Home Left

‘ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ମେରିଟ୍‌ ସ୍କଲାରଶିପ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷର ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟର ୬ଟି ପ୍ରମୁଖ ସ୍କୁଲର ସମସ୍ତ ସ୍ନାତକ ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନପତ୍ର ମଧ୍ୟ…

‘ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା କିର୍ଲୋସ୍କର ମୋଟର’(ଟିକେଏମ୍‌)ର ଆଉ ଏକ ଷ୍ଟକ୍‌ୟାର୍ଡ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ ହରିୟାଣାର ଫାରୁକନଗରଠାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଉପତ୍ାଦ ଏବଂ…

ଆଇଫୋନ୍‌ରେ ଜିଓ ୫ଜିର ସେବା

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଆଇଫୋନ୍‌ ୧୨ ଓ ପରବର୍ତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକ ପାଇଁ ଆଇଫୋନ ମଡେଲରେ ଜିଓ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ୧୫ରୁ ଆଇଫୋନ୍‌ ୧୨ ଓ ପରର୍ବତ୍ତୀ ଆଇଫୋନ୍‌…

ରୁଙ୍ଗ୍‌ଟା ମାଇନ୍ସର ଓୟାର ରଡ୍‌ ମିଲ୍‌ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ମାଇନିଂ କମ୍ପାନୀ ‘ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌’ ପକ୍ଷରୁ ନିକଟରେ ଏକ ବଡ଼ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଝାଡ଼ଖଣ୍ଡସ୍ଥିତ ଚାଲିୟାମା ଷ୍ଟିଲ୍‌ ପ୍ଲାଣ୍ଟରେ ରୁଙ୍ଗ୍‌ଟା ଷ୍ଟିଲ୍‌ ଓୟାର ରଡସ୍‌ ମିଲ୍‌ର କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀର…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୭।୧୨: କ୍ରମାଗତ ୨ ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ(ଷ୍ଟକ୍‌ ବଜାର)ର ଫଳାଫଳ ଯୋଗୁ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଷ୍ଟକ୍‌ ବଜାରର ଫଳାଫଳ (ଶେୟାର…

ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୧୭।୧୨: ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଘରର ମାଲିକ, ଘରେ ରହୁଥିବା ଶିବୟା (୫୦), ତାଙ୍କ ସ୍ତ୍ରୀ ପଦ୍ମା…

ବଢ଼ୁଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୭।୧୨: ଗତ କିଛିଦିନ ହେବ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର (ଏଫ୍‌ଆର୍‌)ରେ ବୃଦ୍ଧି ଘଟିଛି। ଏପରିକି ଡିସେମ୍ବର ୯ରେ ଶେଷ ହୋଇଥିବା ବଜାର କାରବାର ଓ ପରିବ୍ୟବସ୍ଥା ଗତ ସପ୍ତାହ…

୨୦୨୪ ପାଇଁ ରଣନୀତି

ଭୁବନେଶ୍ବର,୧୭।୧୨(ବ୍ୟୁରୋ): ଭାଜପା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦୁଇଟି ପର୍ଯ୍ୟାୟରେ ଦଳର ଆଗାମୀ ରଣନୀତି ସମ୍ପର୍କରେ ବୈଠକ କରିବେ। ଅନ୍ୟପଟେ ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ମିଳିଥିବା ସୂଚନା…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର, ୧୭।୧୨(ବ୍ୟୁରୋ): ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ବହୁ ଓକିଲଙ୍କୁ ବନ୍ଧାଯାଇଛି। ଅନେକ ଓକିଲଙ୍କ ଲାଇସେନ୍ସ ମଧ୍ୟ ବାତିଲ ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଗରିବ ଲୋକମାନେ…

‘ବେସରମ ରଙ୍ଗ’ରେ ଦୀପିକା ପିନ୍ଧିଥିବା ବିକିନର ଦାମ ଶୁଣିଲେ ଚକିତ ହେବେ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ତାଙ୍କ ଅପକିମଂ ଫିଲ୍ମ ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମର ଏକ ଗୀତ ‘ବେସରମ ରଙ୍ଗ’ରେ ଅଭିନେତ୍ରୀ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧି ବୋବାଲ କରିଛନ୍ତି । ଏହି ବିକିନିରେ…

୨୪ ଘଣ୍ଟା ବିତିଲା, ମିଳୁନାହିଁ ସୁରାକ

ଭୁବନ, ୧୭।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୀଳକଣ୍ଠପୁର ଗ୍ରାମ ନିକଟ ସାଇ ନର୍ସରି ମାଲିକ ଅଲେଖ ଚନ୍ଦ୍ର ସେନାପତି (୪୩) ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଯାଇଥିବାବେଳେ ପୋଲିସ ହାତରେ କୌଣସି ସୁରାକ ଲାଗିନାହିଁ। କିଏ, କାହିଁକି ଅଲେଖଙ୍କୁ ହତ୍ୟାକଲା ତାହା…

ସାଥୀ ମତ୍ସ୍ୟଜୀବୀଙ୍କ କଟୁରି ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମାଦଳି ମୁହାଁଣ ନିକଟ ମଝି ସମୁଦ୍ରରେ ଗୌରୀ ନାମକ ମାଛଧରା ବୋଟ୍‌ରେ ଶୁକ୍ରବାର ସକାଳ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ମତ୍ସ୍ୟଜୀବୀଙ୍କ କଟୁରି ଚୋଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri