୋଟର୍ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଦୁଇଦିନିଆ ରାଜ୍ୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ…
ବିରୋଧ ସତ୍ତ୍ୱେ ପଥର ଖଣି ନିଲାମ
ନୟାଗଡ଼ ଅଫିସ/ରଣପୁର,୧୨।୧୨ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ଝାରପଡ଼ା ଆରଆଇ ସର୍କଲର ଓସ୍ତପଡ଼ା ଅଞ୍ଚଳରେ ଲୋକଙ୍କ ବିରୋଧ ସତ୍ତ୍ୱେ ମାଙ୍କଡା ପଥର ଖଣିକୁ ନିଲାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୫ ବର୍ଷ ପାଇଁ ନିଲାମ ହୋଇଥିବା ୩ ଏକରରୁ…
Archives


