ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି
ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା ନିର୍ଭୟାର ମାଆବାପା କହିଛନ୍ତି। ଏଠାରେ ଅନେକ ମହିଳା ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ନିର୍ଭୟାଙ୍କ…
ଇଡି ହାତରେ ଅର୍ଚ୍ଚନାଙ୍କ ଦୁଇ ଡାଏରୀ
ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନା ଇଡି ଆଗରେ ତାଙ୍କ…
ଶଗଡ଼ିଆ ନାଳ ଉପରେ ହେବ ପୋଲ
ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ସରପାଳ ଗ୍ରାମରୁ ଟାଙ୍ଗିରୀକୁ ନିର୍ମାଣ ହେଉଥିବା ଏକ ରାସ୍ତାରେ ଥିବା ନାଳ ଉପରେ ପୋଲ ତିଆରି କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଗୁରୁବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହି ପ୍ରତିଶ୍ରୁତି…
୨ ମାସ ହେବ ମା’ପୁଅଙ୍କ ପତ୍ତା ମିଳୁନି
ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ରହୁଥିବା ମା’ ପ୍ରିୟା ନାୟକ (୨୭) ଓ ତାଙ୍କ ୫ବର୍ଷର ପୁଅ ନିଖୋଜ ହେବା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ବିତିଲାଣି। ହେଲେ ଏଯାଏ ତାଙ୍କର କୌଣସି ଖୋଜ ଖବର…
ମଶା ଦାଉରେ କଲବଲ ରାଜଧାନୀବାସୀ
ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଘରେ, ବାହାରେ ସାଲୁବାଲୁ ହେଉଛନ୍ତି ମଶା। ବସ୍ତିରୁ ଆପାର୍ଟମେଣ୍ଟ, ସ୍କୁଲରୁ ଅଫିସ ସବୁଠି ମଶା ଲାଗି ଅତିଷ୍ଠ ହେଉଛନ୍ତି ଲୋକେ। ମଶା ଯୋଗୁ ସହରରେ ଅସମ୍ଭାଳ…
ହତ୍ୟା ଉଦ୍ୟମ ମାମଲା, ୨ ଅଭିଯୁକ୍ତ ଜେଲ ଗଲେ
ବ୍ରହ୍ମପୁର ଅଫିସ,୧୭ା୧୨: ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ବଡବଜାର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରହଲ୍ଲାଦ ନଗର ୪ର୍ଥ ଲାଇନର ସମୀର ଜେନା ଓ ପୁରୁଣା ବ୍ରହ୍ମପୁର ନିକଟସ୍ଥ ଆଇନାବନ୍ଧ ସାହିର ଜିତେନ୍ଦ୍ର ଗୌଡ଼…
ହୋଟେଲ ମାଲିକଙ୍କୁ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିନ ଦ୍ୱିପହରରେ ଜଣେ ହୋଟେଲ ମାଲିକଙ୍କୁ କଟୁରି ଧରି ଗୋଡାଇ ଗୋଡାଇ ହାଣିଲେ ଯୁବକ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ରେ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକଙ୍କ କଟୁରି ଚୋଟରେ ରସୁଲଗଡର…
ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍
ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ ଦୁଇଟି ଲୁଟ୍ ଘଟଣା ସାମନାକୁ ଆସିଥିବାରୁ ଲୋକେ ଉକ୍ତ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ…
ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ
ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ ତୁରନ୍ତ ହସ୍ତାନ୍ତର ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ମର୍ମରେ ବିଶ୍ୱବିଦ୍ୟାଳୟକୁ ଚିଠି…
ବେଳାଭୂମି ମହୋତ୍ସବରେ ଲାଗିବ ୪୦ ସିିସି କ୍ୟାମେରା
ବ୍ରହ୍ମପୁର,୧୭ା୧୨: ଗଞ୍ଜାମ ଜିଲାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ…
ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ୨ ମନ୍ତ୍ରୀ, ଯିବେନାହିଁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୭ା୧୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶନିବାର କୋଲକାତାଠାରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍…
ଅଧାପନ୍ତରିଆ ଛାତ୍ରାବାସ, ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର
ନୂଆଗଡ଼,୧୭ା୧୨: ସାତ ବର୍ଷ ପୁରିବାକୁ ଗଲାଣି ହେଲେ ସରିନି କାର୍ଯ୍ୟ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି ଠିକା ସଂସ୍ଥା। ଅଧପନ୍ତରିଆ ଭାବେ ପଡ଼ି ରହିଛି ଛାତ୍ରାବାସ। ହଷ୍ଟେଲର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶ୍ରେଣୀ ଗୃହରେ ରହୁଛନ୍ତି ଛାତ୍ର। ବାରମ୍ବାର…
Archives


